ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସିରିଏଲ ଗୁଡ଼ିକୁ ନିଶ୍ଚୟ ଦେଖୁଥିବେ | ତେବେ ଜି ସାର୍ଥକ ସିରିଏଲ ର ଫ୍ୟାନ ମାନଙ୍କ ପାଇଁ ଏକ ବୋହୁତ ବଡ ଖୁସି ଖବର ଆସିବାକୁ ଯାଉଛି | ତେବେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଏହି ଚ୍ୟାନେଲ୍ ରେ ଏକ ନୂଆ ମେଘ ସିରିଏଲ ତେବେ ଦର୍ଶକବନ୍ଧୁ ଜି ସାର୍ଥକ ରେ ଆସିବାକୁ ଯାଉଛି ଏକ ନୁଆ ମେଘା ସିରିଏଲ ଯାହାର ନାଁ ହୋଉଛି ସୁନା ଝିଅ |
ତେବେ ଏହି ସିରିଏଲ ର ପ୍ରମୋ ଟିକୁ ଦଖାଇ ତାର ଦର୍ଶକ ମାନଙ୍କୁ ଜଣାଇଛି ଏହି ସିରିଏଲ ଟି ତିନି ଭଉଣୀ ଙ୍କ କାହାଣୀ କୁ ନେଇ ହୋଇଛି ବୋଲି ପ୍ରମୋ ଟିରୁ ଜଣାପଡିଛି | ଏହା ସହ ଆପଣ ମାନେ ଏହି ସିରିଏଲ ରେ ମା ଅଭିନୟ ରେ ଦେଖିବାକୁ ପାଇବେ ଆପଣଙ୍କ ମନପସନ୍ଦ ଅଭିନେତ୍ରୀ ଅର୍ପିତା କର ଙ୍କୁ ଯାହା ଙ୍କୁ ଆପଣମାନେ ଦୁର୍ଗ ଓ ମହାଦେବୀ ସିରିଏଲ ରେ ଜବରଦସ୍ତି ଅଭିନୟ କରୁଥିବାର ଦେଖିବାକୁ ପଇଥିବେ |
ତେବେ ଏହି ସିରିଏଲ ଟି କେବେ ପ୍ରସାରିତ ହେବ ଏବଂ କେଉଁ ସିରିଏଲ ପରିବର୍ତ୍ତେ ପ୍ରସାରିତ ହେବ ତାହା ଜଣାପଡ଼ିନାହିଁ | ତେବେ ନୂଆ ସିରିଏଲ ଟି ଆସିବ କୁ ନେଇ ଆପଣ କେତେ ଆଗ୍ରହ ଅଛନ୍ତି ଆମକୁ କମେଣ୍ଟ ବକ୍ସରେ ରେ ନିହାତି ଜଣାନ୍ତୁ |
Check Also
ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |
ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …