Breaking News

Zee Sarthak ରେ ସିରିଏଲ ରେ ଅଭିନୟ କରୁଥିବା ଯୋଡି ମାନଙ୍କ ମଧ୍ୟରୁ କେଉଁ ଯୋଡି ଟି ଓଡିଶା ରେ ବେଶ ଲୋକପ୍ରିୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସିରିଏଲ୍ ସବୁ ନିଶ୍ଚିତ ଦେଖିଥିବେ ଆସନ୍ତୁ ଜାଣିବା ସିରିଏଲ୍ ମାନଙ୍କରେ ଦମଦାର ଅଭିନୟ କରୁଥିବା ସବୁ ହିରୋ ଏବଂ ହିରୋଇନ୍ ଯୋଡି ମାନଙ୍କ ମଧ୍ୟରୁ କାହାର ଲୋକପ୍ରିୟତା ସବୁଠାରୁ ଅଧିକ କିଏ ଅଛନ୍ତି ନମ୍ବର 1 ରେ ଯିଏ ଏହି ଲିଷ୍ଟ ରେ |

ନମ୍ବର 1 ରେ ଅଛନ୍ତି ସେ ହେଉଛନ୍ତି ଆପଣମାନଙ୍କର ଅତି ପ୍ରିୟ ଝିଲି ଏବଂ ସିଡ ଏମାନଙ୍କର ଖଟା ମିଠା ଲଭ ଷ୍ଟୋରୀ କୁ ଦର୍ଶକ ମାନେ ଖୁବ୍ ଏଞ୍ଜୟ୍ କରୁଛନ୍ତି ସିର୍ଦ୍ଧାତ ଏବଂ ଝିଲି ଙ୍କର ଯୋଡି କୁ ଦର୍ଶକ ମାନେ ଖୁବ୍ ଅଧିକ ପସନ୍ଦ କରିବା ସହିତ ନମ୍ବର 1 ରେ ରଖିଛନ୍ତି ଏହି ଯୋଡିଙ୍କୁ |

ନମ୍ବର 2 ରେ ଅଛନ୍ତି ସେ ହେଉଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ଦିବ୍ୟ ଏବଂ ଦୃଷ୍ଟି ଏମାନଙ୍କର ଦମଦାର ଅଭିନୟ ପାଇଁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ ମାନେ ଏହି ଯୋଡ଼ିଙ୍କୁ ଏହା ପରେ ଏହି ଲିଷ୍ଟ ରେ ଯିଏ |

ନମ୍ବର 3 ରେ ଅଛନ୍ତି ସେ ହେଉଛନ୍ତି ରୁଦ୍ର ଏବଂ ଜ୍ୟୋତି ତୋ ପାଇଁ ମୁଁ ମୋ ପାଇଁ ତୁ ସିରିଏଲ୍ ର ରୁଦ୍ର ଏବଂ ଜ୍ୟୋତି ଙ୍କର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି ଏହି ରୋମାଣ୍ଟିକ ଯୋଡିକୁ ଦର୍ଶକ ମାନେ ମଧ୍ୟ ଖୁବ୍ ପସନ୍ଦ କରୁଛନ୍ତି ଲୋକପ୍ରିୟତା ଦୃଷ୍ଟିରୁ ଯିଏ |

ନମ୍ବର 4 ରେ ଅଛନ୍ତି ସେ ହେଉଛନ୍ତି ଦୁର୍ଗା ଏବଂ ଅଭିନବ ବିଜୟିନୀ ସିରିଏଲ୍ ରେ ଏହି ଯୋଡିଙ୍କର ଦମଦାର ଅଭିନୟ ଆପଣମାନେ ନିଶ୍ଚିତ ଦେଖି ଥିବେ ତେବେ ଦର୍ଶକ ମାନଙ୍କୁ ବିଜୟିନୀ ସିରିଏଲ୍ ରେ ଦୁର୍ଗା ଏବଂ ଅଭିନବ ଙ୍କର ଅଭିନୟ ଖୁବ୍ ପସନ୍ଦ ଆସୁଛି ଲୋକପ୍ରିୟତା ଦୃଷ୍ଟିରୁ ଯିଏ |

ନମ୍ବର 5 ରେ ଅଛନ୍ତି ସେ ହେଉଛନ୍ତି ଚନ୍ଦନ ଏବଂ ତୁଳସୀ ମୋ ଅଗଣାର ତୁଳସୀ ତୁ ସିରିଏଲ୍ ରେ ଦମଦାର ଅଭିନୟ କରୁଛନ୍ତି ଏହି ଯୋଡି ତେବେ ଲୋକ ପ୍ରିୟତା ଦୃଷ୍ଟିରୁ ନମ୍ବର 5 ପୋଜିସନ୍ ରେ ଅଛନ୍ତି ତୁଳସୀ ଏବଂ ଚନ୍ଦନ ଏହା ପରେ ଏହି ଲିଷ୍ଟ ରେ ଯିଏ |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.