Breaking News

ଜି ସାର୍ଥକର ସବୁ ହେରା ମାନଙ୍କର Real Life Partner, ଆଗରୁ ଦେଖି ନ ଥିବେ, ସବୁଠୁ ସୁନ୍ଦର ୟାଙ୍କ ସ୍ତ୍ରୀ..ଦେଖନ୍ତୁ

ନମସ୍କାର ଦର୍ଶକ ବନ୍ଧୁ ଆପଣ ମାନେ ତ ଜି ସିରିଏଲ ରେ ପ୍ରସାରିତ ହେଉଥିବା ସିରିଏଲ୍ ଗୁଡ଼ିକ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ ଏହି ସୀରିଏଲ ହିରୋ ଭୂମିକାରେ ଅଭିନୟ କରୁଥିବା ଅଭିନେତା ମାନଙ୍କୁ ତ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଆପଣମାନେ କଣ ଜାଣିଛନ୍ତି କି ଏହି ସବୁ ସୀରିଏଲରେ ଅଭିନୟ କରୁଥିବା ହିରୋ ମାନଙ୍କ ରିଏଲ ଲାଇଫ ପାଟନର ମାନଙ୍କ ବିଷୟରେ ଏହି ସବୁ ଅଭିନେତା ମାନଙ୍କ ରିଏଲ ଲାଇଫ ବାଚ୍ଲାର ବିଷୟରେ ।

ତେବେ ଦର୍ଶକ ବନ୍ଧୁ ପ୍ରଥମ ଲିଷ୍ଟ ରେ ଆସୁଛନ୍ତି ମା ଯାହାର ସାହା ସିରିଏଲର ଶିବ ଶିବଙ୍କର ପ୍ରକୃତ ନାମ ହେଉଛି ଏମ୍ ସୁମନ କୁମାରସୁମନ ମଧ୍ୟ ତାଙ୍କ ରିଏଲ ଲାଇଫ ରେ ବୟ ଫ୍ରେଣ୍ଡ୍ ସେ ତାଙ୍କର ଫ୍ରେଣ୍ଡ୍ ସାରା ରାଉତଙ୍କୁ ବିବାହ କରିଛନ୍ତି ସାରା ମଧ୍ୟ ସିରିଏଲ୍ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି ।

ଏହା ପରେ ନମ୍ବର ୨ ରେ ଆସୁଛନ୍ତି ମୋ ଅଗଣାରେ ତୁଳସୀ ଭୂମିକାରେ ଅଭିନୟ କରୁଥିବା ହିରୋ ଚନ୍ଦନ ତେବେ ଚନ୍ଦନ ଙ୍କ ପ୍ରକୃତ ନାମ ହେଉଛି ଅଙ୍କିତ୍ କୁମାର ତେବେ ଅଙ୍କିତ ତାଙ୍କ ରିଏଲ ଲାଇଫ ରେ ସିଙ୍ଗଲ ଅଛନ୍ତି ।

ଏହା ପରେ ନମ୍ବର ୩ ରେ ଆସୁଛନ୍ତି ଶ୍ୟାମା ସିରିଏଲ ହିରୋ ନିଖିଲ ତେବେ ନିଖିଲଙ୍କ ପ୍ରକୃତ ନାମ ହେଉଛି ନିଲ ଭଟ୍ଟାଚାର୍ଯ୍ୟ ତେବେ ନିଲ ରିଏଲ ଲାଇଫ ରେ ବାହା ହୋଇସାରିଛନ୍ତିି ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ନିଲଙ୍କର ସ୍ତ୍ରୀ ଯେକି ବହୁତ୍ ସୁନ୍ଦର୍ ଅଟନ୍ତି ।

ତେବେ ଦର୍ଶକ ବନ୍ଧୁ ନମ୍ବର ୪ ରେ ଆସୁଛନ୍ତି ଅଭିନବ ଯିଏ କି ବିଜୟିନୀ ସିରିଏଲ୍ ରେ ମୁଖ୍ୟ ହିରୋ ଭୂମିକାରେ ଅଭିନୟ କରୁଛନ୍ତି ତେବେ ଅଭିନବ ଙ୍କ ପ୍ରକୃତ ନାମ ହେଉଛି ସାଗର ମହାନ୍ତି ତେବେ ସାଗର ରିଏଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ଡେଟ୍ ମଧ୍ୟ କରି ନାହାନ୍ତି ।

ନମ୍ବର ୫ ରେ ଆସୁଛନ୍ତି ଆପଣ ମାନଙ୍କର ପ୍ରିୟ ଅଭିନେତା ଝିଲି ସିରିଏଲର ହିରୋ ସିଦ୍ଧାର୍ଥ ତେବେ ସିଦ୍ଧାର୍ଥଙ୍କ ପ୍ରକୃତ ନାମ ହେଉଛି ଅମର ଅମର ରିଏଲ ଲାଇଫ ରେ ଜେଶି ସାମଲଙ୍କୁ ଡେଟ୍ କରୁଛନ୍ତି ଏହି ଲୋକପ୍ରିୟ ହିରୋ ହିରୋଇନ୍ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଏହା ପରେ ନମ୍ବର ୬ ରେ ଆସୁଛନ୍ତି ସୁନା ଝିଅ ସୀରିଏଲର ହିରୋ ବିଷ୍ଣୁ ତେବେ ବିଷ୍ଣୁଙ୍କ ପ୍ରକୃତ ନାମ ହେଉଛି ମାନସ ମହାନ୍ତି ତେବେ ମାନସ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଏବଂ ସେ କାହାକୁ ଡେଟ୍ ମଧ୍ୟ କରୁ ନାହାନ୍ତି ।

ଏହା ପରେ ନମ୍ବର ୭ ରେ ଆସୁଛନ୍ତି ସର୍ବଗୁଣ ଅନୁ ସିରିଏଲ୍ ସାଇ ତେବେ ସାଇ ବର୍ତ୍ତମାନ ନିଜ ଅାକ୍ ଟିଙ୍ଗ ସହ ପାଠ ପଢ଼ାରେ ବ୍ୟସ୍ତ ଅଛନ୍ତି ସେ ତାଙ୍କ ରିଏଲ ଲାଇଫ ରେ ସିଙ୍ଗଲ ଅଛନ୍ତି ।

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.