Breaking News

zee sarthak ରେ ଝିଲି ସିରିଏଲ ରେ ଅଭିନୟ କରୁଥିବା ନିକିତା ଙ୍କର ପ୍ରକୃତ ଘର ଓ ପରିବାର ରେ କିଏ କିଏ ଅଛନ୍ତି ଜଣାନ୍ତୁ !

ନମସ୍କାର ବନ୍ଧୁଗଣ ଆପଣ ମାନେ ସମସ୍ତେ ଜ଼ି ସାର୍ଥକ ରେ ପ୍ରସାରିତ ହେଉଥିବା ଝିଲି ସିରିଏଲଟିକୁ ନିଶ୍ଚୟ ଭାବରେ ଦେଖୁଥିବେ ତେବେ ଫ୍ରେଣ୍ଡ ଆପଣ ମାନେ ଝିଲି ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରୁଥିବା ଝିଲି ଙ୍କୁ ମଧ୍ୟ ବେଶେ ଭଲ ଭାବରେ ଜାଣିଥିବେ | କିନ୍ତୁ ଫ୍ରେଣ୍ଡ କଣ ଆପଣ ମାନେ ଜାଣିଛନ୍ତି ଝିଲି ଙ୍କର ପ୍ରକୃତ ପରିବାର ବିଷୟରେ କଣ ବେକେ ଦେଖିଛନ୍ତି ତାଙ୍କର ପ୍ରକୃତ ପରିବାର ଲୋକଙ୍କୁ |

ଯଦି ଆପଣ ମାନେ ଝିଲିଙ୍କ ବିଷୟରେ କିଛି ଜାଣିନାହାନ୍ତି ଏବଂ ଜାଣିବାକୁ ଚାହୁଁଛନ୍ତି ତାହାଲେ ପୁରା ଦେଖନ୍ତୁ | ଫ୍ରେଣ୍ଡ ଆପଣ ମାନେ ଜାଣିଛନ୍ତି ଝିଲି ଙ୍କର ଅଭିନୟ ବହୁତ ଭଲ ଲାଗିଥାଏ ତାଙ୍କ ଦର୍ଶକ ମାନଙ୍କୁ ଏବଂ ଝିଲିଙ୍କର ଖୁବୁ ଭଲ ଅଭିନୟ ପାଇଁ ସେ ବହୁତ କମ ଦିନରେ ବହୁତ ଲୋକ ପ୍ରିୟତା ହାସଲ କରିପାରିଛନ୍ତି ତେବେ ଫ୍ରେଣ୍ଡ ସେ ଆପଣ ମାନଙ୍କର ଅତି ପ୍ରିୟ ଝିଲିଙ୍କର ପ୍ରକୃତ ନାଁ ହେଉଛି ନିକିତା ମିଶ୍ର |

ତେବେ ବନ୍ଧୁଗଣ ଆପଣ ମାନେ ନିକିତାଙ୍କୁ ଏହା ପୂର୍ବରୁ ଅନେକ ସିରିଏଲରେ କାମ କରୁଥିବାର ନିଶ୍ଚୟ ଭାବରେ ଦେଖିବାକୁ ପାଉଥିବେ ତେବେ ଫ୍ରେଣ୍ଡସେ ଛୋଟ ବେଳରୁ ହିଁ କଳାକାର ଜଗତରେ କାମ କରି ଆସୁଛନ୍ତି | ତେବେ ଫ୍ରେଣ୍ଡ ଇଏ ହେଉଛନ୍ତି ତାଙ୍କ ବାପା ଯାହାର ଆପଣ ଏହି ଫୋଟ ମାଧ୍ୟମରେ ନିଶ୍ଚୟ ଭାବରେ ଦେଖିବାକୁ ପାଉଥିବେ |

ତେବେ ଏହା ପରେ ଆସୁଛନ୍ତି ନିକିତା ଙ୍କର ମା ତେବେ ଫ୍ରେଣ୍ଡ ଆପଣ ମାନେତ ଏହି ଫୋଟର ଦେଖିବାକୁ ପାଉଥିବେ ନିକିଟଙ୍କା ମାଙ୍କୁ ଯିଏକି ଦେଖିବାକୁ ନିକିତାଙ୍କ ପରି | ନିକିତାଙ୍କ ବାପା ମା ଏବଂ ତାଙ୍କର ଏକ ସାନ ଭାଇ ଅଛନ୍ତି ଯାହାଙ୍କର ଫୋଟ ଆପଣ ମାନେ ନିଶ୍ଚୟ ଭାବେ ଦେଖିବାକୁ ପାଉଥିବେ ତେବେ ଫ୍ରେଣ୍ଡ ଆମେ ଆପଣ ମାନଙ୍କୁ କହିରଖୁଛୁ ଝିଲିଙ୍କ ଘରେ ଟଙ୍କା ମା ବାପା ଆଉ ଟଙ୍କା ଭାଇ ହିଁ ରୁହନ୍ତି ଏବଂ ସେ ତାଙ୍କ ପରିବାରକୁ ସବୁଠାରୁ ବେଶୀ ଭଲ ପାଆନ୍ତି |

ଆପଣ ମାନେତ ଜାଣିଲେ ଆପଣ ମାନଙ୍କର ଅତି ପ୍ରିୟ ଝିଲିଙ୍କର ପ୍ରକୃତ ପରିବାର ବିଷୟରେ ତେବେ ଫ୍ରେଣ୍ଡ ଆପଣ ମାନକୁ ଝିଲିଙ୍କ ପରିବାର କିପରି ଲାଗେ ଏବଂ ଆପଣ ମାନଙ୍କୁ ଝିଲି ସିରିଏଲ ଦେଖିବାକୁ କେତ ପସନ୍ଦ ଲାଗେ କାହା ଆମକୁ କାମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.