Breaking News

ୟୁକ୍ରେନ ରେ ମୋଦି କରି ଦେଖାଇଲେ ଏପରି କାମ କି ପାକିସ୍ତାନୀ ଉଠାଇଲେ ଭାରତୀୟ ପତାକା ଆଉ କହିଲେ ଧନ୍ୟବାଦ

ପାକିସ୍ତାନୀଙ୍କ ମୁହଁ ରୁ ଜୟ ଜୟକାର ୟୁକ୍ରେନ ର ସ୍ତିତି ଦେଖି ଭାରତ ଚଳାଇଥିଲା ତାହାର ମିଶନ ଗଙ୍ଗା ଯାହା ସାହାଯ୍ୟରେ ୟୁକ୍ରେନ ରେ ଫସି ରହିଥିବା ସମସ୍ତ ଭାରତୀୟ ଛାତ୍ର ଛାତ୍ରୀ ନିଜ ଦେଶକୁ ସୁରକ୍ଷିତ ଫେରିବା ପାଇଁ ଭାରତ ସରକାର ପିଏମ ନରେନ୍ଦ୍ର ମୋଦି ଏହି ମିଶନ କୁ ସମ୍ବୋଧିତ କରିଥିଲେ ଏହା ପରେ ସାରା ଭାରତ ରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା |

କୁହାଯାଉଛି କି ଏହି ମିଶନ ଦ୍ୱାରା କିଛି ପାକିସ୍ତାନ ଛାତ୍ର ଛାତ୍ରୀ ଭାରତୀୟ ପତାକା ଦେଖାଇ ଦିଠାରୁ ପଳେଇଆସିବାର ଖବର ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଏହାରି ସହ ଅନେକ ସାରା ପାକିସ୍ତାନୀ ଭାରତ ସରକାରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଓ ଏହାର ଭିଡିଓ ସେମାନେ ତାଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି |

ଗୋଟେ ପଟରେ ଭାରତୀୟ ଙ୍କୁ ୟୁକ୍ରେନ ରୁ ସୁରକ୍ଷିତ ଆଣିବା ପାଇଁ ପିଏମ ନରେନ୍ଦ୍ର ମୋଦି ମିଶନ ଗଙ୍ଗା କୁ ଲଞ୍ଚ କଲାବେଳେ ସେପଟେ ପାକିସ୍ତାନ ସରକାର ନିଜ ଦେଶ ବସି ଙ୍କୁ ୟୁକ୍ରେନ ରୁ ବାହାରକୁ ଆଣିବାକୁ କୌଣସି ମଧ୍ୟ ଚେଷ୍ଟା ଜାରି କରି ନାହାନ୍ତି ଏହାକୁ ନେଇ ପାକିସ୍ତାନ ର ଅନେକ ଛାତ୍ର ଛାତ୍ରୀଙ୍କ ଶିକାର ହୋଇଛନ୍ତି ପାକ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ |

ତେବେ ଦର୍ଶକବନ୍ଧୁ ପାକିସ୍ତାନୀ ଧରିଲେ ତ୍ରିରଙ୍ଗା ଭାରତର ଛାତ୍ର ଛାତ୍ରୀ ଙ୍କ ସହ ପାକିସ୍ତାନ ର ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ସହଯୋଗ ର ହାତ ବଢ଼ାଇଛି ଭାରତ ଯାହା କୁ ନେଇ ଏବେ ସାରା ବିଶ୍ୱଉ ପ୍ରଶଂସା ର ସୁଅ ଛୁଟୁଛି ତେବେ ଦର୍ଶକବନ୍ଧୁ ଏହାକୁ ନେଇ ଆପଣଙ୍କର କଣ ମତାମତ ଆମଆକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.