Breaking News

ତରଙ୍ଗ ଟିଭିର ସୁନ୍ଦରୀ ହିରୋଇନ ମାନଙ୍କର Real Age କେତେ ଆଗରୁ କେବେ ଜାଣିନଥିବେ, ଦେଖନ୍ତୁ….

ଦର୍ଶକ ବନ୍ଧୁ ଆପଣ ମାନେ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଶିରିୟେଲ ସବୁ ନିଶ୍ଚୟ ଦେଖୁଥିବେ ତେବେ ଏହି ସିରିୟେଲ ମାନଙ୍କରେ ଦମଦାର ଅଭିନୟ କରୁଥିବା ହିରୋଇନ୍ ମାନଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ଏହି ହିରୋଇନ୍ ମାନେ ସବୁ makeup ନେଇ ସିରିୟେଲ୍ ରେ ବହୁତ୍ ସୁନ୍ଦର ଦେଖା ଯାଉଛନ୍ତି । କିନ୍ତୁ ଆପଣ ମାନେ ଜାଣିଛନ୍ତି କି ? ଏ ମାନଙ୍କର ପ୍ରକୃତ ବୟସ ସୀମା କେତେ ,ଯଦି ଜାଣି ନାହଁଆନ୍ତି ତେବେ ଆସନ୍ତୁ ଏହି ପୋଷ୍ଟ ଟି କୁ ଭଲ ଭାବରେ ପଢିବା ।

ଦର୍ଶକ ବନ୍ଧୁ ସର୍ବ ପ୍ରଥମେ ଆସୁଛନ୍ତି ନମ୍ବର ୧ ଗୌରୀ ସିରୀୟେଲ ରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରୁଛନ୍ତି, ତେବେ ଗୌରୀ ଙ୍କର ପ୍ରକୃତ ବୟସ ହେଉଛି ୧୮ ବର୍ଷ।

ନମ୍ବର ୨ ଆସୁଛନ୍ତି ଇତି ଓଡ଼ିଶା ର ଲୋକ ପ୍ରିୟ ସୀରିୟେଲ ରେ ସିନ୍ଦୂର ରେ ଅଧିକାର ମୁଖ୍ୟ ଅଭିନେତ୍ରୀ ରେ ଅଭିନୟ କରୁଛନ୍ତି ତାଙ୍କର ପ୍ରକୃତ ବୟସ ହେଉଛି ୨୦ ବର୍ଷ । ଏହା ପରେ

ନମ୍ୱର ୩ ରେ ଆସୁଛନ୍ତି ତାରିଣି ଯିଏ କି ତାରା ତାରିଣି ଶିରିୟେଲ୍ ରେ ଅଭିନୟ କରଛନ୍ତି,ତାଙ୍କର ପ୍ରକୃତ ବୟସ ସୀମା ହେଉଛି ୨୨ ବର୍ଷ ।

ନମ୍ବର ୪ ରେ ଆସୁଛନ୍ତି ଆସା ଯିଏ କି ଆସା ଶୀରିୟେଲ ରେ ଦମଦାର ଅଭିନୟ କରୁଛନ୍ତି ଆସା ଙ୍କ ର ପ୍ରକୃତ ବୟସ ହେଉଛି ୩୭ ବର୍ଷ ।

ଦର୍ଶକ ବନ୍ଧୁ ନମ୍ବର ୫ ରେ ଆସୁଛନ୍ତି ପୂଜା ଯିଏ କି ଝିଅ ଆମର ନୂଆ ବହୁ ସିରୀୟେଲ୍ ରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ,ତେବେ ପୂଜା ଙ୍କର ପ୍ରକୃତ ବୟସ ସୀମା ହେଉଛି ୨୧ ବର୍ଷ ।

ତେବେ ଦର୍ଶକବନ୍ଧୁ ନମ୍ବର ୬ ରେ ଆସୁଛନ୍ତି ମଙ୍ଗଳା ଚରଣ ସୀରିୟେଲ୍ ର ମୂଖ୍ୟ ଅଭିନେତ୍ରୀ ମଙ୍ଗଳା ତା ଙ୍କ ର ପ୍ରକୃତ ବୟସ ସୀମା ହେଉଛି ୨୧ ବର୍ଷ।

ନମ୍ବର ୭ ରେ ଆସୁଛନ୍ତି ବନ୍ଧନ ଏ ଜନ୍ମ ଜନ୍ମ ର ଶୀରିୟେଲ୍ ର ଅତି ପ୍ରିୟ ଅଭିନେତ୍ରୀ ନେତ୍ରା ତା ଙ୍କ ର ପ୍ରକୃତ ବୟସ ସୀମା ହେଉଛି ୨୦ ବର୍ଷ । ଇଏ ଥିଲା ତରଙ୍ଗ ଟିଭିରେ ଶିରିୟେଲ କରୁଥିବା ଅଭିନେତ୍ରୀ ଙ୍କ ବୟସ ସୀମା ଅସକରୁଚି ଆପଣଙ୍କ ମାନଙ୍କୁ ପୋଷ୍ଟ ଟି ନିଂସଚୟ ଭଲ ଲାଗିଥିବ।

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.