Breaking News

ଭାଇରଲ୍ ହେଲା ବାବୁଶାନ୍ ଓ ଅପରାଜିତା ଙ୍କ ଭିଡିଓ ଦେଖନ୍ତୁ ମା ପୁଅ ମିଶି କଣ କରୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଲିଉଡ ସୁପେରଷ୍ଟାର ବାବୁଶାନ ମହାନ୍ତି ଙ୍କୁ ନିଶ୍ଚୟ ଜାଣିଥିବେ | ତେବେ ବର୍ତ୍ତମାନ ସମୟରେ ସେ ଓଲିଉଡ ଇନଡସ୍ଟ୍ରି ର ଆଗ ଧାଡିର ଅଭିନେତା ଅଟନ୍ତି | ତେବେ ସେ ତାଙ୍କ ଜବରଦସ୍ତ ଆକ୍ଟିଂ ବଳରେ ଲୋକ ମାନଙ୍କ ହୃଦୟ କୁ ଜିତି ପାରିଛନ୍ତି | ଆହୁରି ମଧ୍ୟ ତାଙ୍କ ମାତା ଅର୍ଥାତ ଅପରାଜିତା ମହାନ୍ତି ଅଥବା ଯାହାକୁ ଆମେ ମାନେ ଟିକି ଅପା ନାମରେ ମଧ୍ୟ ଜାଣିଥାଉ | ତେବେ ସେ ମଧ୍ୟ ଆଜିକା ସମୟରେ ମଧ୍ୟ ନିଜ ଆକ୍ଟିଂ ବଳରେ ସମସ୍ତଙ୍କ ହୃଦୟରେ ଏବେ ବି ରାଜ କରୁଛନ୍ତି |

 

ତେବେ ଏହି ମାଆ ପୁଅ ଙ୍କ ଯୋଡି ଆପଣ ମାନେ ଅନେକ ଫିଲ୍ମ ରେ ଦେଖିବାକୁ ପାଇଥିବେ | ଏବଂ ଯାହାକୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଥାନ୍ତି | ତେବେ ବର୍ତ୍ତମାନ ସମୟରେ ସୋଶିଆଲ ମିଡିଆରେ ମଧ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି | ଯେଉଁ ଥିରେ ଏହି ମାଆ ପୁଅ ବହୁତ ମଜାମସ୍ତି କରୁଥିବାର ଦେଖାଯାଉଛନ୍ତି | ଯେଉଁଥିରେ ସେମାନେ ଏକ ବାଟୁଳି ସାହାର୍ଯ୍ୟରେ ଏକ ବଲ କୁ ମାରୁଛନ୍ତି ଏବଂ ବଲତି ବାଜୁ ନାହିଁ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ତାଜମହଲ ନିର୍ମାଣ ପଛର ଏମିତି ରହସ୍ୟ ଯାହା ଆପଣ ପୂର୍ବରୁ ଶୁଣି ନଥିବେ

ତାଜମହଲ – ତାଜମହଲ ସମଗ୍ର ବିଶ୍ୱରେ ସାହାଜାହାନ ଓ ମମତାଜଙ୍କ ପ୍ରେମର ପ୍ରତୀକ ଭାବେ ବେଶ ପ୍ରସିଦ୍ଧ।ଏହାକୁ ମୋଗଲ ସମ୍ରାଟ …

Leave a Reply

Your email address will not be published. Required fields are marked *