Breaking News

ଭିଡିଓ Viral ହେବା ପରେ ଶେଷରେ କାନ ଧରି ଜଗନ୍ନାଥ ଙ୍କୁ କ୍ଷମା ମାଗିଲେ ଟେଣ୍ଟ ମାଲିକ, କହିଲେ ହେ ମହାପ୍ରଭୁ ମତେ କ୍ଷମା କରିଦିଅ !

ନମସ୍କାର ଦର୍ଶକବନ୍ଧୁ ଯାହାର ଭୋଗ ଓ ଯାହାର ଦାଣ୍ଡ ବଡ଼ ଦାଣ୍ଡ ଯାହାର ଦେଉଳ ବଡ଼ ଦେଉଳ ସିଏ ଆମ ବଡ଼ ଠାକୁର ଜଗନ୍ନାଥ ବର୍ଷକେ ଥରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ସେ ପଦାକୁ ଆସନ୍ତି ତାହା ଫୁଣି ବଡ଼ ରଥରେ ବସି ଦର୍ଶକବନ୍ଧୁ ରଥ ଉପରେ ଦର୍ଶନ ଦେଉଥିବା ଠାକୁର ଆଜି ବାଉଁଶ ଲଦା ହୋଇଥିବା ଗାଡ଼ିରେ ଯାଆନ୍ତି କେତେ ବେଥିତ କରୁଥିବ ନଥିବା ଏ ଦୃଶ୍ୟ |

ଦର୍ଶକବନ୍ଧୁ ଆମ ମାନସିକତା କେଉଁ ସ୍ତରକୁ ପଳାଇଯାଇଛି ଆମ ବିବେକର ଭାବନା କଣ ହେଇ ଯାଇଛି ଆମ ମଣିଷ ପଣିଆ ସେଠାରେ ଯେମିତି ମରିଯାଇଛି କାହିଁକି ନା ଇଏ ହେଉଛି 60 ନମ୍ବର ଜାତୀୟ ରାଜପଥ ର ଦୃଶ୍ୟ ଗୋଟେ ଟେଣ୍ଡ ହାଉସର ମାଲିକ ବାଲେଶ୍ୱର ର ପଶ୍ଟିମ ବଙ୍ଗୋ ଯାଉଥିଲା କୌଣସି ଏକ ବଡ଼ କାର୍ଯ୍ୟ ନିହାତି ଭାବରେ ହେବ ଏବଂ କାର୍ଯ୍ୟ ଆରମ୍ଭରେ ଏହି ଜଗନ୍ନାଥଙ୍କୁ ପୂଜା କରି ସେହି କାର୍ଯ୍ୟ ଆରମ୍ଭ ହେବ |

କିନ୍ତୁ ଜଗନ୍ନାଥଙ୍କୁ ନେବାର ତରିକା ଭଲ କରି ଦେଖି ଦିଅନ୍ତୁ ଇଏ ହେଉଛି ପ୍ରତି ଓଡ଼ିଆର ଭାରବେଗ କଥା କିନ୍ତୁ ଗାଡି ଉପରେ ଯେଉଁ ଭଳି ଭାବରେ ଜଗତର ନାଥ ଜଗନ୍ନାଥଙ୍କୁ ନିଆଯାଉଥିଲା ସତରେ ଏହା ଆଉ ଆଉ କିଛି ଦୃଭାଗ୍ୟ ନୁହନ୍ତି ଆଉ ଏହି ଭିଡ଼ିଓ ଯେତେବେଳେ ଖୁବୁ ଜୋରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ଠିକି ସେଥିକି ବେଳେ ସାମ୍ନାକୁ ଆସିଲେ ଟେଣ୍ଡ ହାଉସ ମାଲିକ ଜଗନ୍ନାଥ ମନ୍ଦିରେ ଅଧ୍ୟାପଡ଼ିଲେ କଣ ଧରିଲେ ଭୁଲୁ ମାଗିଲେ |

ସେ ଟେଣ୍ଡ ହାଉସ ମାଲିକ କୋଉଛନ୍ତି କଲି ଯେଉଁ ଘଟଣା ଘାଟିଯାଇଛି ଯେ ମହାପ୍ରଭୁଙ୍କୁ ଅପମାନ ହୋଇଛି ସେଠାର ମୋର ଅନୁପସ୍ଥିତି ମୋର କାମ କରୁଥିବା ମାନେ ମୋ ଅଜ୍ଞାନ୍ତରେ ସାରରେ ସେମାନେ ଏତେ ବଡ଼ ଭୁଲୁ ନିଷ୍ପତି ନେଇନେଲେ ଯାହାକି ଆଜି ତାଙ୍କ ପାଇଁ ମୁଁ ଆଜି ସମସ୍ତଙ୍କ ପାଖରେ ମାଲିକ ହିସାବରେ ଯେଉଁ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ମନରେ ଦୁଃଖ କଷ୍ଟ ହୋଇଛି ସେହି କଷ୍ଟକୁ ଦୂର କରିବା ପାଇଁ ସମସ୍ତଙ୍କ ପାଖରେ ଖେମା ପ୍ରାର୍ଥନା କରୁଛି ମତେ ସମସ୍ତେ ଖେମା କରନ୍ତୁ |

ମୋ ଅଜ୍ଞାନ୍ତରେ ଏମିତି ହୋଇଛି ମୋ ଜୀବନ ଥିଲା ପର୍ଯ୍ୟନ୍ତ ଏମିତି ଭୁଲୁ ଆଉ କେବେବି ହବନି ବୋଲି ଜଗତରନାଥ ଜଗନ୍ନାଥ ପାଖରେ ଖେମା ପ୍ରାର୍ଥନା କରିଲି | ଦର୍ଶକବନ୍ଧୁ ଟେଣ୍ଡ ହାଉସ ମାଲିକଙ୍କର ଜାଣତରେ ଏମିତି କାନ୍ଦ ହୋଇଛି ନା ଅଜାଣତରେ ଏମିତି କିଛି ଘଟଣା ଘଟିଯାଇଛି ଯାହାକୁ ସେ ଜାଣିନାହାନ୍ତି ତେବେ ଏସବୁ ଯାହା ହଉ ନା କାହିଁକି ଶେଷରେ ଟେଣ୍ଡ ହାଉସ ମାଲିକ ଏବଂ ତାଙ୍କର କର୍ମଚାରୀ ମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପହଞ୍ଚି ନିଜ ପାଇଁ ଖେମା ପ୍ରାର୍ଥନା କରିଛନ୍ତି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.