ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ଧାରାବାହିକ ଜଣେ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟ ରେ । ସେ ଅଭିନୟ କରୁଥିବା ଧାରାବାହିକ ଟି ଗତ କଲି ବନ୍ଦ ହୋଇଯାଇଛି ତାହାଲେ ଆପଣ ମାନେ ନିଶ୍ଚୟ ଜାଣି ସାରିବେଣୀ ଆମେ କେଉଁ ଧାରାବାହିକ ର କେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହୁଛୁ ଯଦି ଜାଣିପାରୁ ନାହାନ୍ତି ତାହାଲେ ଆମ ପେଜ କୁ ଶେଷ ପର୍ଯନ୍ତ ପଢନ୍ତୁ । ଦର୍ଶକ ବନ୍ଧୁ ଆମେ କହୁଛୁ ତରଙ୍ଗ ଟିଭି ର ତାରା ତାରିଣୀ ଧାରାବାହିକ ର ତନୁଜା ଙ୍କ ବିଷୟ ରେ ଯାହାଙ୍କର ବର୍ତମାନ ସମୟ ରେ ଏକ ଭିଡିଓ ଭାଇରାଲ ହାବା ରେ ଲାଗିଛି । ତାହେଲେ ଆସନ୍ତୁ ଏହି ଭିଡିଓ ବିଷୟ ରେ ଜାଣିବା ପୂର୍ବ ରୁ ତାଙ୍କ ବିଷୟ ରେ ଜାଣିବା ।
ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତନୁଜା ଙ୍କୁ ତାରା ତାରିଣୀ ଧାରାବାହିକ ରେ ଅଭିନୟ କରିବା ର । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରିଣୀ ଆଜି ଓଡ଼ିଶା ର ନମ୍ବର 1 ହବ ସହିତ ସେ ମଧ୍ୟ ଲୋକ ପାଖ ରେ ଅତି ପ୍ରିୟ ହୋଇପାରିଛନ୍ତି । ସେ ତାଙ୍କ ଅଭିନୟ ଜାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ଦର୍ଶକ ବନ୍ଧୁ ଏକ ଦୁଃଖ ର ଖବର ଯେ ଆପଣ ଙ୍କ ମନୋରଞ୍ଜନ କରୁଥିବା ଧାରାବାହିକ ରେ କିଛି ବଦଳିବାକୁ ଯାଉଛି ଏହାର ଟାଇଟେଲ କୁ ବଦଳାଇ ରଖାଯାଇଛି ତାରିଣୀ ଆଖିରେ ତାରା ଏଥିରେ କିଛି ପୁରୁଣା ଅଭିନେତା ଙ୍କୁ ବିଦାୟ ଦେଇ କିଛି ନୂଆ ଅଭିନେତା ଙ୍କୁ ସୁଯୋଗ ଦିଅ ଯାଇଛି ।
ଏହି ତାରିଣୀ ଆଖି ରେ ତାରା ଧାରାବାହିକ ଟି ଗତ କଲି ଠାରୁ ପ୍ରସାରିତ ହୋଇସାରିଲାଣି । ତାହେଲେ ଆସନ୍ତୁ ଜାଣିବା ତନୁଜା ତାଙ୍କ ସୋଶଲ ମିଡ଼ିଆ ଆକାଉଣ୍ଟ ରେ କହିଛନ୍ତି ଦର୍ଶକ ମାନ ଙ୍କୁ ଯେ ଆମକୁ ଯେଉଁଭଳି ଭାବେ ଭଲ ପାଇବା ଦେଇଛନ୍ତି ଠିକ ସେହି ଭଳି ଏଥିରେ ଅଭିନୟ କରୁଥିବା ନୂଆ ଅଭିନେତା ମାନ ଙ୍କୁ ମଧ୍ୟ ଭଲ ପାଇବା ଦେବେ ଓ ଆପଣ ଙ୍କ ଆର୍ଶୀବାଦ ଆମ ଉପରେ ରହିଛି ଓ ଆଗକୁ ମଧ୍ୟ ରହିବ । ଭଗବାନ ସମସ୍ତ ଙ୍କ ର ମଙ୍ଗଲ କରନ୍ତୁ ଜୟ ଜଗନ୍ନାଥ ।।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ