ଦର୍ଶକବନ୍ଧୁ ଆପଣ ଆପଣଙ୍କ ନୀତିଦିନ ଜୀବନରେ ଅନେକ ଏମିତି ଘଟଣା ଦେଖୁଥିବେ ଯାହାକି ବେଳେବେଳେ ଆଶ୍ଚର୍ଯ୍ୟ କରାଇ ଦେଉଥିବ। ଏମିତି ବି କିଛି ସମୟରେ ହୁଏକି ଆମେ କିଛି କିଛି ଜିନିଷ ଆଖିରେ ଦେଖି ବି ବିଶ୍ୱାସ କରିପାରିବା ସମ୍ଭବ ହୋଇପାରି ନଥାଏ। ଆହୁରି ମଧ୍ୟ ଆମେ ମୋବାଇଲ ଖୋଲିଲେ ସବୁଦିନ କିଛି ନା କିଛି ମଜାଦାର କି ଚମକାଇ ଦେଲା ଭଡି ଭିଡିଓ ସାମ୍ନାକୁ ଆସିଥାଏ। କାରଣ ଲୋକେ ଏବେ ନିଜକୁ ଫେମସ କରିବା ପାଇଁ କିଛି ବି ଭିଡ଼ିଓ କରି ପଠାଇବା ପାଇଁ ପଛଉ ନାହାନ୍ତି। ଆପଣ ଭାବୁଥିବେ ଆଜି ଏମିତି ଏସବୁ ବିଷୟ ଉଠାଇବା ପଛରେ ତ ଯେମିତି ହେଲେ ବି କିଛି କାରଣ ରହିଥିବ।
ହଁ ଆଜ୍ଞା ଠିକ ଭାବିଛନ୍ତି ଏବେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଚି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇ ରହିଯିବେ।ଭିଡିଓ ଟିରେ ଦେଖିବାକୁ ମିଳିଛି ମଝି ରାସ୍ତା ଉପରେ ଗୋଟେ ରିକ୍ସା ବିନା ଚାଳକରେ ଆପେ ଆପେ ଗଡୁଛି। ଅବଶ୍ୟ କିଏ ଭିଡିଓ ଟିକୁ ପଠାଇଚି କି କେଉଁ ସ୍ଥାନର ଏ ଭିଡିଓ ଟି ଏବେଯାଏଁ ସଠିକ ଭାବେ ଜଣାପଡିନାହିଁ। ଏମିତି ରେ ଆପଣ ସାଧାରଣତଃ ରାସ୍ତା ରେ ରିକ୍ସା ଦେଖିଥିବେ। କିନ୍ତୁ ବିନା ଚାଳକରେ ରିକ୍ସା ଚାଲିବାଟା କଣ ସମ୍ଭବ କଥା। ଭିଡିଓ ଟିରେ ସ୍ପଷ୍ଟ ଦେଖା ଯାଉଛି କି ରିକ୍ସା ଟି କେବଳ ଆପେ ଆପେ ଗଡୁନି ବରଂ ଗଡ଼ିକି ଆସି ଗୋଟେ ଜାଗାରେ ମନକୁ ମନ ପାର୍କିଂ ବି ହେଇଯାଉଛି।
ଏବେ ଭିଡିଓ ଟି ସୋସିଆଲ ମିଡିଆରେ ବହୁ ପରିମାଣରେ ଭାଇରାଲ ହେବା ସହ। ଲୋକ ଦେଖି ଏଥିରେ ମଜାଦାର ରିପ୍ଲାଏ ବି ଦେଉଛନ୍ତି। ମାତ୍ର ଭିଡିଓ ଟିରେ ଏହା ବି ଦେଖା ଯାଉଚି କି ସେ ସ୍ଥାନରେ ବହୁତ ଜୋର ରେ ବର୍ଷା ସହ ପବନ ବି ହେଉଚି। ଏଣୁ ଅନୁମାନ ରୁ ଯାହା ଜଣା ପଡିଚି ରିକ୍ସା ଟି ବୋଧହୁଏ ଅତ୍ୟଧିକ ପବନ କାରଣ ରୁ କିଛି ବାଟ ପଛକୁ ଘୁଞ୍ଚି ଆସିଚି। ଜାହାଫଳରେ ଆଖ ପାଖରେ କେହି ଜଣେ ଏ ଭିଡିଓ ଟିକୁ ନିଜ ମୋବାଇଲ ରେ ସୁଟ କରି ସୋସିଆଲ ମିଡିଆରେ କିଛି ଟା ଭାଇରାଲ ହେବା ପାଇଁ ଏହାକୁ ପୋଷ୍ଟ କରିଛି। କିନ୍ତୁ ଏଯାଏଁ ଏ ବିଷୟରେ ସ୍ପଷ୍ଟ ଭାବେ କିଛି ବି ଜଣା ପଡ଼ିନାହିଁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ