ବଢୁଛି ସାଇବର ଠକେଇଏସ କର୍ଟ୍ ସର୍ଭିସ ଯୋଗାଇଦେବା ବାହାନାରେ ବି ଭୁବନେଶ୍ୱରରେ କାର୍ଯ୍ୟରତ ଉତ୍ତର ପ୍ରଦେଶର ଯୁବ ଇଂଜିନିୟର କୁ ୯୪ ହଜାର ଟଙ୍କା ଚୁନ ଲଗାଇଚନ୍ତି ଦୁର୍ବୁତ ଗୋଟିଏ ପରେ ଗୋଟିଏ ସୁନ୍ଦରୀ ଯୁବତୀ ଙ୍କ ଫୋଟ ୱାଟସଆପ କୁ ଆସିଲା ।
ଅନ୍ୟପଟେ ଗୁଗୁଲପେ ରୁ ଗାୟବ ହୋଇଗଲା ୭ ହଜାର ୯ ହଜାର ପରେ ୧୨ ହଜାର ଫୁଣି ୧୪ ହଜାର ଏମିତି ଯଦି ପୁଣି ମୋଟ ଦେଖିବା ୯୪ ହଜାର ଟଙ୍କା ଗାୟବ ହୋଇଛି । ତାଙ୍କୁ ଏକାଉଣ୍ଟ୍ଏସ କର୍ଟ୍ ସର୍ଭିସର ପ୍ରଲୋଭନ ଦେଖାଇ ଦୁଇ ଦିନରେ ପ୍ରାୟ ୯୪ ହଜାର ଟଙ୍କା ଲୁଟିନେଇଛନ୍ତି ସାଇବର ଠକ ।
ଏ ସମ୍ପର୍କରେ ଠକେଇର ଶିକାର ବ୍ୟକ୍ତି କମିଶନର ରେଟ୍ ପୋଲିସ୍ ର ହେଲ୍ପ ଡେସ୍କ କୁ ଅବଗତ କରିଛନ୍ତି । ତେବେ ଅଭିଯୋଗ କାରୀଙ୍କ କହିବା କଥା ଯେ କେତେବେଳେ ରାଜସ୍ଥାନ କୋଟାରୁ ତ ଆଉ କେତେବେଳେ ପଶ୍ଚିମବଙ୍ଗ ସିଲିଗୁଡ଼ିରୁ ବାରମ୍ବାର କଲ ଆସୁଥିଲା ଏବଂ ସାରାଦେଶରେ ନେଟୱର୍କ ଥିବା କଥା ସେ କହିଛନ୍ତି ।
ଏହାପରେ ହଠାତ୍ ଗୁଗୁଲ୍ ପେ ରୁ ବିଭିନ୍ନ ପର୍ଯ୍ୟାୟରେ ହଜାର ହଜାର ଟଙ୍କା କଟିଯାଇଥିଲା । ଠକେଇ ଶିକାର ହୋଇଛନ୍ତି ଭୁବନେଶ୍ଵର କାର୍ଯ୍ୟରତ ଯୁବ ଇଞ୍ଜିନିୟର ଶୁଭେନ୍ଦୁ । ସୁନ୍ଦରୀ ଙ୍କ ଫଟୋ ପଠାଇ ଗୁଗୁଳୁ ପେ ରୁ ୯୪ ହାଜର ଟଙ୍କା ଗାଏବେ କରିଦେଇଛନ୍ତି ।
ଲୁଟେରା ମାନେ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଝିଅ ମାନଙ୍କ ଫୋଟ ଦେଖାଇ ଏକାଉଣ୍ଟ୍ ରୁ ନେଇଯାଉଛନ୍ତି ହଜାର ହଜାର ଟଙ୍କା ଲୋକମାନଙ୍କୁଏସ କର୍ଟ୍ ସର୍ଭିସର ନାରେ ଚାକେରୀ ଦବୁ ନାଁରେ ବିଭିନ୍ନ ପ୍ରକାରର ଠକେଇ ହେଉଛି ।
ଫୋନ୍ କୁ ମେସେଜ ଆସୁଛି ଆପଣଙ୍କ ଟଙ୍କା ମାସ ରେ ଡବଲ ହୋଇଯିବ ଏଭଳିକହି ତମଠୁ ଲୁଟକରିନେବେ ସେଥିପାଇଁ ଆପଣ ଲୁଟ ର ଘଣ୍ଟାକ ମଧ୍ୟରେ ପୋଲିସ କୁ ଜାଣନ୍ତୁ ମିଳିବାର ସମ୍ଭାବନା ଅଛି ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ