Breaking News

ଭିଡିଓ ଦେଖନ୍ତୁ – କିପରି ନବିବାହିତା ଅର୍ଚ୍ଚିତା (Archita) କିପରି ରାମ ନବମୀ ପାଳନ କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଗତ କିଛି ଦିନ ହେଲା ରାମ ନବମୀ ସାରିଯାଇଛି । ଆପଣ ମାନେ ନିଶ୍ଚିତ ସମସ୍ତେ ରାମ ନବମୀ ଟି କୁ ଭଲ ସେ ପାଳନ କରିଥିବେ କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଅମ ଅଲିଉଡ ଇଣ୍ଡଷ୍ଟ୍ରୀ ର କଳାକାର ମାନେ କେମିତି ରାମ ନବମୀ ପାଳନ କରିଛନ୍ତି ଯଦି ଜାଣିବା ଆମର ଏହି ପେଜ ମାଧମ ରେ । ଓଡିଆ ଇଣ୍ଡଷ୍ଟ୍ରୀ ରେ ନୂଆ କରି ବିବାହ ହୋଇଥିବା ସୁପର ଷ୍ଟାର ଅଭିନେତା ସବ୍ୟସାଚୀ ଓ ଅର୍ଚିତା ମହାନ୍ତି ଏହି ରାମ ନବମୀ ଟି ବେଶ ଧୂମ ଧାମ ପାଳନ କରିଛନ୍ତି । ବନ୍ଧୁ ଗଣ ଆପଣ ମାନେ ଜାଣିଥିବେ ସବ୍ୟସାଚୀ ଓଅର୍ଚିତା ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଆଗ ଧାଡ଼ି ର ହିରୋ ହିରୋଇନ ।

ଏହି ଦୁଇ ଯୋଡ଼ି ପ୍ରାୟ ୫ ଗୋଟି ଚଳଚ୍ଚିତ୍ର ରେ ଏକାଠି ନଜର ଆସିଛନ୍ତି । ଏ ଦୁଇ ଯୋଡି କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ଆପଣ ମାନେ ଜାଣିଥିବେ ଯେ ସବ୍ୟସାଚୀ ଓ ଅର୍ଚିତା ପରସ୍ପର କୁ ଭଲ ପାଉଥିଲେ ଓ ଗତ କିଛି ମାସ ତଳେ ସେ ରାଜସ୍ଥାନ ର ଏକ ବିଳାସ ପୂର୍ଣ ସ୍ଥାନ ରେ ରାଜକୀୟ ଢଙ୍ଗ ରେ ବିବାହ କରିଥିଲେ । ତାଙ୍କ ବିବାହ ଘରେ ଉଭୟ ଙ୍କ ପରିବାର ଲୋକ ଉପସ୍ଥିତ ଥିଲେ ହିନ୍ଦୁ ରୀତି ନୀତି ଅନୁଯାୟୀ ତାଙ୍କ ବିବାହ ଘର ସମ୍ପୂର୍ଣ ହୋଇଥିଲା ।

ଏହି ଦୁଇ ଯୋଡ଼ି ଓଡ଼ିଶା ଫେରିବା ପରେ ତାଙ୍କ ରିଶେପସନ ପାର୍ଟି ଥରେ ନୁହେ ବରଂ ତିନି ଥର ପାର୍ଟି ଦେଇଛନ୍ତି । ବାହାଘର ପରେ ଏ ଦୁଇ ଯୋଡ଼ି ବର୍ତ୍ତମାନ ଖୁସି ରେ ଅଛନ୍ତି । ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ସବ୍ୟସାଚୀ ଓ ଅର୍ଚିତା ଙ୍କ ବିବାହ ପରେ ଅର୍ଚିତା ସଂକଳ୍ପ ବଦ୍ଧ କରିଥିଲେ ଯେ ଯେଉଁ ଭଳି ଭାବେ ସବ୍ୟସାଚୀ ବିବାହ ପୂର୍ବ ରୁ କରୋନା ସମୟ ରେ ଲୋକ ମନ ଙ୍କୁ ସାହାର୍ଯ୍ୟ କରୁଥିଲେ ଓ ବିବାହ ପରେ ମଧ୍ୟ ଲୋକ ମାନ ଙ୍କ ଙ୍କୁ ସାହାର୍ଯ୍ୟ କରିବେ ଓ ଏଥିରେ ଅର୍ଚିତା ସବ୍ୟସାଚୀ ଙ୍କୁ ସାହାର୍ଯ୍ୟ କରିବେ ବୋଲି ପ୍ରତିସୂତି ମଧ୍ୟ ଦେଇଛନ୍ତି ।

ତାହାଲେ ଆସନ୍ତୁ ଜାଣିବା ଯେ ରାମ ନବମୀ ଟି କୁ ସବ୍ୟସାଚୀ ଓ ଅର୍ଚିତା କେମିତି ପାଳନ କରିଛନ୍ତି । ହଁ ଦର୍ଶକ ବନ୍ଧୁ ଏହି ରାମ ନବମୀ ରେ ସବ୍ୟସାଚୀ ଓ ଅର୍ଚିତା ଦୁହେଁ ରାମ ନବମୀ ଦିନ ବେଶ ଧୂମ ଧାମ ରେ ପାଳନ କରିଛନ୍ତି ଓ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି ଯାହାର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ …

Leave a Reply

Your email address will not be published. Required fields are marked *