ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଏତେମାତ୍ରାରେ ଆକ୍ଟିଭ ରହୁଛନ୍ତି ଯେ ରାସ୍ତା ଘାଟ ଯୋଉଠି କିଛି ଗୋଟେ ଅଜବ ଘଟଣା ଦେଖିଲେ ସଙ୍ଗେ ସଙ୍ଗେ ତାକୁ ଭିଡ଼ିଓ କରି ପୋଷ୍ଟ କରିଦେଉଛନ୍ତି। ୟା ଦ୍ଵାରା ଅବଶ୍ୟ ଆମେ କେତେକ ମଜାଦାର ଜିନିଷ ଦେଖିବାକୁ ପାଇ ପାରୁଛେ। କିନ୍ତୁ କେତେଜଣ ଏସବୁର ଭୁଲ ବ୍ୟବହାର ବି କରିବାକୁ ପଛାଉ ନାହାନ୍ତି।ପ୍ରାୟ ସମୟରେ ତ ମଜାଦାର ଭିଡିଓ ଭାଇରାଲ ହେଇଥାଏ କିନ୍ତୁ ବେଳେବେଳେ ଏମିତି ବି କିଛି ଭିଡିଓ ଭାଇରାଲ ହେଇଥାଏ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ।
ଠିକ ସେହିପରି ଏକ ଭାଇରାଲ ଭିଡିଓ ଏବେ ଦେଖିବାକୁ ମିଳିଛି। ସେହି ଭିଡିଓ ଟିରେ ଦେଖିବାକୁ ମିଳିଛି କି ଖୋଦ ମୁଖ୍ୟମନ୍ତ୍ରୀ ଙ୍କ ସାମ୍ନାରେ କୁଲୁ ର ଏସ୍ପି ଙ୍କୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସୁରକ୍ଷା ଅଧିକାରୀ ଗୋ-ଇ-ଠା ମା-ରି ହଲଚଲ ସୃଷ୍ଟି କରିଛନ୍ତି। ଘଟଣାଟି ଟି ଘଟିଛି ଏୟାରପୋର୍ଟ ରେ। ଜାହାଫଳରେ ରେ ଏୟାରପୋର୍ଟ ରେ ଏକ ଏଥିପାଇଁ ଏକ ବଡ଼ ହ-ଙ୍ଗା-ମା ବି ହେଇଯାଇଛି।ଉକ୍ତ ଭିଡିଓ ଭାଇରାଲ ହେବା ପରେ ଏବେ ହିମାଚଳ ପ୍ରଶସାନ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ ଆରମ୍ଭ କରିଛି।
ଖବର ସୁତ୍ରରୁ ଯାହା ଜଣାପଡିଛି କି ସିଏମ ଗସ୍ତ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ହିମାଂଚଳ ର କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଏୟାରପୋର୍ଟ ରେ ଉପସ୍ଥିତ ଥିଲେ।ମାତ୍ର ହଠାତ କୁଲୁ ର ଏସ୍ପି ଗୌରବ ସିଂହ ଆଉ ହିମାଂଚଳ ମନ୍ତ୍ରୀ ଙ୍କ ସୁରକ୍ଷା ଅଧିକାରୀ ଙ୍କ ଭିତରେ କୌଣସି ଏକ କାରଣରୁ ଯୁକ୍ତି ହେଇଥିଲା। ଆଉ ଯୁକ୍ତି ଏତେ ବାଟରେ ପହଞ୍ଚି ଥିଲା ଯେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ୍ କୁଲୁ ଏସପି ଗୌରବ ସିଂହଙ୍କୁ ଗୋ-ଇ-ଠା ମା-ରି-ଥି-ଲେ ।ଜାହାଫଳରେ ଏହି ଘଟଣାକୁ ନେଇ କୁଲୁ ପୋଲିସ ଓ ସିଏମଙ୍କ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିଲେ ଏବଂ ଦୁହିଁ ଙ୍କ ଭିତରେ ବହୁତ ଯୁକ୍ତି ହେଇଥିଲା।
କେହି କାହାର ଭୁଲ ମାନିବାକୁ ନାରାଜ। ଦୁହେଁ ଦୁହିଁଙ୍କୁ ଦୋଷ ଦେବାରେ ବ୍ୟସ୍ତ। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଇନଚାର୍ଜ୍ ଙ୍କ କହିବା ଅନୁସାରେ ପ୍ରଥମେ କୁଲୁ ଏସ୍ପି ତାଙ୍କୁ କୌଣସି କାରଣରୁ ଚା-ପୁ-ଡ଼ା ମା-ରି-ଥି-ଲେ। ତେଣୁ ସେ ରା-ଗି-ଯା-ଇ ଏସ୍ପି ଙ୍କୁ ଗୋ-ଇ-ଠା ମା-ରି-ଥି-ଲେ। ଠିକ ସେମିତି ଏସ୍ପି ସୁଦ୍ ଗୌରବ ବି କଖୁଛନ୍ତି କି ମୋର କିଛି ବି ଭୁଲ ନାହିଁ ସେ ଆଗ ମୋ ଉପରେ ହାତ ଉଠାଇ ଥିଲେ। ତେଣୁ ମନ୍ତ୍ରୀ ନିର୍ଦ୍ଧେଶ ଦେଇଛନ୍ତି କି ଘଟଣାର ସଠିକ ତଦନ୍ତ ପରେ ହିଁ ଯିଏ ଭୁଲ ସାବ୍ୟସ୍ତ ହେବ ତା ଉପରେ କଡା ଆକ୍ସନ ନିଆଯିବ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ