Breaking News

ଉତ୍ତମ ମହାନ୍ତି ଅପରାଜିତାଙ୍କ ପାଇଁ ଏମିତି କିଛି କରିଲେ ଯେ ବାବୁଶାନ ଦେଖି କହିଲେ …

ଓଡିଶାରେ ଉତ୍ତମ ମହାନ୍ତି , ଅପରାଜିତା ଓ ବାବୁଶାନ ଙ୍କୁ କିଏ ନଜାଣେ । ଏହି ତିନି ଜଣ ବ୍ୟକ୍ତି ନିଜ ନିଜ ଅଭିନୟ ବଳରେ ଆଜି ଓଡିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ବାବୁଶାନ ପ୍ରଥମେ ଷ୍ଟାର କିଡ ଭାବେ ଓଡିଆ ସିନେମାରେ ଏଣ୍ଟ୍ରି ମାରି ଥିଲେ । ହେଲେ ତାଙ୍କ ର ଅଭିନୟ ର ଦକ୍ଷତା ବଳରେ ସେ ଆଜି ନିଜ ବାପା ଓ ମା ଙ୍କ ଖ୍ୟାତିକୁ ଆହୁରି ବଢାଇ ପାରିଛନ୍ତି ଓ ଏହା ସହ ସେ ବର୍ତ୍ତମାନ ଓଡିଶାର ଏକ ନମ୍ବର ହିରୋ ହେବାରେ ସକ୍ଷମ ହୋଇ ପାରିଛନ୍ତି ।

ତେବେ ଆଜି ବାପା ପୁଅ ଅର୍ଥାତ ଉତ୍ତମ ମହାନ୍ତି ଓ ବାବୁଶାନ ତାଙ୍କ ମା ଙ୍କ ପାଇଁ ଏମିତି କିଛି କାମ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ବେଶ ଚର୍ଚାର ବିଷୟ ହୋଇଛି । ଆଉ ବାବୁଶାନଙ୍କର ଏହି ଭିଡିଓ ଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନେ ଏହି କଥା ତ ସମସ୍ତେ ଜାଣିଥିବେ ଯେ ସାଧାରତଃ ଆମ ଭାରତୀୟ ମାନଙ୍କ ଘରେ ସ୍ତ୍ରୀ ଲୋକ ମାନେ ରୋଷେଇ କରିଥାନ୍ତି । ହେଲେ ଆଜି ଉତ୍ତମ ମହାନ୍ତି ଓ ବାବୁଶାନ ମିଶି ଅପରାଜିତାଙ୍କ ପାଇଁ ରୋଷେଇ କରିଲେ ।

ବାବୁଶାନ ଓ ଉତ୍ତମ ମହାନ୍ତି ମିଶି ଅପରାଜିତାଙ୍କ ପାଇଁ ଡାଲମା ପ୍ରସ୍ତୁତ କରିଥିଲେ । ଆଉ ଡାଲମା ପ୍ରସ୍ତୁତ କରିବା ସମୟର ଏହି ଭିଡିଓ କୁ ରେକର୍ଡ କରି ବାବୁଶାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ବାବୁଶାନ ତାଙ୍କ ପୋଷ୍ଟରେ ଲେଖିଥିଲେ ତାଙ୍କ ବାପା ଉତ୍ତମ ମହାନ୍ତି ତାଙ୍କ ମା ଙ୍କ ପାଇଁ ଆଜି ଖାଇବା ପ୍ରସ୍ତୁତ କରୁଛନ୍ତି ଆଉ ଏହି ଭିଡିଓ ଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିହଛି । ବାବୁଶାନ ତାଙ୍କ କ୍ୟାପସନରେ ଲେଖିଥିଲେ ଯେ ଉତ୍ତମ ମହାନ୍ତି ଟିକି ଅପାଙ୍କ ପାଇଁ ରୋଷେଇ କରୁଛନ୍ତି ଯାହା ତାଙ୍କୁ ବହୁତ ଭଲ ଲାଗୁଛି ।

ଏହି ଭିଡିଓ ଟି ଆସିବା ପରେ ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ମଧ୍ୟରେ ଥିବା ଭଲ ପାଇବାକୁ ଲୋକ ମାନେ ଫୁଣି ଥରେ ପ୍ରଶଂସା କରୁଛନ୍ତି । ଆଉ ଏହି ଭିଡିଓ ଲୋକ ମାନେ ଲାଇକ ସେୟାର କରୁଛନ୍ତି । ଆପଣ ମାନେ ବି ଏହି ଭିଡିଓ ଟି କୁ ଥରେ ଦେଖନ୍ତୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *