Breaking News

Udaygiri ପାହାଡ଼ ଖୋଳା ହେବା ସମୟରେ ବାହାରିଲା ଇଚ୍ଛାଧାରୀ Naguni ଦେଖିବାକୁ ଲୋକମାନଙ୍କର ଲାଗିଗଲା ଭିଡ଼ !

ବନ୍ଧୁଗଣ ବିବାହର ଉଦୟଗିରି ପାହାଡ଼ରେ ଗାଁ ଲୋକଙ୍କ ସାମ୍ନାକୁ ଆସିଲା ଏକ ଇଚ୍ଛାଧାରୀ ନାଗୁଣୀ ଆଉ ଏହାକୁ ଦେଖି ପୁରା ଗାଁ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ଦର୍ଶକ ବନ୍ଧୁ ଏହି ଘଟଣା ବିହାରର ସିରିଆ ଗାଁରେ ଘଟିଥିଲା ଦର୍ଶକ ବନ୍ଧୁ ଏହି ଗାଁରେ ଜାତିବାଦ ଲାଗି ରହିଥିଲା ସେଠାରେ ନୀଚ ଜାତିର ଲୋକମାନଙ୍କ ଘରୁ ପାଣି ବି କେହି ପିଉନଥିଲେ। ଏହି ଗାଁରେ ନିଜ ସ୍ଵାମୀ ରାମୁ ସହିତ ସୀମା ନାମକ ଜଣେ ମହିଳା |

ଦର୍ଶକବନ୍ଧୁ ରାମୁ ଛୋଟ ଜାତିର ଥିଲା ସେଥିପାଇଁ ଗାଁ ପାଖରେ କୂଅରୁ ତାକୁ ପାଣି ଆଣିବା ପାଇଁ ମନା କରାଯାଇଥିଲା ଯେତେବେଳେ ଗାଁର ଉଚ୍ଚ ଜାତିର ମହିଳାମାନେ ସେହି କୂଅ ପାଖକୁ ପାଣି ନେବାକୁ ଆସନ୍ତି ସେମାନେ ରାମୁ ର ପରିବାର ଉପରେ ଦୟା କରି ପାଣି ଦେଇ ଦିଅନ୍ତି ରାମୁ ଗାଁ ଲୋକମାନଙ୍କର କାମ କରୁଥିଲା ଏବଂ ନିଜ ପରିବାରର ପେଟ ପୋଷୁଥିଲା ଏବଂ ତାର ସ୍ତ୍ରୀ ମଧ୍ୟ ତାକୁ ଏହି କାମରେ ସାହାଯ୍ୟ କରୁଥିଲା |

ବନ୍ଧୁଗଣ ଦିନେ ରାମୁର ଦେହ ବୋହୁତ ଖରାପ ହୋଇଗଲା ରାମୁ ଖାଇବା ମଧ୍ୟ ଛାଡିଦେଲା ସେଥିପାଇଁ ସୀମା ରାମୁକୁ ଟିକେ ଟିକେ ପାଣି ପାଉଥିଲା କିନ୍ତୁ ସନ୍ଧ୍ୟାରେ ଘରେ ଥିବା ପାଣି ଶେଷ ହୋଇଗଲା ସେ କୂଅରୁ ପାଣି ନେଇଥିବା ମହିଳା ମାନଙ୍କୁ ପାଣି ଦେବାକୁ କହିଲା କିନ୍ତୁ ସେମାନେ ମନା କରିଦେଲେ କିନ୍ତୁ ରାମୁର ଦେହ ଖରାପ ଦେଖି ସୀମା ନିଜେ କୂଅରୁ ପାଣି ବାହାର କରି ଆଣି ରାମୁକୁ ପିଆଇଲା |

ଆଉ ଯେତେବେଳେ ଏହି କଥା ଗାଁର ପ୍ରଧାନଙ୍କ ପାଖରେ ପହଞ୍ଚିଲା ସେ କୂଅ ପାଖରେ ୪ ଜଣ ଜଗୁଆଳିଙ୍କୁ ରଖିଦେଲେ ଯେପରି ସୀମା ସେହି କୂଅରୁ ପାଣି ଆଣି ପାରିବ ନାହିଁ ପାଣି ଏବଂ ଖାଦ୍ୟର ଅଭାବରୁ ରାମୁ ମୃତ୍ୟୁ ପରେ କଲା ଆଉ ଏହାପରେ ସୀମାର ମଧ୍ୟ ମୃତ୍ୟୁ ହୋଇଗଲା |
ଏହାର କିଛିଦିନ ପାରେ ଗାଁର ପ୍ରଧାନଙ୍କ ସ୍ତ୍ରୀ ଏବଂ ଗାଁର କିଛି ମହିଳାମାନେ ମିଶି କୂଅରୁ ପାଣି ଆଣିବାକୁ ଯାଇଥିଲେ ସେହି ସମୟରେ ଏକ ବିଶାଳ କାୟା ସାପ ଆସି ପ୍ରଧାନଙ୍କ ସ୍ତ୍ରୀକୁ କାମୁଡି ଦେଲା ଆଉ ସେହିଠାରେ ହି ପ୍ରଧାନଙ୍କ ସ୍ତ୍ରୀର ମୃତ୍ୟୁ ହୋଇଗଲା ଆଉ ଏହାପରେ ସେ କୂଅ ପାଖକୁ ମଧ୍ୟ ଯିବାକୁ ସମସ୍ତେ ଡରିଲେ ଆଉ ସେହି କୂଅରୁ ପାଣି ଆଣିବାକୁ ଗଲେ ନାହିଁ କିଛିଦିନ ପରେ ପ୍ରଧାନ ତାଙ୍କର କିଛି ଲୋକଙ୍କୁ ନେଇ କୂଅ ପାଖକୁ ଗଲା |

କିନ୍ତୁ ସେହି ନାଗୁଣୀ ପ୍ରଧାନଙ୍କ ସହିତ ଅନ୍ୟ ଲୋକମାନଙ୍କୁ ମଧ୍ୟ ମାରିଦେଲା ଏବଂ ଏହାପରେ ଗାଁ ଲୋକମାନେ ସେହି ରାସ୍ତାରେ ଯିବା ମଧ୍ୟ ଛାଡ଼ିଦେଲେ କିନ୍ତୁ କିଛିଦିନ ପରେ ଗ୍ରୀଷ୍ମଋତୁ ଆସିଲା ଏବଂ ପାଣିର ଅଭାବ ଦେଖାଦେଲା ସେଥିପାଇଁ ଗାଁର ଲୋକମାନେ ମିଶି ଏକ ପ୍ରସିଦ୍ଧ ସାପୁଆକୁ ଡାକିଲେ |

ଆଉ ସେହି ସାପୁଆ ଗାଁ ଲୋକଙ୍କ ସହିତ କୂଅ ପାଖକୁ ଆଉ ନିଜ ବିଦ୍ୟା ବଳରେ ନାଗୁଣୀକୁ ପଚାରିଲା ତୁ କଣ ପାଇଁ ଏହି କୂଅରୁ ଗାଁ ଲୋକମାନଙ୍କୁ ପାଣି ନେବାକୁ ଦେଉ ନାହୁଁ ଏହାପରେ ନାଗୁଣୀ କହିଲା ମୁଁ ସୀମା ଅଟେ ମୋ ମୃତ୍ୟୁ ପରେ ମତେ ନାଗୁଣୀ ରୂପ ମିଳିଲା ଏହି ଗାଁର ଲୋକମାନେ ମତେ ଆଉ ମୋ ସ୍ବାମୀଙ୍କୁ ପାଣି ବିନା ଛଟପଟ କରି ମାରିଦେଲେ ସେଥିପାଇଁ ମୁଁ ପ୍ରତିଶୋଧ ନେବାକୁ ଆସିଛି |

ଏହା ଶୁଣି ଗାଁ ଲୋକମାନେ ନିଜ ଭୁଲ୍ ବୁଝି ପାରିବେ ଏବଂ ନାଗୁଣୀ ଆଗରେ ହାତ ଯୋଡ଼ି କ୍ଷମା ମାଗିଲେ ନାଗୁଣୀ ବୋହୁତ ଦୟାଳୁ ଥିଲା ସେ ଗାଁ ଲୋକଙ୍କୁ କ୍ଷମା କରିଦେଲା ଆଉ ଏହାପରେ ଗାଁ ଲୋକମାନେ ସେହି କୂଅରୁ ପାଣି ଆଣି ବ୍ୟବହାର କଲେ ଏବଂ ସମସ୍ତେ ମିଶି ଖୁସିରେ ରହିଲେ |

About odisha news

Check Also

ଯେତେବେଳେ ପୋଖରୀରେ ପ୍ରକଟ ହେଲେ Maa Durga ଆଉ ନିଜ ଭକ୍ତଙ୍କୁ ଦେଲେ ଦର୍ଶନ, ତାପରେ ହେଲା ଏମିତି ଚମତ୍କାର ଦେଖିକି ପୁରା ସରକାର ବି ହଲିଗଲେ…ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ କଣ ହେଲା ଯେତେ ବେଳେ ଝାଡ଼ଖଣ୍ଡ ର ଗୋଟିଏ ଛୋଟ ଗାଁ ରେ ଏକ ପୋଖରୀରେ ଅଚାନକ …

Leave a Reply

Your email address will not be published.