ବନ୍ଧୁଗଣ ଆଜି ବି ଆମଦେଶ ରେ ଏଭଳି ଅନେକ ଯୁବକ ଯୁବତୀ ଅଛନ୍ତି ଯେଉଁ ମାନେ ଅତ୍ୟଧିକ ଉଚ ଶିକ୍ଷିତ ହୋଈ ମଧ୍ୟ କୌଣସି ମାନସିକ ଚାପ ର ଶିକାର ହୋଈ ପାଗଳ ହୋଈ ଯାଉଛନ୍ତି ତ କିଏ ଭିକ୍ଷା ବୃତି କରୁଛନ୍ତି |
ଅନେକ ଶିକ୍ଷିତ ଯୁବକ ମାନେ ଅଛନ୍ତି ଯେଉଁ ମାନେ ଅଧିକ ପାଠ ପଢି ମଧ୍ୟ ଛୋଟ ମୋଟ ବେପାର କରୁଛନ୍ତି କି ଅନେକ ଛୋଟ କାମ କରି ନିଜର ପରିବାର ପ୍ରତି ପୋଷଣ କରୁଛନ୍ତି |
ଦୁର୍ଭାଗ୍ୟ ର କଥା ଏହି କି ଯେ ସେମାନଙ୍କର କଥା କେହିବି ଶୁଣୂନାହାନ୍ତି କି କେହି ବି ବୁଝୁ ନାହାନ୍ତି | ଅନେକ ପ୍ରକାରର ମାନସିକ ଚାପ ରେ ଦେଇ ଗତି କରୁଛନ୍ତି ଏହି ଶିକ୍ଷିତ ଯୁବକ ପିଢି |ତେବେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟ ରେ ଆମେ କହିବୁ ଯାହାର ଅନ୍ୟ ଉଦାହରଣ ନିକଟ ଅତୀତ ରେ ଦେଖିବାକୁ ପାଇଛନ୍ତି | କିପରି ଉଛଶିଖିତ ବ୍ୟକ୍ତି ମାନେ ପରିସ୍ଥିତି ର କରାଳ ଛାୟା ଭିତରେ ରହି ନିଜର ମାନସିକ ଭାରସାମ୍ୟ ହରାଇବସିଛନ୍ତି |
ଯେପରି ଏକ ଶିକ୍ଷିତଯୁବକ ଜଣକ ଉପଯୁକ୍ତ ନିଯୁକ୍ତି ନପାଇ ଅନ୍ୟର ଚାପର ର ବଶବର୍ତୀ ହୋଈ ନିଜର ଚାକିରି ହରାଇଥିଲେ | ଆଉ ତାପରେ ପାଗଳ ହୋଈ ଯାଇଥିଲେ | ଏହାପରେ ତାଙ୍କର ସାଙ୍ଗ ମାନେ ମଧ୍ୟ ତାଙ୍କର ଚିକିସ୍ଛା ବ୍ୟବସ୍ତା କରି ଥିଲେ | ସେହିଭଳି ଆଉ ଏକ ମହିଳା ଅଧ୍ୟାପିକା ଥାଇ ମଧ୍ୟ ପାଗଳ ହୋଈ ଭିକ୍ଷା ବୃତି କରିଥିଲେ | ପରେ ସେମାନଙ୍କର ଆତ୍ମୀୟ ସ୍ଵଜନ ମାନେ ସେମାନଙ୍କର ଚିକିସ୍ଛା କରିଥିଲେ |
ସେହିଭଳି ଆଉ ଏକ ଘାଟଣା ଅଛି , ଯେଉଁଠି ଏକ ଶିକ୍ଷିତ ଯୁବକ ଏମ. ବିଈଡି ପି.ଏଚ. ଡି କରି ମଧ୍ୟ ଭିକ୍ଷା ବୃତି କରୁଛନ୍ତି ଆହୁରି ମଧ୍ୟ ତାଙ୍କର ଇଂଗ୍ଲିଶ କଥା ସୂନୀ ଆପଣ ତାଯୁବ ହୋଈଯିବେ |
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ