Breaking News

ଉଚ୍ଚ ଶିକ୍ଷିତ ହୋଈ ମଧ୍ୟ କରୁଛନ୍ତି ଭିକ୍ଷାବୃତି. . ତାଙ୍କ କଥା ଶୁଣିଲେ ଆପଣ ଆଶ୍ଚର୍ଯ ହେବେ

ବନ୍ଧୁଗଣ ଆଜି ବି ଆମଦେଶ ରେ ଏଭଳି ଅନେକ ଯୁବକ ଯୁବତୀ ଅଛନ୍ତି ଯେଉଁ ମାନେ ଅତ୍ୟଧିକ ଉଚ ଶିକ୍ଷିତ ହୋଈ ମଧ୍ୟ କୌଣସି ମାନସିକ ଚାପ ର ଶିକାର ହୋଈ ପାଗଳ ହୋଈ ଯାଉଛନ୍ତି ତ କିଏ ଭିକ୍ଷା ବୃତି କରୁଛନ୍ତି |

ଅନେକ ଶିକ୍ଷିତ ଯୁବକ ମାନେ ଅଛନ୍ତି ଯେଉଁ ମାନେ ଅଧିକ ପାଠ ପଢି ମଧ୍ୟ ଛୋଟ ମୋଟ ବେପାର କରୁଛନ୍ତି କି ଅନେକ ଛୋଟ କାମ କରି ନିଜର ପରିବାର ପ୍ରତି ପୋଷଣ କରୁଛନ୍ତି |


ଦୁର୍ଭାଗ୍ୟ ର କଥା ଏହି କି ଯେ ସେମାନଙ୍କର କଥା କେହିବି ଶୁଣୂନାହାନ୍ତି କି କେହି ବି ବୁଝୁ ନାହାନ୍ତି | ଅନେକ ପ୍ରକାରର ମାନସିକ ଚାପ ରେ ଦେଇ ଗତି କରୁଛନ୍ତି ଏହି ଶିକ୍ଷିତ ଯୁବକ ପିଢି |ତେବେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟ ରେ ଆମେ କହିବୁ ଯାହାର ଅନ୍ୟ ଉଦାହରଣ ନିକଟ ଅତୀତ ରେ ଦେଖିବାକୁ ପାଇଛନ୍ତି | କିପରି ଉଛଶିଖିତ ବ୍ୟକ୍ତି ମାନେ ପରିସ୍ଥିତି ର କରାଳ ଛାୟା ଭିତରେ ରହି ନିଜର ମାନସିକ ଭାରସାମ୍ୟ ହରାଇବସିଛନ୍ତି |

ଯେପରି ଏକ ଶିକ୍ଷିତଯୁବକ ଜଣକ ଉପଯୁକ୍ତ ନିଯୁକ୍ତି ନପାଇ ଅନ୍ୟର ଚାପର ର ବଶବର୍ତୀ ହୋଈ ନିଜର ଚାକିରି ହରାଇଥିଲେ | ଆଉ ତାପରେ ପାଗଳ ହୋଈ ଯାଇଥିଲେ | ଏହାପରେ ତାଙ୍କର ସାଙ୍ଗ ମାନେ ମଧ୍ୟ ତାଙ୍କର ଚିକିସ୍ଛା ବ୍ୟବସ୍ତା କରି ଥିଲେ | ସେହିଭଳି ଆଉ ଏକ ମହିଳା ଅଧ୍ୟାପିକା ଥାଇ ମଧ୍ୟ ପାଗଳ ହୋଈ ଭିକ୍ଷା ବୃତି କରିଥିଲେ | ପରେ ସେମାନଙ୍କର ଆତ୍ମୀୟ ସ୍ଵଜନ ମାନେ ସେମାନଙ୍କର ଚିକିସ୍ଛା କରିଥିଲେ |


ସେହିଭଳି ଆଉ ଏକ ଘାଟଣା ଅଛି , ଯେଉଁଠି ଏକ ଶିକ୍ଷିତ ଯୁବକ ଏମ. ବିଈଡି ପି.ଏଚ. ଡି କରି ମଧ୍ୟ ଭିକ୍ଷା ବୃତି କରୁଛନ୍ତି ଆହୁରି ମଧ୍ୟ ତାଙ୍କର ଇଂଗ୍ଲିଶ କଥା ସୂନୀ ଆପଣ ତାଯୁବ ହୋଈଯିବେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.