Breaking News

ଟିଭି ସିରିଏଲର ହେରୋଇନ ମାନଙ୍କର Real Life ସୁନ୍ଦରୀ ମା ମାନଙ୍କୁ ଆଗରୁ ଦେଖି ନଥିବେ, ଏତେ ସୁନ୍ଦର ଦେଖିବାକୁ ଦେଖନ୍ତୁ

ହେଲୋ ଫ୍ରେଣ୍ଡସ ଆପଣ ମାନେ ଷ୍ଟାର କିରଣ ରେ ପ୍ରସାରିତ ହେଉଥିବା ସିରିଏଲ୍ ନିଶ୍ଚ୍ୟୟ ଦେଖିଥିବେ ତେବେ ଏହି ସିରିଏଲ୍ ରେ ଅଭିନୟ କରୁଥିବା ସମସ୍ତ ହିରୋଇନ୍ ଙ୍କର ପ୍ରକୃତ ମାଙ୍କୁ ଏହି ଭିଡିଓ ରେ ଦେଖି ବାକୁ ପାଇବେ ।

ଏହି ଲିଷ୍ଟ ରେ ପ୍ରଥମେ ଆସୁଛନ୍ତି ମିତାଲି ସରର୍ଘରିଆ ଯିଏ କି ତୁ କହିବୁ ମୁଁ ସିରିଏଲ୍ ମିମେଘା ଭୂମିକାରେ ବହୁତ୍ ସୁନ୍ଦର ଅଭିନୟ କରୁଛନ୍ତି । ଏ ହେଉଛି ମୀତଲିଙ୍କ ମା ଆପଣମାନେ ଏଠି ଦେଖି ପରୁଥିବେ ।

ଏହାପରେ ନମ୍ବର ୨ ରେ ଆସୁଛନ୍ତି ଯେସି ସାମଲ ଯିଏ କି ଶୁହାଗ ସିନ୍ଦୁର ସିରିଏଲ୍ ରେ ମିଳିନି ଭୂମିକାରେ ଦମଦାର ଅଭିନୟ କରୁଛନ୍ତି ଏ ହେଉଛନ୍ତି ଜେଶି ଙ୍କ ର ମା ଯାହାଙ୍କୁ ଆପଣ ଦେଖି ପାରୁ ଥିବେ ।

ଏବେ ନମ୍ବର ୩ ରେ ଆସୁଛନ୍ତି ନୈନା ଦାସ ଯିଏ କି ଓଡ଼ିଆ ଚଳଚିତ୍ର ରେ ଅଭିନୟ କରିଛନ୍ତି ସେ ଏବେ ଶାନ୍ତି ସିରିଏଲ୍ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଏବେ ତାଙ୍କ ମାଆ ଙ୍କୁ ଦେଖନ୍ତୁ ।

ନମ୍ବର ୪ ରେ ଆସୁଛନ୍ତି ପ୍ରିୟଙ୍କା ରଥ ଯିଏକି କିଏ ପର କିଏ ଆପଣାର ସିରିଏଲ ଅଭିନୟ କରି ଲୋକ ଙ୍କ ମାନଙ୍କ ଠାରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଏବେ ଦେଖନ୍ତୁ ତାଙ୍କ ମାଆ କୁ । ଆସା କରୁଛୁ ଆପଣ ମାନଙ୍କୁ ଏହି ଭିଡିଓ ଟି ଭଲ ଲାଗିଥିବ ।

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.