Breaking News

ତୁଳା ରାଶିର (Tula ) ମାସିକ ରାଶିଫଳ, ତୁଳା ରାଶିରେ ୨୦୨୨ ଜୁଲାଇ ମାସରେ ଅଘଟଣ ଘଟିବାକୁ ଯାଉଛି,ଦେଖନ୍ତୁ ପୁରା ରାଶିଫଳ..

ଯଦି ଆପଣଙ୍କର ରାଶି ତୁଳା ରାଶି ଏହି ତୁଲା ରାଶିର ବ୍ୟକ୍ତିଙ୍କ ପାଇଁ 2022 ଜୁଲାଇ ମାସଟି ମାଧ୍ୟମ ଧରଣର ଫଳ ପ୍ରଦାନ କରିବ କାର୍ଯ୍ୟ କ୍ଷେତ୍ରରେ ରେ ଉତ୍ତମ ଫଳ ମିଳିବ ସହିତ ଚାକିରିର ଖୋଝୁଥିବା ବ୍ୟକ୍ତିଙ୍କ ଇଚ୍ଛା ପୁର୍ଣ ହେବାକୁ ଲାଗିବ କିନ୍ତୁ ଛାତ୍ର ଛାତ୍ରୀ ମାନଙ୍କୁ ସାମାନ୍ୟ ଅସୁବିଦାର ସମୁଖୀନ ହେବାକୁ ପଡିବ କାହଁକି ନ ଶନି ପଞ୍ଚମ ଭାବରେ ବିର୍ଜ ହେବେ ଯାହା ଫଳରେ ବିଦ୍ୟାର୍ଥୀ ମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ ଏହି ମାସଟି ବହୁତ ଅନୁକୂଳ ରହିବ ମାସର ପୁର୍ବଧରେ ଦଶମ ଭାଗରେ ମଙ୍ଗଳ ପୁର୍ଣ ଦୃଷ୍ଟି ଥିବାରୁ ଆପଣଙ୍କୁ ଫଙ୍କଲ ପ୍ରାପ୍ତି ହେବ ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ପାଦ ଉର୍ନତିର ସଂଭବନ ରହିଛି |

ଅଧିକାରୀ ଓ ସହକର୍ମୀ ମାନେ ଆପଣଙ୍କର କାର୍ଯ୍ୟର ପ୍ରଶଂସା କରିବେ ପୂର୍ବରୁ ଅଟକି ରହିଥିବା କାର୍ଯ୍ୟ ଗୁଡିକ ପୁର୍ଣ କରିବାରେ ଆପଣ ସକ୍ଷମ ହେବେ ଏବଂ ସୂର୍ଯ୍ୟ ଙ୍କ ଦଶମ ଭାଗ କୁ ଗୋଚର ମଧ୍ୟ ଆପନାକୁ ଲାଭ ପ୍ରଦାନ କରିବ | କିନ୍ତୁ ବାଣିଜ୍ୟ ଵେବସାୟ କ୍ଷେତ୍ରରେ ବ୍ୟକ୍ତିଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ପରିଶ୍ରମର ସକାରାତ୍ମକ ପରିମାଣ ପ୍ରାପ୍ତି ହେବ ଭଂଗି ଧରି ଵେବସାୟର ଉତ୍ତମ ସମାଜସ୍ୟ ବଜାଇ ରଖିବାରେ ପ୍ରୟାସ କରନ୍ତୁ ଆର୍ଥିକ ସ୍ତିତି ଦୃଷ୍ଟିରୁ ମାସଟି ସାମାନ୍ୟ ରହିବ |

ଏହି ଜୁଲାଇ ମାସଟି ଆର୍ଥିକ ସ୍ତିତି ଡ଼ରୁବଲ ହେବାକୁ ଲାଗିବ ସେଥିପାଇଁ ଆର୍ଥିକ ଦେବା ନେବାରେ ଆପଣ ବିଶେଷ ସାବଧାନ ରୁହନ୍ତୁ ଭାଗ୍ୟ ସ୍ତନରେ ସୂର୍ଯ୍ୟଙ୍କ ଉପସ୍ଥିତ କରଣରରୁ ଭାଗ୍ୟର ସହଯୋଗ ମିଳିବ କିନ୍ତୁ ନିଜ ଜିଦି ଶୋଭାବରୁ ଖେତୀ ସହିବାକୁ ପଡିବ ମାସର ଉତ୍ତର ଅଧୀର ଶନିଙ୍କ ଉପସ୍ଥାପରେ ଆପଣଙ୍କ ପାଇଁ ଧନର ଆଗମନ ହେବ | ଏହା ବେତିତ ବିଦେଶୀ ଧନର ଯୋଗ ରହିଛି |

ଦ୍ୱତୀୟ ଭାଗରେ ସ୍ୱାମୀ ମଙ୍ଗଳ ରହୁଙ୍କ ସହିତ ସପ୍ତମ ଭାଗରେ ବିରାଜିତ ରହିବେ ଯାହାକି ପାରିବାରିକ ଜୀବନ ପାଇଁ କଷ୍ଟ କର ରହିବ ପରିବାରଙ୍କ ସଦୃଶ୍ୟ ମାନଙ୍କ ମଧ୍ୟରେ ତିକ୍ତତା ର ଭାଗ ରହିବ ଏବଂ ଦ୍ୱତୀୟ ଭାଗର ଶୁକ୍ର ଗ୍ରହଙ୍କ ପୁର୍ଣ ଦୃଷ୍ଟି କାରଣରୁ ମାସର ଉତର ଧୀରେ ସ୍ତିତି ଅନୁକୂଳ ହେବାକୁ ଲାଗିବ ସ୍ୱାତ୍ୱା ଦୃଷ୍ଟିରୁ ଏହି ମାସଟି ମାଧ୍ୟମ ଧରଣର ରହିବ ଯେ କୌଣସି ଗୁପ୍ତ ରୋଗରୁ ମୁକ୍ତି ପାଇବେ ଆପଣଙ୍କ ପାଇଁ ପ୍ରତିକାର ହେଲା ଆପଣ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରି ଶିବ ଚାଳିଶିଆ ପାଠ କରନ୍ତୁ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.