Breaking News

ତୃପ୍ତି ସବୁ ରାଗ ଭୁଲି Babusan ଙ୍କୁ ଦେଖା କରିବାକୁ ମେଡିକାଲ ରେ ପହଁଚିଲେ… ଦେଖନ୍ତୁ ବାବୁସାନ ଙ୍କର କଣ ହୋଇଛି !

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ଓଲିଉଡର ସୁପରଷ୍ଟାର ବାବୁସାନ ମହାନ୍ତି ସ୍ୱାସ୍ଥ୍ୟ ଗୁରୁତ୍ୱର ଅଛି ତେବେ ଯେତେବେଳେ ସ୍ତ୍ରୀ ତୃପ୍ତି ଶୁଣିଲେ ଯେ କି ତାଙ୍କ ସ୍ୱାମୀଙ୍କ ଦେହ ଖରାପ ଅଛି ସେତେ ବେଳେ ସବ୍ୟ ରାଗ ଅଭିମାନକୁ ଭୁଲି ସ୍ତ୍ରୀ ତୃପ୍ତି ସିଧା ଯାଇ ପହଁଚିଲେ ହସ୍ପିଟାଲରେ ଯେ ହସ୍ପିଟାଲରେ ତାଙ୍କ ସ୍ୱାମୀ ସୁପର ଷ୍ଟାର ବାବୁସାନ ଚିକିଛିତ ହୋଉଥିଲେ |

ଆଉ ହସ୍ପିଟାଲ ବେଡରେ ଓଲିଉଡର ସୁପରଷ୍ଟାର ବାବୁସାନ ଥିଲା ବେଳେ ସବୁ ରାଗ ଅଭିମାନକୁ ଭୁଲି ବାବୁସାନ ଙ୍କ ପାଖରେ ଅଛନ୍ତି ତାଙ୍କ ସ୍ତ୍ରୀ ତୃପ୍ତି ପତି ପତ୍ନୀ ଓ ଓ ପ୍ରକୃତିଙ୍କ ବିବାଦ ପରେ ଶାଶୂଘର ଚଡି ବାପଘରେ ରହୁଥିଲେ ତୃପ୍ତି ଏବଂ ଟଙ୍କା ପୁଅକୁ ନିଜ ଅଖାରେ ରଖିଥିଲେ ତେବେ ତୃପ୍ତି କେବ ବାବୁସାନ ଙ୍କ ପାଖକୁ ଫେରି ବେ ଓ ତାଙ୍କୁ ଦେଖି ସେ ଖୁସି ହେବେ |

ଅଭିନେତ୍ରୀ ଅପରାଜିତା ଏମିତି ଅନେକ କଥା ଚର୍ଚ୍ଚା ରହିଥିଲେ ଘରେ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି ବାବୁସାନ ମହାନ୍ତି | ଆଉ ତାଙ୍କର ସମ୍ପୂର୍ଣ ଯତ୍ନ ନେଉଛନ୍ତି ତୃପ୍ତି ବାବୁସାନ ପାଖରେ ଟଙ୍କାର ସ୍ତ୍ରୀ କେବଳ ଅଛନ୍ତି ଏବଂ ଟଙ୍କା ପାଖରେ ଟଙ୍କା ବାପା ମା ପୁରା ପରିବାର ଅଛନ୍ତି କୁହାଯାଉଛି କିଛି ଦିନ ପୂର୍ବରୁ ବାବୁସାନ ମହାନ୍ତି ରାଇଡିଙ୍ଗ ଫର ଦମନ ପାଇଁ ସେଠାରେ ସୁଟିଂ ଥିଲେ |

ଆଉ ସେଇଥିପାଇଁ ତାଙ୍କୁ ଅକ୍ସିଜେନ ଲେବୁଲ କମି ଯାଇଥିଲା ବର୍ତମାନ ସମୟରେ ବାବୁସାନ ମହାନ୍ତି ସୁସ୍ଥ ଅବସ୍ଥାକୁ ଦୁଇ 3 ଦିନ ପରେ ସେ ଘରକୁ ଫେରିବେ ବୋଲି ସୂଚନା ମୁଳୁଛି | ସବୁଠାରୁ ବଡ଼ କଥା ହେଉଛି କି ସୋସିଆଲ ମିଡିଆରେ ତାଙ୍କ ଅସୁସ୍ତ ଅବସ୍ଥା ପ୍ରଚାର ଅବସ୍ଥା ପରେ ବାବୁସାନଙ୍କ ଫ୍ୟାନ ମାନେ ବାବୁସାନ ଭଲ ହେଇ ଯାଆନ୍ତୁ ବୋଲି ଠାକୁର ଆଗରେ ପ୍ରାର୍ଥନା କରୁଛନ୍ତି |

About odisha news

Check Also

ସରିଲା ରିୟା ଦେଙ୍କର ବାହାଘର ରିୟା ବାହାହେଲେ ହେଲେ ଗୋଟେ ବଙ୍ଗାଳି Hero ଙ୍କୁ ଦେଖନ୍ତୁ ବାହାଘର ସମ୍ପୂର୍ଣ ଭିଡ଼ିଓ !

ହେଲୋ ଫ୍ରେଣ୍ଡ୍ ଏବେ ଆସି ଯାଉଛି ଏକ ବୋହୁତ ବଡ ଖୁସୀ ଖବର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଇଛନ୍ତି …

Leave a Reply

Your email address will not be published.