ହେଲୋ ଫ୍ରେଣ୍ଡସ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର କିଛି ଅଭିନେତା କିଛି ଅଭିନେତ୍ରୀମାନେ ପ୍ରେମ କରି ବିବାହ କରିଥିବାର ନିଶ୍ଚିତ ଭାବେ ଦେଖିଥିବେ ଆଉ ଆଗକୁ ଅମଧ୍ୟ କିଛି ଅଭିନେତା କିଛି ଅଭିନେତ୍ରୀମାନେ ପ୍ରେମ ବିବାହ କରିବାପାଇଁ ଯାଉଛନ୍ତି | କିନ୍ତୁ ଆପଣମାନେ ଜାଣିଛନ୍ତି ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଏମିତି କିଛି ଅଭିନେତ୍ରୀମାନେ ଅଛନ୍ତି ଯେଉଁମାନେ ପ୍ରେମରେ ଧୋକା ଖାଇସାରିଛନ୍ତି | ଧୋକା ଖାଇସାରିବାପରେ ସେମାନେ କଣ କରୁଛନ୍ତି କିଭଳି ଅଛନ୍ତି ଏବିଷୟରେ ସମ୍ପୂର୍ଣ ବିବରଣୀ ଜାଣିବାପାଣି ହେଲେ ଆପଣ ଏହି ଖବରଟିକୁ ପୁରା ଶେଷ ଯାଏଁ ପଢନ୍ତୁ |
ଶ୍ରଦ୍ଧା ପାଣିଗ୍ରାହୀ – ଦର୍ଶକବନ୍ଧୁ ଶ୍ରଦ୍ଧା ଏବଂ ରାଜେଶଙ୍କ ପ୍ରେମ ବହୁତ ପୁରୁଣା ବହୁତ ଦିନର ପ୍ରେମ ଉଭୟ ନିଷ୍ପତି ନେଇଥିଲେ ବିବାହ ବନ୍ଧନରେ ବାନ୍ଧିହେବାପାଇଁ ଦୁହିଁଙ୍କର ନିର୍ବନ୍ଧ ମଧ୍ୟ୍ୟ ସରିଯାଇଥିଲା କିନ୍ତ ଏବେ ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଶ୍ରଦ୍ଧା ଏବଂ ରାଜେଶଙ୍କ ବ୍ରେକପ ହୋଇସାରିଛ |
ପ୍ରକୃତି ମିଶ୍ର – ଦର୍ଶକବନ୍ଧୁ ପ୍ରକୃତି ମିଶ୍ର ଓ ଅରିମଦମଙ୍କ ପ୍ରେମକୁ ତ ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଆଜିକୁ ପ୍ରୟ 8ବର୍ଷ ତଳେ ଦୁହିଁଙ୍କ ମଧ୍ୟରେ ବ୍ରେକପ ହୋଇସାରିଛି | ଏହି ଦୁହିଁଙ୍କ ପ୍ରେମ କାହାଣୀ ସେତେବେଳେ ଜଣାପଡିଥଲା ଯେତେବେଳେ ଏମାନଙ୍କ ବ୍ରେକପ ହୋଇଥିଲା |
ରାନୀ ପଣ୍ଡା – ଦର୍ଶକବନ୍ଧୁ ସବୁବେଳେ ବିବାହ କରିବାକୁ ମନ କରୁଥିବା ଏହି ଅଭିନେତ୍ରୀ ଜଣକ ଆଜିକୁ ପ୍ରାୟ 8/9 ମାସ ତଳେ ପ୍ରେମ ବିବାହ କରିବାପାଇଁ ଯାଉଛନ୍ତି ବୋଲିସେ ଫ୍ୟାନ ମାନଙ୍କୁ ସେ ସୋସିଆଲ ମିଡିଆରେ ଜଣାଇଥିଲେ କିନ୍ତୁ ଏହାର କିଛି ଦିନ ପରେ ତାଙ୍କ ପ୍ରେମିକ ଧୋକା ଦେଇଛି ବୋଲି ସେ ନିଜ ସୋସିଆଲ ମିଡିଆରେ ଫ୍ୟାନ ମାନଙ୍କୁ ଜଣାଇଥିଲେ |
ସୋମାଲୀନ ପରିଡା – ବନ୍ଧୁଗଣ ସୋମାଲୀନ ଏବଂ ମହାପ୍ରସାଦଙ୍କ ପ୍ରେମ କାହାଣୀ ବେଶିଦିନ ତ୍ରିସଟି ପାରିନଥିଲା ଦୁହେଁ ଗୋଟିଏ ମ୍ୟୁଜିକ ଭିଡ଼ିଓରୁ ପ୍ରେମ ଆରମ୍ଭ କରିଥିବାବେଳେ ଖୁବ ଶୀଘ୍ର ବ୍ରେକପ ମଧ୍ୟ୍ୟ ହୋଇଥିଲା |
ପୁନମ ମିଶ୍ର – ବନ୍ଧୁଗଣ ପୁନମ ମିଶ୍ର କଲେଜରେ ପଢ଼ୁଥିବା ସମୟରେ ଜଣେ ବନ୍ଧୁଙ୍କ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଏହି ଦୁଇଜଣଙ୍କ ପ୍ରେମ ବେଶିଦିନ ତ୍ରିସଟି ପାରିନଥିଲା ବ୍ରେକପର ରୂପ ନେଇଥିଲା ଏହି କଥାକୁ ନିଜେ ଅଭିନେତ୍ରୀ ପୁନମ ମିଶ୍ର ଗୋଟିଏ ରିୟାଲିଟି ସୋ ରେ କହିଥିଲେ |
Check Also
ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…
ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …