Breaking News

ଟପ 10 ହିରୋମାନଙ୍କ ସ୍ତ୍ରୀ ମାନେ କେଉଁ କାମ କରନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଅଭିନେତା ଙ୍କୁ କିନ୍ତୁ ଆଜି ଆମେ ଜାଣିବା ଏହି ଅଭିନେତା ମାନ ଙ୍କ ସ୍ତ୍ରୀ ମାନେ କଣ୍ କରୁଛନ୍ତି ଏହି ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ ।
ସିଦ୍ଧାନ୍ତ ମହାପାତ୍ର – ଦର୍ଶକ ବନ୍ଧୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ର ଭଲପାଇ ବିବାହ କରିଥିଲେ ଓ ମାମା ମିଶ୍ର ଜାଣେ ଅଭିନେତ୍ରୀ ଅଟନ୍ତି ।


ଦୀପକ – ଆପଣ ମାନେ ନିଶ୍ଚୟ ଦେଖିଥିବେ ଦୀପକ ଙ୍କୁ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର । ଦୀପକ ଙ୍କ ସ୍ତ୍ରୀ ହେଉଛନ୍ତି ତନୁଜା । ତନୁଜା ହେଉଛନ୍ତି ଜଣେ ବିଯୁନେଶି ମ୍ୟାନ ।


ଅରିନ୍ଦମ ରାୟ – ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କ ର ଜବରଦସ୍ତ ଅଭିନୟ ଅନେକ ଚଳଚ୍ଚିତ୍ର ରେ ।


ଅର୍ଦ୍ଧେନ୍ତୁ – ଆପଣ ମାନେ ନିଶ୍ଚୟ ଦେଖିଥିବେ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର। ଅର୍ଦ୍ଧେନ୍ତୁ ଙ୍କ ସ୍ତ୍ରୀ ହେଉଛନ୍ତି ପଲ୍ଲବୀ। ପଲ୍ଲବୀ ହେଉଛନ୍ତି ଜଣେ ଶିଶୁ ଡାକ୍ତର ।


ସମ୍ବିତ – ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ସୁନ୍ଦର୍ ଅଭିନୟ ଅନେକ ଫିଲ୍ମ୍ ରେ । ସମ୍ବିତ ଙ୍କ ସ୍ତ୍ରୀ ହେଉଛନ୍ତି ଶୟନା । ଶୟନ ହେଉଛନ୍ତି ହାଉସ ୱାଇଫ୍ ଅଟନ୍ତି ।


ଅନୁଭବ- ଅନୁଭବ ବର୍ଷା ଙ୍କୁ ଭଲପାଇ ବିବାହ କରିଥିଲେ ଓ ବର୍ଷା ପ୍ରିୟଦର୍ଶିନୀ ହେଉଛନ୍ତି ଜଣେ ଅଭିନେତ୍ରୀ ।


ଆକାଶ ଦାସ-ସୁପର୍ ଷ୍ଟାର୍ ଆକାଶ ଦାସ ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର । ତାଙ୍କ ସ୍ତ୍ରୀ ଜଣେ ଫ୍ୟାସନ୍ ଡିଜାଇନର ।


ଦେବାଶିଷ- ଦେବାଶିଷ ଯେବେ ଆଲବମ୍ ଦୁନିଆ ରେ ପାଦ ଦେଇଥିଲେ ସେ ଆଲବମ୍ ହିରୋଇନ୍ ମୋନାଲିସା ଙ୍କୁ ଭଲପାଇ ବିବାହ କରିଥିଲେ । ମୋନାଲିସା ଜଣେ ଅଭିନେତ୍ରୀ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ଜଣେ ହାଉସ ୱାଇଫ ।


ବାବୁଶାନ୍ – ଦର୍ଶକ ବନ୍ଧୁ ଓଡ଼ିଆ ଇଣ୍ଡଷ୍ଟ୍ରି ର ସୁପର ଷ୍ଟାର୍ ବାବୁଶାନ୍ ମହାନ୍ତି ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଅନେକ ଚଳଚ୍ଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବା ର । ବାବୁଶାନ୍ ଙ୍କ ସ୍ତ୍ରୀ ହେଉଛନ୍ତି ତୃପ୍ତି । ତୃପ୍ତି ହାଉସ ୱାଇଫ ଅଟନ୍ତି ।


ଅମ୍ଳାନ – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ସୁନ୍ଦର୍ ଅଭିନୟ ଅନେକ ଚଳଚ୍ଚିତ୍ର ରେ । ଅମ୍ଳାନ ଙ୍କ ସ୍ତ୍ରୀ ହେଉଛନ୍ତି ଭୂମିକା । ଭୂମିକା ହାଉସ ୱାଇଫ୍ ଅଟନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.