ଦର୍ଶକବନ୍ଧୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଟମାଟୋ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଏହା ଦୃଷ୍ଟି ଶକ୍ତି ବଢାଇବା ଠାରୁ ମାଂସ ପେଶୀରେ ଯନ୍ତ୍ରଣା ଓ ଓଜନ ହ୍ରସ କରିବାକୁ ମଧ୍ୟ ଉପଯୋଗୀ କିନ୍ତୁ କିଛି ଲୋକଙ୍କୁ ଟମାଟୋ ଖାଇବା ଠାରୁ ଦୁରେଇ ରାହିବେ ଉଚିତି ସେମାନଙ୍କ ପାଇଁ ଏହି ଟମାଟୋ ଭୟାନକ ହୋଇ ପାରେ ତେବେ କେଉଁ ମାନେ ଟମାଟୋ ଖାଇବା ଉଚିତି ଓ କେଉଁ ମାନେ ଖାଇବା ଉଚିତି ନୁହେଁ ଜଣାନ୍ତୁ |
ଯେଉଁ ମାନଙ୍କର କୀଡୀନ ଭଳି ସମସ୍ୟ ରହିଛି ସେମାନଙ୍କୁ ଭୁଲୁରେ ବି ଟମାଟୋ ଖାଇବା ଉଚିତି ନୁହେଁ | ଟମାଟୋ ରେ କ୍ୟାଲସିୟମ ଅଧିକ ମାତ୍ରରେ ଥାଏ ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଅଢିଥାଏ ଏପରି ସ୍ତିତିରେ ଏହାକୁ ଖାଇବା ଦ୍ୱାରା କୀଡୀନୀରେ ଷ୍ଟୋନ କମିବା ବଦଳରେ ଅଧିକ ଦ୍ରୁତ ଗତିରେ ବଢିଥାଏ | ଯେଉଁ ମାନଙ୍କ ଅଣୂଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ରହିଛି ସେହି ଲୋକା ମାନଙ୍କୁ ମଧ୍ୟ ଅଧିକ ଟମାଟୋ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ତଥା ଆଣ୍ଠୁ ଗଣ୍ଠି ଫୁଲିବା ଭଳି ସମସ୍ୟା ବଢି ଯାଇଥାଏ |
ଯେଉଁ ମାନଙ୍କର ଆଲରଜି ସମସ୍ୟା ରହିଛି ସେମାନେ ମଧ୍ୟ ଅଧିକ ଟମାଟୋ ଖାଇବା ଠାରୁ ଦୁରେଇ ରହିବା ଉଚିତି | ବେଳେବେଳେ ଟମାଟୋ ଅଧିକ ସେବନ କରିବା ଦ୍ୱାରା ଶରୀରରେ ଚର୍ମ ରୋଗ ଇତ୍ୟାଦି ଦେଖାଯାଇଥାଏ | ଟମାଟୋ ଖାଇବା ଦ୍ୱାରା ପେଟରେ ହଜମ ସମସ୍ୟା ଦେଖା ଯାଇଥାଏ ଅଧିକ ମାତ୍ରାରେ ଟମାଟୋ ଖାଇବା ଦ୍ୱାରା ପେଟରେ ଗ୍ୟାସ ଛାତିରେ ଜଳା ପୋଡା ଭଳି ସମସ୍ୟା ସୃଷ୍ଟି ହୋଇଥାଏ ତେଣୁ ସୀମିତ ପରିମାଣରେ ଟମାଟୋ ଖାଇବା ଉଚିତି | ଯଦି ଆପଣ ଡାଇରିଆ ଭଳି ସମସ୍ୟା ରେ ଜଡିତ ତେବେ ଟମାଟୋ କହିବା ଠାରୁ ଦୁରେଇ ରୁହନ୍ତୁ |
Check Also
ଖାଦ୍ୟ ଖାଇଲା ପରେ ପାଣି ପିଉଛନ୍ତି କି ହୋଇଯାଆନ୍ତୁ ସାବଧାନ, ନହଲେ ହୋଇପାରେ ଏହି ସବୁ ଅସୁବିଦା…
ଦର୍ଶକବନ୍ଧୁ ଶରୀର କୁ ସ୍ୱାସ୍ଥ୍ୟ ରଖିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ଅଟେ ଶକ୍ତି ଶାଳୀ ଶରୀର ଆପଣଙ୍କୁ …