Breaking News

ଟମାଟୋ ଖାଉଥିଲେ ହୋଇ ଯାଆନ୍ତୁ ସାବଧାନ, ନହଲେ ହୋଇପାରେ ଏମିତି ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମତରେ ଟମାଟୋ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ଏହା ଦୃଷ୍ଟି ଶକ୍ତି ବଢାଇବା ଠାରୁ ମାଂସ ପେଶୀରେ ଯନ୍ତ୍ରଣା ଓ ଓଜନ ହ୍ରସ କରିବାକୁ ମଧ୍ୟ ଉପଯୋଗୀ କିନ୍ତୁ କିଛି ଲୋକଙ୍କୁ ଟମାଟୋ ଖାଇବା ଠାରୁ ଦୁରେଇ ରାହିବେ ଉଚିତି ସେମାନଙ୍କ ପାଇଁ ଏହି ଟମାଟୋ ଭୟାନକ ହୋଇ ପାରେ ତେବେ କେଉଁ ମାନେ ଟମାଟୋ ଖାଇବା ଉଚିତି ଓ କେଉଁ ମାନେ ଖାଇବା ଉଚିତି ନୁହେଁ ଜଣାନ୍ତୁ |

ଯେଉଁ ମାନଙ୍କର କୀଡୀନ ଭଳି ସମସ୍ୟ ରହିଛି ସେମାନଙ୍କୁ ଭୁଲୁରେ ବି ଟମାଟୋ ଖାଇବା ଉଚିତି ନୁହେଁ | ଟମାଟୋ ରେ କ୍ୟାଲସିୟମ ଅଧିକ ମାତ୍ରରେ ଥାଏ ଅଧିକ ପରିମାଣରେ ଟମାଟୋ ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ଅଢିଥାଏ ଏପରି ସ୍ତିତିରେ ଏହାକୁ ଖାଇବା ଦ୍ୱାରା କୀଡୀନୀରେ ଷ୍ଟୋନ କମିବା ବଦଳରେ ଅଧିକ ଦ୍ରୁତ ଗତିରେ ବଢିଥାଏ | ଯେଉଁ ମାନଙ୍କ ଅଣୂଠୁ ଗଣ୍ଠି ଯନ୍ତ୍ରଣା ସମସ୍ୟା ରହିଛି ସେହି ଲୋକା ମାନଙ୍କୁ ମଧ୍ୟ ଅଧିକ ଟମାଟୋ ଖାଇବା ଦ୍ୱାରା ଗଣ୍ଠି ଯନ୍ତ୍ରଣା ତଥା ଆଣ୍ଠୁ ଗଣ୍ଠି ଫୁଲିବା ଭଳି ସମସ୍ୟା ବଢି ଯାଇଥାଏ |

ଯେଉଁ ମାନଙ୍କର ଆଲରଜି ସମସ୍ୟା ରହିଛି ସେମାନେ ମଧ୍ୟ ଅଧିକ ଟମାଟୋ ଖାଇବା ଠାରୁ ଦୁରେଇ ରହିବା ଉଚିତି | ବେଳେବେଳେ ଟମାଟୋ ଅଧିକ ସେବନ କରିବା ଦ୍ୱାରା ଶରୀରରେ ଚର୍ମ ରୋଗ ଇତ୍ୟାଦି ଦେଖାଯାଇଥାଏ | ଟମାଟୋ ଖାଇବା ଦ୍ୱାରା ପେଟରେ ହଜମ ସମସ୍ୟା ଦେଖା ଯାଇଥାଏ ଅଧିକ ମାତ୍ରାରେ ଟମାଟୋ ଖାଇବା ଦ୍ୱାରା ପେଟରେ ଗ୍ୟାସ ଛାତିରେ ଜଳା ପୋଡା ଭଳି ସମସ୍ୟା ସୃଷ୍ଟି ହୋଇଥାଏ ତେଣୁ ସୀମିତ ପରିମାଣରେ ଟମାଟୋ ଖାଇବା ଉଚିତି | ଯଦି ଆପଣ ଡାଇରିଆ ଭଳି ସମସ୍ୟା ରେ ଜଡିତ ତେବେ ଟମାଟୋ କହିବା ଠାରୁ ଦୁରେଇ ରୁହନ୍ତୁ |

About odisha news

Check Also

ଖାଦ୍ୟ ଖାଇଲା ପରେ ପାଣି ପିଉଛନ୍ତି କି ହୋଇଯାଆନ୍ତୁ ସାବଧାନ, ନହଲେ ହୋଇପାରେ ଏହି ସବୁ ଅସୁବିଦା…

ଦର୍ଶକବନ୍ଧୁ ଶରୀର କୁ ସ୍ୱାସ୍ଥ୍ୟ ରଖିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ଅଟେ ଶକ୍ତି ଶାଳୀ ଶରୀର ଆପଣଙ୍କୁ …

Leave a Reply

Your email address will not be published.