Breaking News

ଟାଇଟାନିକ ଜାହାଜ କୁ ଜାଣିଶୁଣି ବୁ-ଡା-ଇ ଦିଆଗଲା ! ଭ-ୟା-ନ-କ ସତ ଏବେ ଆସିଲା ସାମ୍ନାକୁ …

ଇତିହାସରେ ସମୁଦ୍ର ତଳେ ଘଟି ଯାଇଥିବା ସବୁଠାରୁ ରହସ୍ୟମୟ ଓ ଭ-ୟା-ନ-କ ଘଟଣା ହେଉଛି ଟାଇଟାନିକ ଜାହାଜ ର ବୁ-ଡି-ବା ଘଟଣା।ଯାହାକୁ ସେହି ସମୟରେ ସବୁଠାରୁ ଅନୁଭବ ଇଞ୍ଜିନିୟର ମାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ସେହି ସମୟରେ ଏହା ଦାବି କରାଯାଉଥିଲାକି ଟାଇଟାନିକ ଜାହାଜ କେବେବି ପାଣି ରେ ବୁ-ଡି-ବ ନାହିଁ ବୋଲି।ଏହାକୁ ଆପଣ ବହି, ଟିଭି ଏବଂ ଫିଲ୍ମ,ରୁ ଜାଣିଥିବେ।କିନ୍ତୁ ଆଜିଯାଏଁ ବି ଜଣାପଡ଼ିନାହିଁ ଏ ଜାହାଜ କଣ ପାଇଁ ସମୁଦ୍ର ରେ ବୁ-ଡି-ଥି-ଲା ଆଉ ୟା ପଛରେ କଣ ରହସ୍ୟ ଥିଲା।

ଟାଇଟାନିକ ଜାହାଜ ୧୦-ଏପ୍ରିଲ-୧୯୧୨ ରେ ଇଂଲଣ୍ଡ ର ସାଉଥୁ ହାମଟମ ରୁ ପ୍ରାୟ ୨୨୨୩ ଯାତ୍ରୀ ଙ୍କୁ ନେଇ ନିଜର ପ୍ରଥମ ଯାତ୍ରା ପାଇଁ ଆରମ୍ଭ କରିଥିଲ। ମାତ୍ର ଦ୍ୱ-ର୍ଭା-ଗ୍ୟ-ବ-ସ-ତଃ ଏହି ଜାହାଜ ଜଳ ପଥରେ ଯିବା ସମୟରେ ବରଫ ଖଣ୍ଡ ସହ ବା-ଧା ପ୍ରା-ପ୍ତ ହୋଇଥିଲା। ଜାହାଜ ର ବେଗ ଅଧିକ ଥିବାରୁ ଏହାର ବେଗ ପରିବର୍ତନ ହୋଇପାରିଲା ନାହିଁ। ରାତି ପ୍ରାୟ ୧୧ ଟା ୪୦ ରେ ସେମାନେ ବୁ-ଡି-ବା-କୁ ଲାଗିଲେ। ପ୍ରାୟ ୨ ଟା ରେ ସେ ସମ୍ପୂର୍ଣ୍ଣ ବୁ-ଡ଼ି-ଗ-ଲେ।ଜାହାଜ ଅଧିକ ଲାଇଫ ବୋଟ ର ବ୍ୟବସ୍ଥା ନଥିବାରୁ ମାତ୍ର ୭୦୬ ଜଣ ଯାତ୍ରୀ ଙ୍କୁ ଉଦ୍ଧାର କରାଯାଇଥିଲା।ଏଠାରେ ପ୍ରାୟ ଲୋକ ଙ୍କ ମୃ-ତ୍ୟୁ- ବ-ର-ଫ ର ଥଣ୍ଡା ଯୋଗୁ ହୋଇଥିଲା।

ଏମିତି ବି କୁହାଯାଏ ଏ ଜାହାଜ ବୁଡିବା ପଛରେ କୌ-ଣ-ସି ସ-ଢ଼-ଯ-ନ୍ତ୍ର କରାଯାଇଛି। ଆହୁରି ମଧ୍ୟ କୁହାଯାଏ ଏ ଜାହାଜ ଟି ବୁ-ଡି-ବ ବୋଲି ବହୁତ ଆଗରୁ ଏକ ଉପନ୍ୟାସ ରେ ଲଖାଅଛି। କିନ୍ତୁ ଏସବୁ କେତେମାତ୍ରାରେ ସତ ଏଯାଏଁ ଜଣାପଡିନଥିଲା। କିନ୍ତୁ ଏବେ ଏମିତି କିଛି ପ୍ରମାଣ ସାମ୍ନାକୁ ଆସିଛି ଯାହା ଏସବୁ ରହସ୍ୟ ଗୁମର ଫିଟାଇ ବାରେ ସାହାଯ୍ୟ କରିଛି। ୧୮୯୮ ମସିହାରେ ମୋରଗାନ ରୋବର୍ଟ ସନ ନିଜର ଏକ ଉପନ୍ୟାସ ବହି ଦ ରେକ ଅଫ ଦ ଟାଇଟନ ଅର ଫୁଟିଲିଟି କୁ ପ୍ରକାଶ କରିଥିଲେ। ମାତ୍ର ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କର ଏ ଉପନ୍ୟାସ ରେ ଟାଇଟାନିକ ଜାହାଜ ପରି ଏକ ସମାନ କାହାଣି ଦେଖିବାକୁ ମିଳିଥିଲା।

ତାଙ୍କ ଉପନ୍ୟାସ ରେ ଲେଖାଥିବା ଟାଇଟନ ଜାହାଜ ର ସେଥିରେ ଯାହା ଅବସ୍ଥା ହେଇଥିଲା। ପ୍ରକୃତରେ ମଧ୍ୟ ଟାଇଟାନିକ ଜାହାଜ ସହିତ ସେ-ମି-ତି ଦୁ-ର୍ଘ-ଟ-ଣା ହେଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡିଛି କି ରୋବର୍ଟ ଭଲ ଭାବେ ଜାଣି ସାରିଥିଲେ କି ଏମିତି ଏକ ଜାହାଜ ଆଗକୁ ବହରିବାକୁ ଯାଉଛି ତେଣୁ ସେ ନିଜ ବହି ରେ ୟାର ଭୀବିଷ୍ୟବାଣୀ କରିଥିଲେ।ଏହା କୁ ଯାଏ କି ୟା ପଛରେ ଥିବା ସବୁ ସ-ଢ଼-ଯ-ନ୍ତ୍ର ବିଷୟରେ ରୋବର୍ଟ ଙ୍କୁ ଆଗରୁ ଜଣାଥିଲା ତେଣୁ ଟାଇଟାନିକ ଜାହାଜ ବୁ-ଡି-ବା-ର ଠିକ ପାଞ୍ଚବର୍ଷ ପରେ ରୋବର୍ଟଙ୍କୁ ଦେ-ଇ ମା-ରି ଦିଆଗଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଦେଖନ୍ତୁ shocking ଭିଡିଓ – ରଖେ ହରେ ତ ମାରେ କିଏ, ଟ୍ରକ ଧ-କା ହେଲା ହେଲେ ବୃଦ୍ଧଙ୍କର କିଛି ହେଲା ନାହିଁ

ଦର୍ଶକ ବନ୍ଧୁ ଆମ ଓଡିଆ ରେ ଏକ ଢଙ୍ଗ ଅଛି ଯେ ରଖେ ହରି ମରିବ କିଏ । ହଁ …

Leave a Reply

Your email address will not be published. Required fields are marked *