Breaking News

Tirupati ବାଲାଜୀଙ୍କର ଅଦ୍ଭୁତ ରହସ୍ୟ କେମିତି ତାଙ୍କ ମୁଣ୍ଡରେ ଖଣ୍ଡିଆ ହେଲା ଓ ସେହି ଜାଗାରେ କାହଁକି ପ୍ରତିଦିନ ଚନ୍ଦନ ଲଗାଯାଏ, ଏହାର ରହସ୍ୟ ଜାଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ….

ନମସ୍କାର ବନ୍ଧୁଗଣ କଣ ଆପଣ କୁ ଏକଥା ଜଣା ଅଛି ଯେ ଅନ୍ଦ୍ର ପ୍ରଦେଶ ର ତିରୁପତି ମନ୍ଦିର ରେ ଭଗବାନ କର ଯେଉଁ ମୂର୍ତ୍ତି ରହିଛି ତାହା କେଉଁ ହାତ ତିଆରି ମୂର୍ତ୍ତି ନୁହେ ତାହା ପ୍ରକଟ ହେଉଥିବା ଭଗବାନ ବିଷ୍ଣୁ କର ଏକ ପ୍ରତିମୂର୍ତ୍ତି ଅଟେ ଆଉ ଏଇ କଥା ବି କଣ ଆପଣ କୁ ଜଣା ଅଛି ଯେ ଏହି ମୂର୍ତ୍ତି ରେ ଥିବା କେସ କୌଣସି କୃତିମ କେସ ନୁହେ ବରଂ ସତ୍ ସତିଆ କେସ ଅଟେ | ଆଜ୍ଞା ହିଁ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ହେଲେ ଏହା ସତ୍ୟ ଅଟେ ତେବେ ଏହି ପରି କେତେକ ମନ୍ଦିର ର ରହସ୍ୟ ରହିଛି ତାହା କେଉଁ ବୈଜ୍ଞାନିକ ମାନେ ଜାଣିନାହାନ୍ତି ଆପଣ ଯଦି ସେହି ରହସ୍ୟ ମଧ୍ୟ ରେ ଜାଣିବେ ଆଶ୍ଚର୍ଯ୍ୟ ହୋଇଯିବେ ତିରୁପତି ବାଲାଜୀ କ ମନ୍ଦିର ଯେତିକି ପ୍ରସିଦ୍ଧ ଓ ସେତିକି ଭବ୍ୟ ଓ ପବିତ୍ର ଅଟେ |

ସେଠାରେ ଭଗବାନ ବିଷ୍ଣୁ କର ଭଇକେଣ୍ଟ ସ୍ୱର ରୂପ କୁ ପୂଜା କରାଯାଇଥାଏ ଏହି ମନ୍ଦିର ଆନ୍ଦ୍ର ପ୍ରଦେଶ ଚିତୋର ଜିଲ୍ଲା ରେ ଅବସ୍ଥିତ ଏହା ଚାରି ପାଖରେ ଘେରି ରହିଥିବା ପର୍ବତ ଶ୍ରେଣୀକୁ ଶୀର୍ଷ ନାଗ କର ୭ ଗୋଟି ଫଣା ରେ ଶବ୍ଦ ଗିରି ପର୍ବତ ବୋଲି କୁହାଯାଇଥାଏ | ଏଠାରେ ପୂଜା ପାଉଥିବା ଭଗବାନ ବିଷ୍ଣୁ ଙ୍କର ମୂର୍ତ୍ତି କୁ କେହି ବି ତିଆରି କରିନାହାନ୍ତି ବରଂ ଏହି ମୂର୍ତ୍ତି ଆପେ ଆପେ ପ୍ରକଟ ହୋଇଛି ବୋଲି ବିଶ୍ୱାସ କରାଯାଏ | ଏହି ମୂର୍ତ୍ତି ଉପରେ ଏକ କ୍ଷତ ସ୍ଥାନ ରହିଛି ଯେଉଁଥିରେ ଚନ୍ଦନ କୁ ପ୍ରତିଦିନ ଲଗାଯାଇଥାଏ ଏଥି ସହିତ ଏହି ମୂର୍ତ୍ତି ର ମସ୍ତକ ରେ ଥିବା କେସ କୌଣସି କୃତିମା କେସ ନୁହେ ବିରଂ ଆମ ମାନକ ପରି ପ୍ରାକୃତିକ କେସ ଅଟେ |

ଏହି କେସ ର ବିଶେଷତ୍ଵ ହେଲା ଏହା କେବେ ବି ଅଡ଼ୁଆ ହୋଇନଥାଏ ସବୁବେଳେ ଏହା ସୁନ୍ଦର ଭାବରେ ସ୍ଜିତ ହୋଇ ରହିଥାଏ ଏହି ମନ୍ଦିର ରେ କେସ ଦାନ କରିବା ଏକ ପ୍ରସିଦ୍ଧ ପରମ୍ପରା ଅଟେ କୁହାଯାଏ କି କେସ ଦାନ କରିବା ଦ୍ୱାରା ମନୁଷ୍ୟ ର ଗର୍ବ ଅହଙ୍କାର ଓ ଖରାପ ଚିନ୍ତା ଧାରା ବଦଳି ଯାଇଥାଏ | ଏହି କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ପ୍ରତ୍ୟେକ ଦିନ ପ୍ରାୟ ୨୦ ହଜାର ରୁ ଆଧିକ ଲୋକ ଏଠାରେ କେସ ଦାନ କରିଥାନ୍ତି ଏହି ମନ୍ଦିର ଠାରୁ ୨୩ କିଲୋ ମିଟର ଦୂର ରେ ଏକ ଗାଁ ରହିଛି ଯେଉଁଠାରେ ବୋହୂ ପୁରାତନ ନିୟମ କୁ ମନି ଚାଲିଥାନ୍ତି ଏବଂ ସେହି ଗାଁ ରୁ ଆସୁଥିବା ଫୁଲ ଫଳ ଓ ଘିଅ ଓ ଲୋହୁଣି କୁ ସର୍ବ ପ୍ରଥମେ ଏଠାରେ ଭଗବାନ କ ମୂର୍ତ୍ତି କୁ ହିଁ ଚଢ଼ା ଯାଇଥାଏ କିନ୍ତୁ ସେ ଗାଁ ବିଷୟରେ କାହାକୁ ବି ବେଶୀ ଜଣା ନାହିଁ ସେହି ଗାଁ କୁ ବାହାର ଲୋକ ମଧ୍ୟ ଯିବା ନିଷେଧ କରାଯାଇଛି |

ମନ୍ଦିର ରେ ଶୋଭା ପାଉଥିବା ମୂର୍ତ୍ତି କୁ ପୁରା ଧ୍ୟାନ ର ସହ ନୀରବ ହୋଇ ପାର୍ଥନାକଲେ ସମୁଦ୍ର ର ଲହଡ଼ି ଖେଳି ଥାଏ କିନ୍ତୁ ଏହା କିପରି ସମ୍ଭବ ତାହା ଆଜି ପର୍ଯ୍ୟନ୍ତ କେହି ବି ଜାଣି ପାରିନାହାନ୍ତି ଏହା ସହିତ ଏହି ମନ୍ଦିର ର ଗର୍ଭ ଗୃହରେ ଏପରି ଏକ ଦ୍ଵୀପ ରହିଛି ଯାହା ବିନା ଘିଅ ଆଉ ବିନା ତେଲ ରେ ହଜାର ହଜାର ବର୍ଷ ହେଲା ଜାଳି ଆସୁଛି ଓ ଏହା ପଛରେ ରହସ୍ୟ ଆଜି ପର୍ଯ୍ୟନ୍ତ କାହାକୁ ବି ଜଣା ନାହିଁ ଯେତେବେଳେ ପ୍ରତ୍ୟେକ ଗୁରୁବାର ଦିନ ଏଠାର ଭଗବାନ କର ମୂର୍ତ୍ତି କୁ ପ୍ରଥମେ ସ୍ନାନ କରାଯାଇ ତାଙ୍କ ଶରୀର ରେ ହଳଦୀ ଆଉ ଚନ୍ଦନ ର ଲେପ ଲଗାଯାଏ ତ କିଛି ସମୟ ସେହି ଚନ୍ଦନ ଆଉ ହଳଦୀ ର ଲେପ ଉପରେ ମାତା ଲକ୍ଷ୍ମୀ କର ଛବି ଦେଖା ଯାଇଥାଏ ସେଥି ପାଇ କୁହାଯାଇଛି ଭଗବାନ କ ହୃଦୟ ରେ ମାତା ଲକ୍ଷ୍ମୀ ଅଛନ୍ତି ଯେମିତି ସମସ୍ତ ବିଷ୍ଣୁ ମନ୍ଦିର କିମ୍ବା ଜଗନ୍ନାଥଙ୍କ କ ମନ୍ଦିର ରେ ଭଗବାନ କୁ ତୁଳସୀ ପତ୍ର ଚଢ଼ା ଯାଇଥାଏ |

ସେହି ପରି ଏହିଠାରେ ମଧ୍ୟ ବିଷ୍ଣୁ କର ମୂର୍ତ୍ତି କୁ ତୁଳସୀ ପତ୍ର ଚଢ଼ା ହୋଇଥାଏ ହେଲେ ଏହି ତୁଳସୀ ପତ୍ର କୁ କୌଣସି ବି ଭକ୍ତ କୁ ପ୍ରସାଦ ରୂପେ ଦିଆଯାଇନଥିବା ପୂଜା ପରେ ସେହି ତୁଳସୀ ପତ୍ର କୁ ମନ୍ଦିର ର ପରିସର ରେ ଥିବା ଏକ ଗଣ୍ହୀର କୂଅ ଭିତରେ ପକାଇ ଦିଆ ଯାଏ ଏବଂ ଯାହାକୁ ବୁଲିକି ମଧ୍ୟ ଦେଖା ଯାଇ ନ ଥାଏ ଏବଂ ଏହି ମନ୍ଦିର ରେ ଯିଏ ବି ଭକ୍ତି ର ସହ ଯାହା ବି ମନସ୍କାମନା ମଗିଥାଏ ତାହାର ସେହି କାମନା ନିଶ୍ଚୟ ପୂରଣ ହୋଇଥାଏ ବୋଲି ବିଶ୍ୱାସ କର ଯାଏ ଏହି ମନ୍ଦିର ର ମୁଖ୍ୟ ଦ୍ଵାର ର ଡାହାଣ ପାଖରେ ଏକ ବିରାଟ ବାଡ଼ି ଦେଖିବା କୁ ମିଳିଥାଏ କୁହାଯାଏ କି ବାଲ୍ୟ ଅବସ୍ଥା ରେ ଏହି ବାଡ଼ି ମାଧ୍ୟମରେ ଭଗବାନ ବାଲାଜୀ ମାଡ ଖାଇଥିଲେ ସେଥି ପାଇ ତାଙ୍କ ପ୍ରତିମା ରେ ଏକ କ୍ଷତ ସ୍ଥାନ ରହିଛି |

ଯେତେବେଳେ ଆପଣ ମନ୍ଦିର ର ଗର୍ଭ ଗୃହ କୁ ଯାଇ ଭଗବାନ କର ମୂର୍ତି କୁ ଦେଖିବେ ଆପଣ କୁ ଲାଗିବା ଯେ ପ୍ରତିମା ଟି ଗୃହର ପୁର ମାଧ୍ୟମ ଭାଗରେ ଅଛି କିନ୍ତୁ ଆପଣ ଯେତେବେଳେ ଗର୍ଭ ଗୃହ ରୁ ବାହାରି ଆସିବେ ଆପଣ କୁ ଲାଗିବା ଯେ ପ୍ରତିମା ଟି ଗୃହର ଦକ୍ଷିଣ ପାର୍ଶ୍ଵ ରେ ଅବସ୍ଥିତ ହୋଇଅଛି ଆଉ ଏହା କିପରି ଓ କାହିଁକି ହୋଇଥାଏ ତାହା ଆଜି ପର୍ଯ୍ୟନ୍ତ କେହି ବି ଜାଣି ପାରିନାହାନ୍ତି ଏହି ମନ୍ଦିର ରେ ଭଗବାନ କୁ ଯେଉଁ ଫୁଲ ଚଢ଼ା ହୋଇଥାଏ ସେହି ଫୁଲ କୁ ଲୁଚେଇ ଫିଙ୍ଗି ଦିଆଯାଇଥାଏ କାହିଁକି ନା ମାନ୍ୟତା ଅନୁସାରେ ସେହି ଫୁଲ କୁ ନିଜ ଆଖିରେ ଦେଖିଲେ ଅନେକ ଅଶୁଭ ଘଟଣା ଘଟିଥାଏ ଯେପରି ଆମ ମାନକ ଶରୀର ରେ ଝାଳ ବାହାରି ଥାଏ ସେହିପରି ଭଗବାନ ବିଷ୍ଣୁ କର ଏହି ମୂର୍ତ୍ତି ରୁ ଝାଳ ଭଳି ଏକ ତରଳପଦାର୍ଥ ନିର୍ଗତ ହୋଇଥାଏ |

ଯାହା କୁ ପୂଜାରୀ ସମୟ ସମୟ ଅନ୍ତର ରେ ପୋଛି ଦେଇଥାନ୍ତି କିନ୍ତୁ ସବୁଠାରୁ ଆଶ୍ଚର୍ୟ୍ଯ କର କଥା ହେଉଚି ଏହି ମୂର୍ତ୍ତି ର ତାପମାତ୍ରା ସବୁବେଳେ ସମ୍ମାନ ରହି ଥାଏ ତାହା ଗ୍ରୀଷ୍ମ ଋତୁ ହେଉଥାଉ କିମ୍ବା ଶୀତ ଋତୁ ସବୁବେଳେ ସବୁ ସମୟରେ ଏହି ମୂର୍ତ୍ତି ର ତାପମାତ୍ରା ସମାନ ରହିଥାଏ ଆଉ ଏହା ମଧ୍ୟ ଏହି ମନ୍ଦିର ର ଏକ ଅବିଶ୍ବାସ ନିଅ ରହସ୍ୟ ଅଟେ ଏକଥା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ଯେ ଏ ମନ୍ଦିର ଯେତିକି ପ୍ରସିଦ୍ଧ ସେତିକି ଧନୀ ମଧ୍ୟ ଅଟେ କାହିଁକି ନା ଏହି ମନ୍ଦିର କୁ ସବୁଦିନ ୩ ରୁ ୫ ଲକ୍ଷ ଶ୍ରଦ୍ଧାଳୁ ଆସିଥାନ୍ତି ଏବଂ ପୁଣ୍ୟ ଅର୍ଜନ କରିବା ପାଇଁ ଅନେକ ଅର୍ଥ ମଧ୍ୟ ଦାନ କରିଥାନ୍ତି ଏହି ମନ୍ଦିର ର ନିଜସ୍ଵ ୩ଲକ୍ଷ ସୁନା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରେ ରହିଅଛି |

ଏବଂ ପ୍ରତି ବର୍ଷ ଏହି ମନ୍ଦିର ରେ ଶ୍ରଦ୍ଧାଳୁ ମାନକର ଦକ୍ଷିଣ ରୁ ପ୍ରାୟ ୧୦ କୋଟି ର ଆଦାୟ ହୋଇଥାଏ ସେଥିପାଇଁ ଏହି ମନ୍ଦିର କୁ ଭାରତ ର ସବୁଠାରୁ ଧନୀ ମନ୍ଦିର ବୋଲି ମଧ୍ୟ କୁହାଯାଇଥାଏ କିନ୍ତୁ ଲୋକ କଥା ଓ ପୁରାତନ ମାନ୍ୟତା ହେତୁ ଏଠାରେ ଥିବା ଭଗବାନ ଗରିବ ଅଟନ୍ତି |

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.