Breaking News

ଠିଆ ହେଇ ପାଣି ପିଉଥିଲେ ହେବ ଭୟଙ୍କର ରୋଗ || ଆପଣ କରୁନାହାନ୍ତି ତ ଏହି ଭୁଲ !!!

ଆମ ଶରୀର ରେ ଜଳ ଅଂଶ ସବୁଠାରୁ ଅଧିକ ମାତ୍ରା ରେ ଅଛି |ସେଥିପାଇଁ ପାଣି ପିବା ଆମ ଶରୀର ପାଇଁ ବହୁତ ମହତ୍ତ୍ଵ ରଖି ଥାଏ |ଯଦି ଆମ ଶରୀର ରେ ପାଣି ର ଅଭାବ ରୁହେ ତେବେ ଆମକୁ ବିଭିନ୍ନ ପ୍ରକାର ସମସ୍ଯା ର ସମ୍ମୁଖୀନ ହବାକୁ ପଡି ଥାଏ |କହିବାକୁ ଗଲେ ପାଣି ଆମ ଶରୀର କୁ ଅକ୍ସିଜେନ ଏବଂ ବିଭିନ୍ନ ପ୍ରକାର ର ପୋଷକ ତତ୍ତ୍ଵ ଦେଇ ଥାଏ |

ଯଦି ଆମ କୁ ସୁସ୍ଥ ସବଳ ରହିବାର ଅଛି ତେବେ ଦିନକୁ ୮ ରୁ ୧୦ ଗ୍ଳାସ ପାଣି ପିଇବାକୁ ପଡିବ |ପାଣି ପିଇଲେ ଆମେ ସୁସ୍ଥ ରହିବା |ଏହାର କୌଣସି ବି ଅର୍ଥ ନାହିଁ |କାରଣ ଆପଣଙ୍କ ଗୋଟିଏ ବି ଭୁଲ ଦ୍ଵାରା ପାଣି ର ଲାଭ ଆପଣଙ୍କ ଶରୀର କୁ ମିଳି ପାରିବ ନାହିଁ |କେତେ ଲୋକ ଛିଡା ହୋଇ ପାଣି ପିଅନ୍ତି |ଯାହା କି ଭୁଲ ଅଟେ |ଛିଡା ହୋଇ ପାଣି ପିଇଲେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ହିଁ ହାନିକାରକ ହୋଇ ଥାଏ |ଯଦି ଆପଣ ନ’ ବସି ଛିଡା ହୋଇ ପାଣି ପିଉ ଛନ୍ତି ତେବେ ଆପଣ ବହୁତ ପାଣି ବହୁତ ଜଲ୍ଦି ଗଲା ଦେଇ ପେଟକୁ ଯାଇ ଥାଏ |ଦ୍ରୁତ ଗତି ରେ ପାଣି ର ପ୍ରବାହ ଯୋଗୁଁ ଏହା ଆମ ଶରୀର ର ଭିତରେ ଥିବା କୌଣସି ଅଙ୍ଗ ପ୍ରତ୍ୟଙ୍ଗ ବା ପେଟକୁ କ୍ଷତି କରି ପାରେ |

ଏହା ସହ ପାଚନ ତନ୍ତ୍ର ଉପରେ ବି ପ୍ରଭାବ ପଡି ଥାଏ |ଏହା ସହ ଛାତି ରେ ଯନ୍ତ୍ରଣା ବି ହୋଇ ପାରେ |ଏବଂ ଆମକୁ ଅଶଳ ଭଳି ରୋଗ ବି ହୋଇ ଥାଏ |ଯେମିତି କି ଆମେ ସମସ୍ତେ ଜାଣି ଅଛନ୍ତି କିଡନୀ ଆମର ପିଉଥିବା ପାଣି କୁ ସଫା କରି ଥାଏ |ତେବେ ଯଦି ଆମେ ଛିଡା ହୋଇ ପଣି ପିଉଛନ୍ତି ତେବେ ଏହା ସଠିକ ଭାବେ ସଫା ହୁଏ ନାହିଁ |କିଡନୀ ରେ ଜମା ହୋଇ ରହେ |ଏହା ପରେ କିଡନୀ ରେ ନାନା ପ୍ରକାର ରୋଗ ହୋଇ ଥାଏ |ୟୁରିନ ଇନଫେକସନ ଆଦି ରୋଗ ହୋଇ ଥାଏ |

ଏହା ସହ ଆହୁରି ଅନେକ ସମସ୍ୟା ହୋଇ ଥାଏ |ଛିଡା ହୋଇ ପାଣି ପିଇଲେ ଆମ ଶୋଷ କେବେ ବି ମେଣ୍ଟିବ ନାହିଁ |ଏବଂ ଆମେ ପଣି ପିଇବା ପରେ ବି ଆମକୁ ବାର ବାର ଶୋଷ ଲାଗିବ |ସେଥିପାଇଁ କହୁଛୁ କି ଯେତେବେଳ ବି ପଣି ପିଇବେ ସେତେ ବେଳେ କୌଣସି ଜାଗା କୁ ଯାଇ କିମ୍ବା ବସିକି ପାଣି ପିଆନ୍ତୁ |ଏହି ପରି କରିବା ଦ୍ଵାରା ପାଣି ର ସମସ୍ତ ପ୍ରକାର ଲାଭ ଆମ ଶରୀର କୁ ପାଣି ର ସମସ୍ତ ପ୍ରକାର ଲାଭ ମିଳି ଥାଏ ଏବଂ ଶରୀର ସୁସ୍ଥ ଓ ରୋଗ ମୁକ୍ତ ରହି ଥାଏ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯଦି ଆପଣ ରାତିରେ ଭାତ ଖାଉଛନ୍ତି ତାହାଲେ ନିଶ୍ଚୟ ଦେଖନ୍ତୁ, ଭାତ ଖାଇବା ଦ୍ୱାରା କଣ ସବୁ ଅସୁବିଦା ହୋଇଥାଏ !

ବନ୍ଧୁଗଣ ଭାତକୁ ଆମ ଭୋଜନ ମହତ୍ୱ ପୁର୍ଣ ଖାଦ୍ୟ ମାନାଯାଇଥାଏ ଏହାକୁ ଆମେ ବହୁତ ମହତ୍ୱ ପୂର୍ଣ୍ଣ ଭାବେ ଖାଦ୍ୟ …

Leave a Reply

Your email address will not be published.