Breaking News

ଥରେ ଆପଣାନ୍ତୁ ଏହି ଉପାୟ ଆଉ 5 ମିନିଟ ଏ ଘରୁ ବାହାରି ପଳେଇବେ ସବୁ ମୂଷା !

ବନ୍ଧୁଗଣ ଆପଣ ମାନେ ମୂଷା କୁ ଘରୁ ବାହାର କରିବାକୁ ଚାହୁଁଛନ୍ତି କି ତେବେ ଉପାୟ ଗୁଡିକ ଜାଣନ୍ତୁ ଯେଉଁ ଘରେ ମୂଷା ଥାଏ ସେ ଘରେ ନୈତିକ ବିକାଶ ଠିକ ସେ ହୋଇପାରେନା ମୂଷା ଘରେ ଦରିଦ୍ର ଜନ୍ମ ଦେଇଥାନ୍ତି ଯାହାର କାରଣରୁ ଘରେ କେତେ ପ୍ରକାରର ବେମାରୀ ଦେଖା ଦେଇଥାଏ ଏବଂ ଏମାନେ ଆମ ଘରର ସବୁ ସାମାନ କୁ ନଷ୍ଟ କରିଥାନ୍ତି ଏହା ବ୍ୟତୀତ ଘରେ ମୂଷା ରହିବା ଦୂର ପିଲାଙ୍କୁ କେତେ ସବୁ ବେମାରୀ ହୋଇଥାଏ ପ୍ରାୟ ଲୋକ ଘରୁ ମୂଷା ଭାର କରି ବା ପାଇଁ କେତେ ସଵୁ ଉପୟ କରିଥାନ୍ତି ବଜାର ରେ କେତେ ସବୁ ଔଷଧ ମିଳି ଥାଏ ମୂଷା ମାରିବା ପାଇଁ ହେଲେ ମୂଷା କମନ୍ତି ନାହିଁ

ପ୍ରଥମ ଉପୟ ହେଲା ପିମ୍ପର ମିଟ ତେଲ ଏହି ତେଲ ବହୁତ ସହଜ ଉପୟ ରେ ମୂଷା କୁ ଘରୁ ଭାର କରିପାରିବ ତେଣୁ ଏହି ତେଲ ର ଘନ୍ଧ ହାଡ ହେଇଥାଏ ଏହି ଘନ୍ଧ କୁ ମୂଷା ମାନେ ସହି ପାରନ୍ତି ନାହଁ ତୁଳା କୁ ଛୋଟ ଛୋଟ କରି ପିମ୍ପର ମିଟି ତେଲ ଲଗେଇ ଦିଏନ୍ତୁ ଏହାକୁ ସେହି ସ୍ଥାନରେ ରଖିଦିଅନ୍ତୁ ଏହାର ଘନ୍ଧ ଜିବା ମାନେ ମୂଷା ସେଠାରୁ ପଳେଇବେ |

ବନ୍ଧୁଗଣ ଏହା ଗୋଟେ ଭଲ ଉପାୟ ଅଟେ ଏହା କରିବା ବହୁତ ସହଜ ହୋଇଥାଏ ମୂଷା ଦୂର କରିବା ପାଇଁ ଆଉ ଗୋଟେ ଉପାୟ ହେଲା ମରିଚ | କି ଏହି ଉପାୟ ରେ ଘରୁ ମୂଷା ଶୀଘ୍ର ବାହାରି ଯାଇଥାଏ ଏଥି ପାଇଁ ମରିଚ ଗୁଣ୍ଡ ଆଉ ଅଳ୍ପ ଅଟା ନିଅନ୍ତୁ ତାକୁ ଭଲସେ ମିଶ୍ରଣ କରନ୍ତୁ ଏବଂ ମୂଷା ରହୁଥିବା ଜାଗା ରେ ନେଇ ରଖନ୍ତୁ ମୂଷା ଯାଉଥିବା ବାଟରେ ରଖିଦିଅନ୍ତୁ ଏହା ପରେ ସେ ଖାଇବା ଦ୍ୱାରା ମୂଷା କୁ ବିଚଳିତ ହେଇଥାଏ ଏବଂ ମୂଷା ସେହି ଘରୁ ପଳେଇବେ ପିଲାଙ୍କୁ ଏହି ସବୁ ମିଶ୍ରଣ ପାଖରୁ ଦୂରେଇ ରଖିବେ

ବନ୍ଧୁଗଣ ତୃତୀୟ ଉପୟ ଟି ହେଲା ତେଜପତ୍ର କୁ ଆମେ ସବୁ ଖାଇବା ରେ ବ୍ୟବହାର କରିଥାଉ ବୋହୁତ କମ ଲୋକ ଜାଣିଛନ୍ତି କି ମୂଷାକୁ ଘରୁ ଭାରକରି ବାକୁ ତେଜପତ୍ରର ଔଷଧୀୟ ଗୁଣ ପଡିଥାଏ ଆପଣ ଚାରି ରୁ ପାଞ୍ଚଟି ତେଜପତ୍ର ନିଅନ୍ତୁ ରାତି ରେ ଶୋଇଲା ବେଳେ ନିଅନ୍ତୁ ଏହାକୁ ଜଳେଇ ଦିଅନ୍ତୁ କିଛି ସମୟ ପାଇଁ କବାଟ ଝରକା ଦେଇଦିଅନ୍ତୁ ତେଜପତ୍ରର ଘନ୍ଧରେ ମୂଷା ମାନେ ପଳେଇବେ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.