ଦର୍ଶକବନ୍ଧୁ ଯେ କୌଣସି ଥଣ୍ଡା ହେଉ ଯେ କୌଣସି କମ୍ପାନୀର ହଉ ତାହା ଆମ ସ୍ୱାସ୍ଥ୍ୟ ପାଇଁ ଖେତୀ କାରକ ଏହାର ବେବହାର ଏତେ ବଢି ଯାଇଛି ଲୋକ ମାନେ ଯେଉଁ ଠାକୁ ଯାଆନ୍ତୁ ଥଣ୍ଡା ନିଶ୍ଚୟ ପିଇ ଥାନ୍ତି କିନ୍ତୁ ଥଣ୍ଡା ଭିତରେ କରବନେଟେଡ଼ ପାଣି ଅଣ୍ଟିଫିସିଆଲ ରଙ୍ଗ ଚିନି ହାନିକାରକ ଏସିଡ଼ି ବହୁତ ପରିମାଣରେ ରହିଥାଏ ଆଉ ତାହା ଆମ ଶରୀରରେ ଅନେକ ଅସୁବିଦା ହେବାର କାରଣ ହୋଇଥାଏ ଥଣ୍ଡା ପିଇବାପରେ ଏକ ଘଣ୍ଟା ପରେ ଆମ ଶରୀରରେ କଣ କଣ ହୋଇଥାଏ ତାହାକୁ ଜାଣିବା |
ବନ୍ଧୁଗଣ ଆପଣ ଜଣାନ୍ତି କି ଏକ 350 mal ଥଣ୍ଡାରେ ପ୍ରାୟ 35 ରୁ 45 ଗ୍ରାମ ଚିନି ରହିଥାଏ ଥଣ୍ଡା ପିଇବାର 10 ମିନିଟି ଭିତରେ ଆମ ଦେହାର ଗୁଲୂକୋଜ ର ପରିମାଣ ଏତେ ମ୍ତରେରେ ବଢି ଯାଇଥାଏ ଯେତିକି ଗୁଲୂକୋଜ ଗୋଟିଏ ଦିନରେ ଦରକାର | ଥଣ୍ଡା ପିଇବାର 20 ମିନିଟି ପରେ ଆମ ଶରୀରରେ ସୁଗାର ମାତ୍ର ବହୁତ ଅଧିକ ହୋଇଯାଇଥାଏ ଯାହାକୁ ହଜମ କରିବା ପାଇଁ ଆମ ଶରୀରରେ ଇନ୍ସୁଲିନି ମଧ୍ୟ ଖୀବ୍ର ଗତିରେ ବଢିଥାଏ ଏକ ସମୟରେ ଏପରି ହେଉଥିବା କାରଣରୁ ଆମ ଲିଭର ଏହାକୁ ଠିକୀ ଭାବରେ ହେଣ୍ଡଲ କରିପାରେ ନାହିଁ |
ଏବଂ ସୁଗାର ମାତ୍ର ଅଧିକ ହେବା ଦ୍ୱାରା ଆମ ଶରୀର ସୁଗାରକୁ ହଜମ କରିବା ବଦଳରେ ମୋଟା ବା ଚର୍ବିରେ ପରିଣତ କରିଦେଇ ଥାଏ ଥଣ୍ଡାରେ ସିଗାରେଟ ଚା ଏବଂ କଫି ଭଳି କେଫିନି ମଧ୍ୟ ରହିଥାଏ ଯାଆ ଥଣ୍ଡା ପିଇବାର 40 ମିନିଟି ପରେ ହିଁ ଅବଜରବ ହୋଇଯାଇଥାଏ ଏହା ପିଇବା ଦ୍ୱାରା ନିଦ ଠିକି ସେ ନଲାଗିବା ସହିତ ଆମର ବ୍ଳଡ଼ପେସର ମଧ୍ୟ ବଢିବାକୁ ଲାଗିଥାଏ ଏହାକୁ କଣ୍ଟ୍ରୋଲ କରିବା ପାଇଁ ଆମର ଲିଭର ଅଧିକ ମାତ୍ରରେ ସୁଗାର ଛାଡ଼ିଥାଏ | ଥଣ୍ଡା ପିଇବାର 50ମିନିଟି ପରେ ହିଁ ମୁଣ୍ଡକୁ ଖୁସି କରୁଥିବା କେମିକାଲ ପରିମାଣ ବହୁ ମାତ୍ର ରେ ବଢି ଯାଇଥାଏ ଯାହାଦ୍ୱାର ଆମକୁ ଥଣ୍ଡା ପିଇବା ପରେ ଖୁସି ଅନୁଭବ ହୋଇଥାଏ |
ଆପଣଙ୍କୁ ଶୁଣିଲେ ଝଟକା ଲାଗି ପାରେ କିନ୍ତୁ ଥଣ୍ଡା ତିଆରି କରିବା ପାଇଁ କୌଣସି ପ୍ରକାରର ଫଳର ବେବହାର ହୋଇନଥାଏ ଏପରି ଏଥିରେ କିଛି ନାହିଁ ଯାହା ଆମ ଶରୀର କୁ ଲାଭ ଦାୟକ ହୋଇପାରିବ ଏହା ପିଇବା ଦ୍ୱାରା ପେଟ ଥଣ୍ଡା ହେବ ବଦଳରେ ଗରମ ହୋଇଯାଇଥାଏ ଏବଂ ଡାଇବେଟିସି ହାଟହାଟେକ ଆଦି ଏସିରିଡ଼ି ମଧ୍ୟ ରୋଗକୁ ନିମନ୍ତ୍ର କରିଥାଏ |
Check Also
ଖାଦ୍ୟ ଖାଇଲା ପରେ ପାଣି ପିଉଛନ୍ତି କି ହୋଇଯାଆନ୍ତୁ ସାବଧାନ, ନହଲେ ହୋଇପାରେ ଏହି ସବୁ ଅସୁବିଦା…
ଦର୍ଶକବନ୍ଧୁ ଶରୀର କୁ ସ୍ୱାସ୍ଥ୍ୟ ରଖିବା ପାଇଁ ଖାଦ୍ୟ ଖାଇବା ନିହାତି ଆବଶ୍ୟକ ଅଟେ ଶକ୍ତି ଶାଳୀ ଶରୀର ଆପଣଙ୍କୁ …