Breaking News

ଥଣ୍ଡା,କାଶ,କଫ ଭଲ କରେ ଏହି ଚମତ୍କାରି ପିଜୁଳି ପତ୍ରନ ଜାଣି ରଖନ୍ତୁ …

ବନ୍ଧୁଗଣ ଶୀତ ଦିନ ଆରମ୍ଭ ହେଲା ମାତ୍ରେ ଅନେକ ଲୋକଙ୍କୁ ଥଣ୍ଡା କାଶ ଭଳି ସମସ୍ୟା ଉତପୂର୍ଣ୍ଣ ହୋଇଯାଏ ସେଥିରୁ ବଞ୍ଚିବା ପାଇଁ ଆମେ ଗରମ ଗର୍ମ ଦିନିସ ସେବନ କରିଥାନ୍ତି ଫଳରେ ଆମକୁ ଗ୍ୟାସ ଏସିରିଟି ଏବଂ କବଚ ଭଳି ସମସ୍ୟା ଉତୁପର୍ଣ୍ଣ ହୋଇଯାଏ |

ଏମିତି ଆପଣଙ୍କୁ ନହଉ ସେଥି ପାଇଁ ମୁଁ ଆପଣଙ୍କ ସହିତ ଥଣ୍ଡା କାଶ କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ଗୋଟିଏ ବହୁତ ଭଲ ଚମତ୍କାରୀ ଘେରେଇ ଉପଚାର ନେଇଆସିଛି ଆପଣ ଏହାକୁ ସେବନ କରିବା ଦ୍ୱାରା ସବୁ ସମସ୍ୟା ଠିକୀ ହେବ | ବନ୍ଧୁଗଣ ଏଥି ପାଇଁ ଆପଣଙ୍କୁ ଆବଶକ୍ୟ ପିଜୁଳି ପତ୍ର ଏହା ଆପଣଙ୍କର ବାଡ଼ି ଘରୁ ବହୁତ ସହଜରେ ମିଳିଯିବ |

ପିଜୁଳି ଖାଇବା ଆମ ସୁସ୍ଥ ପାଇଁ କେତେ ଲାଭ ଦାୟକ ସମସ୍ତେ ଜାଣିଥିବେ ଏହାର ପତ୍ର ମଧ୍ୟ ବହୁତ ଚମତ୍କାରୀ ଅଟେ | ପିଜୁଳି ପାତ୍ରରେ ଭରପୁର ଭାବରେ ଭିଟାମିନି C ଏବଂ ଆଇରନ ଆଦି ମିଳିଥାଏ ଯଦି ଆପଣ ଥଣ୍ଡା କାଶ ଓ କଫ ସମସ୍ୟାରେ ଏହାର ଚା ବନାଇ ପିଇବେ ତେବେ ଆପଣଙ୍କୁ ବହୁତ ଲାଭ ମିଳିବ |

ଯଦି ଆପଣଙ୍କୁ ଝାଡା ଅଧିକ ହେଉଅଛି ବା କେଶ ଝଡ଼ୁ ଅଛି ଆଖି ଜନିତ କୌଣସି ସମସ୍ୟା ଅଛି ଏହି ସମସ୍ତ ସମସ୍ୟା ପାଇଁ ମଧ୍ୟ ଏହା ବହୁତ ଲାଭ ଦାୟକ ହୋଇଥାଏ | ଏଠାରେ ମୁଁ 5ରୁ 7ଟି ପିଜୁଳି ପତ୍ର ନେଇ ଅଛି ବେବହାର କରିବା ପୂର୍ବରୁ ଏହାକୁ ନିହାତି ଭଲ ଭାବରେ ସଫା କରନ୍ତି ଏହା ଜାଣିବା ଆପଣ ଏହାକୁ କିପରି ତିଆରି କରିବେ |

ପ୍ରଥମେ ଗୋଟିଏ ପାତ୍ର ଗ୍ୟାସ ରେ ବସାନ୍ତୁ ଆମକୁ ଏହାକୁ ଚା ପରି ବନେଇକୁ ହବ ଏକାଥରେ ସେବନ କରିବାକୁ ହେବ | ଆପଣ ଏଥିରେ ଦେଢ଼ ଗ୍ଲାସ ପାଣି ଢାଲନ୍ତୁ ଆପଣ ଏହି ପାଣିକୁ ଗରମ ହେବ ପାଇଁ ଛାଡି ଦିଅନ୍ତୁ ପାଣି ଗରମ ହୋଇଗଲାପରେ ପୂର୍ବରୁ ଧୋଇ ରଖିଥିବା ପିଜୁଳୁ ପତ୍ରକୁ ଆପଣ ଏଥିରେ ପକାନ୍ତୁ |

ପାଣିରେ ପକେଇ ସାରିବା ପରେ 8ରୁ 10ମିନିଟି ଗରମ କରନ୍ତୁ ଏଥିରେ ଆପଣ ଆହୁରି 2ଟି ଦିନିଷ ମିଶାନ୍ତୁ ଯଦି ଆପଣଙ୍କ ଗଲରେ ଭୟଙ୍କର କଫ ଜମା ହେଇଅଛି ତେବେ ଆପଣ ଏଥିରେ 4ରୁ 5ଟି ଗୋଲମରିଚ ପକେଇ ଦିଅନ୍ତୁ ତାପରେ ଏଥିରେ 3ରୁ 4ଟି ଲବଙ୍ଗ ପକେଇଦିଅନ୍ତୁ କେବଳ ଏତିକି ଦିନିଷ ପକାନ୍ତୁ |

ଆଉ ଅନ୍ୟ କୌଣସି ଦିନିଷ ଏଥିରେ ମିଶାନ୍ତୁ ନାହିଁ | ଆପଣ ଏହାକୁ ଦିନକୁ 2ଥର ସେବନ କରନ୍ତୁ ଆପଣଙ୍କୁ ଥଣ୍ଡା ଏବେ ଆରମ୍ବ ହୋଇଛି ଏହାକୁ ଆପଣ 2ଋ 3ଥର ସେବନ ଦ୍ୱାରା ଆପଣ ସମ୍ପୂର୍ଣ୍ଣ ଠିକି ହୋଇଯିବେ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.