Breaking News

ଠାକୁର ଦର୍ଶନ କରିବା ପାଇଁ ମହିଳା ଯାଇଥିଲେ, ପାହାଡୀ ରାସ୍ତାରେ ଚେତାଶୂନ୍ୟ ହେବାରେ ଯବାନ କାନ୍ଧରେ ବୋହି ସୁରକ୍ଷିତ ଜାଗାରେ ପହଞ୍ଚାଇଲେ, ଏହି ଯବାନଙ୍କ ପାଇଁ ନିଶ୍ଚୟ ଗୋଟିଏ ସେୟାର କରନ୍ତୁ

ଆର୍ମି ବେଶରେ ଯୁବକ ଆଉ ପିଠିରେ ମହିଳା ସଂପୂଣ୍ଣ ପାହାଡିଆ ରାସ୍ତା ଏ ଦୁଷ୍ୟ କହି ଦଉଚି ଏହି ପୋଲିସ କର୍ମୀ ଙ୍କ ବିରୋତ୍ ଗାଥା । ପିଠିରେ ତାଙ୍କ ର ଜଣେ ୬୮ ବର୍ଷ ବୁର୍ଦ୍ଧା ସେ ଫୁଣି ଅଚେତ ଅବସ୍ଥାରେ ପାହାଡିଆ ରାସ୍ତା ରେ ବୋହି ବୋହି ପୋଲିସ କର୍ମୀ ଚାଲି ଛନ୍ତି କିନ୍ତୁ ମୁହଁରେ ଥକା ପଣ ବୋଲି କିଛି ଗୋଟେ ନାହିଁ । ପୁରା ଘଟଣାଟି ଏହି ପରି ପୋଲିସ କର୍ମୀ ପିଠିରେ ବୁହା ହଉଥିବା ।

ଏହି ମହିଳା ଜଣଙ୍କ ଠାକୁର ଦର୍ଶନ କରିବାକୁ ଯାଇଥିବା ବେଳେ ରାସ୍ତାରେ ହଟାତ ଚେତା ଶୂନ୍ୟ ହୋଇଯାଇଥିଲେ । ଏବଂ ମେଡିକାଲ ପହଞ୍ଚେଇ ବା ପାଇଁ ୬ କିଲୋମିଟର ନିଜ ପିଠିରେ ବୋହି ଥିଲେ ଏହି ଶତନ୍ତ ପୋଲିସ କର୍ମୀ । ଆନ୍ଧ୍ରପ୍ରଦେଶ କଡପା ଜିଲ୍ଲା ବାସିନ୍ଦା ଏହି ୬୮ ବର୍ଷ ମହିଳା ମଙ୍ଗୀ ନାୟକ ଙ୍କ ମା, ତିରୂପତି ବାଲାଜ୍ ଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ ମାନସିକ କରିଥିଲେ ବସ୍ ରେ ଯାତ୍ରା ନ କରି ସେ ଚାଲି ଚାଲି ଯିବେ ବୋଲି ୧୨ କିଲୋମିଟର ପାହାଡ଼ ରାସ୍ତା ଓ ୩୫୫୦ ଟି ପାହାଚ ଚଢି ଠାକୁର୍ ଦର୍ଶନ କରିବେ ।

କିନ୍ତୁ ଉପବାସ ଥିବାରୁ ଅଧା ବାଟରେ ହଟାତ୍ ଚେତା ଶୂନ୍ୟ ହୋଇଯାଇଥିଲେ । ପାହାଡ଼ ରାସ୍ତା ହେଇଥିବାରୁ ହଟାତ ଏହି ସ୍ଥାନ ରେ ଆମାବୁଲାଂଶ ପହଞ୍ଚୀ ପାରିନଥିଲା ସେ ସ୍ଥାନ କୁ ଆମାବୁଲାଂଶ ପହଞ୍ଚି ବାକୁ କଷ୍ଟ ଦାୟକ ଥିଲା । ଏହା ସିଏ ଅନୁଭବ କରି ମହିଳାଙ୍କୁ ସାଙ୍ଗେ ସାଙ୍ଗେ ଅନଟା ଭିଡ଼ି ଥିଲେ ସେଠାରେ ଥିବା ପୋଲିସ କର୍ମୀ ଆର୍ଷାତ କହାରିକୁ କୁ ଅପେକ୍ଷା ନକରି ମହିଳାଙ୍କୁ ମେଡିକାଲ ନେଇଯାଇଥିଲେ ନିଜ ପିଠିରେ ବୋହୀ ଆର୍ଷାତ ।

ପ୍ରାୟ ୬ କିଲୋମିଟର ରାସ୍ତା ଅତିକ୍ରମ କରିଥିଲେ ଏହା ଦେଖି ସେଠାରେ ଥିବା ଭକ୍ତ ମାନେ ଆଶ୍ଚାଯ୍ୟା ହୋଇଯାଇ ଥିଲେ । କିଛି ଭକ୍ତ ଏହି ବିରୋତ ଙ୍କ ଭିଡିଓ ଭାଇରାଲା କରିଥିଲେ । ମହିଳାଙ୍କ ପାଇଁ ଦେବ ଦୂତ ସାଜିଥିଲେ ଏହି ପୋଲିସ କର୍ମୀ ଜଣକ । ଏଥିରେ ପସଂଶା କଲେ ବି କମ ହେବ ଏ ଦୃଶ୍ୟ ଯିଏ ବି ଦେଖୁଚି ସିଏ କହୁଚି ପୋଲିସ ହେବ ତ ଏମିତି ହେବ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ Viral ଭିଡିଓ – ଦଶମ ଶ୍ରେଣୀ ପରୀକ୍ଷା କମ ନମ୍ବର ଆସିବାରୁ ଛା-ତ୍ରୀ ତାଙ୍କର ହା-ତ କା-ଟି ଦେଲେ ଆଉ ତାପରେ

ଦର୍ଶକ ବନ୍ଧୁ ଚଳିତ ବର୍ଷ କରୋନା ପ୍ରଭାବ ରୁ ସବୁକିଛି ବନ୍ଦ ଅଛି ଯାହା ର ପ୍ରଭାବ ରେ ଜୀବନ …

Leave a Reply

Your email address will not be published. Required fields are marked *