Breaking News

ଥାଇଲାଣ୍ଡର ହିନ୍ଦୁ ଦେବୀ ଙ୍କ ରହସ୍ୟ ଆଉ ବିଶେଶ୍ୱତ୍ୟ ସମ୍ପର୍କ ରେ ଜଣାନ୍ତୁ……

ଦର୍ଶକବନ୍ଧୁ ଥଇଲାଣ୍ଡ ରେ ହିନ୍ଦୁ ଦେବୀ ନାରାୟଣ ଙ୍କ ମନ୍ଦିର ର ବିଶେଷତ୍ଵ ଆମ ଦେଶ ରେ ହିନ୍ଦୁ ଦେବା ଦେବୀ ଙ୍କ ମନ୍ଦିର ବିଶ୍ବ ପ୍ରସିଦ୍ଧ ତେବେ ବିଦେଶ ରେ ବେ କିଛି ହିନ୍ଦୁ ଦେବାଳୟ ଅଛି ଯେଉଁଗୁଡିକ ବିଶ୍ବ ପ୍ରସିଦ୍ଧ ସେମିତି ଏକ ମନ୍ଦିର ହଉଚି ଥଇଲାଣ୍ଡ ର ନାରାୟଣ ମା ମନ୍ଦିର | ଦେବୀ ନାରାୟଣୀ ମାଙ୍କୁ ଥଇଲାଣ୍ଡ ର ଆରାଧ୍ୟ ଦେବୀ ମଧ୍ୟ କୁହାଯାଏ ଏହି ମନ୍ଦିର ଟି ମଧ୍ୟ ମହାନ୍ ନାରାୟଣ ମନ୍ଦିର ନାମରେ ପ୍ରସିଦ୍ଧ | ନାରାୟଣ ମନ୍ଦିର ତାମିଲନାଡୁ ର ମୂଳ ମନ୍ଦିର କିନ୍ତୁ ପରବର୍ତ୍ତୀ ସମୟ ରେ ଦେବୀ ନାରାୟଣ ମାଙ୍କ ମନ୍ଦିର ଥଇଲାଣ୍ଡ ର ଭେଦନାମ ରେ ସ୍ଥାପିତ ହୋଇଥିଲା |

ଥଇଲାଣ୍ଡ ର ବ୍ୟାଙ୍କକ ରେ ଅବସ୍ଥିତ ଏହି ମନ୍ଦିର ୨୫୦ ବର୍ଷ ପୁରୁଣା ବ୍ୟଙ୍କକ ରେ ଅବସ୍ଥିତ ସବୁ ହିନ୍ଦୁ ମନ୍ଦିର ଠାରୁ ବଡ଼ ଏହି ମନ୍ଦିର ଏହି ମନ୍ଦିର ଉମଦେବି ନାମରେ ବି ପ୍ରସିଦ୍ଧ | ନାରାୟଣୀ ମା ଦେବୀ ଙ୍କ ଅଧିକାଂଶ ଭକ୍ତ ଦକ୍ଷିଣ ଭାରତୀୟ | ବିଶେଷ କରି ଘରେ ଘରେ ପୂଜା ପାଉଥିବା ଦାବି ହେଲେ ନାରାୟଣୀ ମହା ନାରାୟଣୀ ମନ୍ଦିର ପ୍ରାଙ୍ଗଣ ରେ ଗଣେଶ ଏବଂ କାର୍ତ୍ତିକ ମନ୍ଦିର ମଧ୍ୟ ଅବସ୍ଥିତ ୧୮୫୮ ମସିହା ବେଳକୁ ବ୍ରିଟିଶ ଉପନିବେଶ ବାଦ କୁ ପସନ୍ଦ ନ କରି ତତ୍କାଳୀନ ତାମିଲନାଡୁ ର ଅନେକ ଲୋକ ଦେଶ ଛାଡି ପଳାଇଥିଲେ |

ଭାରତ ଛାଡି ଚାଲିଆସିଥିବା ସେହି ତାମିଲ ଲୋକ ମାନେ ସେତେବେଳେ ଭେଦନାମ,ଗଙ୍ଗୋଡ଼ିଆ,ଅନ୍ଦୋନସିଆ,ଥୋଲାଣ୍ଡ ଭଳି ଦେଶ ରେ ଆଶ୍ରୟ ନେଇଥିଲେ | ସେମାନଙ୍କ ମଧ୍ୟରେ କେତାଜନ ବ୍ୟବସାୟୀ ଥିଲେ ସେହି ବ୍ୟବସାୟୀ ମାନଙ୍କ ପ୍ରଚେଷ୍ଟା ରେ ବ୍ୟଙ୍କକ ରେ ପ୍ରତିଷ୍ଠା ପାଇଥିଲେ ତାମିଲନାଡୁ ର ଦେବୀ ନାରାୟଣୀ ମାଙ୍କ ଭବ୍ୟ ମନ୍ଦିର | ବର୍ତ୍ତମାନ ଦେବୀ ନାରାୟଣୀ ମା ଥଇଲାଣ୍ଡ ରେ ଆରାଧ୍ୟ ସେବୀ ଭାବେ ପୂଜିତ ମନ୍ଦିର ର ମୁଖ୍ୟ ଅଂଶ ବିଭିନ୍ନ ଆକାରରେ ତିଆରି ହୋଇଛି ମନ୍ଦିର ରେ ନାରାୟଣୀ ମା ଙ୍କ ବଟିତ ଗଣେଶ,କାର୍ତ୍ତିକ,ଶିବ,କୃଷ୍ଣ,ବିଷ୍ଣୁ,ଲକ୍ଷ୍ମୀ,କାଲି,ସରସ୍ଵତୀ ଏବଂ ନଟରାଜ ଙ୍କ ମୂର୍ତ୍ତି ବିଦ୍ୟମାନ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.