Breaking News

ଟିମ ଇଣ୍ଡିଆ ଦଳ କୁ ଚଲାଉଛନ୍ତି ଏହି ବଡ ବ୍ୟକ୍ତି ଜାଣିଲେ ଆଶ୍ଚର୍ଯ ହେବେ !

ଗତ କିଛିଦିନ ହେଲା ପୂର୍ବତନ କ୍ରୀକେଟର ଙ୍କ କିଛି କମେନ୍ଟ ଏବେ ଭାରତୀୟ ଦଳ ଉପରେ ରହିଛି | ଯାହାକୁ ନେଇ ସମୀକ୍ଷକ ମାନେ ମଧ୍ୟ ବିଭିନ୍ନ ସମୀକ୍ଷା କରୁଛନ୍ତି | ଏଥିମଧ୍ୟରେ ଇଂଲଣ୍ଡ ବିରୁଦ୍ଧରେ ଖେଳଯାଉଥିବା ପ୍ରଥମ ୱାନଡ଼େରେ ୟଯବିନ୍ଦର ଚହଲ ଙ୍କୁ ଖେଳିବାକୁ ସୁଯୋଗ ଦିଆ ଯାଇନଥିଲା | ତେବେ ଟୀମ ର ଏଭଳି ଚୟନ ନୀତି କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ | ତେବେ ଅଜୟ ଜଡେଜା ମଧ୍ୟ ଟୀମ ଇଣ୍ଡିଆ କୁ ନେଇ କିଛି ଟିପ୍ପଣୀ ଦେଇଛନ୍ତି | ଯାହା କ୍ରିକେଟ ସମୀକ୍ଷକ ଙ୍କୁ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଛନ୍ତି | ତେବେ ଦଳକୁ କିଏ ଚଳାଉଛି |

ରବି ଶାସ୍ତ୍ରୀ ଚଳାଉଛନ୍ତି ନା ବିରାଟ ଚଳାଉଛନ୍ତି | ତେବେ ଅଧିନାୟକ ବିରାଟ କୋହଲୀ ଭାରତୀୟ ଦଳର ଭବିଷ୍ୟତ ଲେଖିବା ଭଳି କ୍ଯାପଟେନ | କିନ୍ତୁ ଟୀମ କୁ ଆଗକୁ ନେଇ ରେକର୍ଡ ରଚିବା ପଛର ନାୟକ ରବି ଶାସ୍ତ୍ରୀ | ତେବେ ଶାସ୍ତ୍ରୀ ଙ୍କ କାର୍ଯ୍ୟ କାଳ ସମୟରେ ଭାରତୀୟ ଖେଳାଳି ମଧ୍ୟ ଭଲ ପଦର୍ଶନ କରିଛନ୍ତି | ତେବେ ପୂର୍ବତନ କ୍ରିକେଟର ଅଜୟ ଜଡେଜା କହିଛନ୍ତି ଯେ କ୍ଯାପଟେନ ବିରାତ ଅଛନ୍ତି ହେଲେ ଟୀମ କୁ ଚଳାଉଛନ୍ତି ରବିଶାସ୍ତ୍ରୀ |

ପୂର୍ବ ରୁ ଅନେକ ମ୍ଯାଚରେ ଶାସ୍ତ୍ରୀ ଏବଂ କୋହଲୀ ଙ୍କର କୋଚ ଏବଂ କ୍ୟାପଟେନସି ରେ ଭଲ ପଦର୍ଶନ କରିଛନ୍ତି | ଆହୁରି ମଧ୍ୟ ଟୀମ କୁ ଦୁଇ ଥର ୱ୍ବାର୍ଲ୍ଡ ଚ୍ଯାମ୍ପିୟନଶିପ ମଧ୍ୟ କରାଇଛନ୍ତି |ଯଦିଓ ଟୀମ ଇଣ୍ଡିଆ ଆଇସିସି ଟାଇଟଲ ଜିତିବାରେ ବିଫଳ ହୋଇଛି | ଅଭ୍ୟାସ ହେଉ ଅଥବା ଉଦେଶ୍ୟ ଗତ ତିନି ଚାରି ବର୍ଷ ହେଲା ଏହା ଦ୍ରୁଶ୍ଯ ମାନ ହେଉଛି | କାରଣ ଫଳା ଫଳ କୁ ଖାତିର ନକରି ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ନାହିଁ | ତେବେ ପାର୍ଥକ୍ଯ ହେଉଛି କେବଳ ତାଙ୍କ ଚିନ୍ତା ଧାରା ବୋଲି ଜାଡେଜା କହିଛନ୍ତି | 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଜିଓର ଧମାକାଦାର ଦଶହରା ଅଫର, ବହୁତ କମ ପଇସା ରେ ଏବେ ମିଳିବ ଅଧିକ ଡାଟା, ଜାଣନ୍ତୁ କେମିତି ପାଇବେ

ଦର୍ଶକ ବନ୍ଧୁ ଯେଉଁମାନେ ଜିଓ , ଜିଓ ଫୋନ ନେକ୍ସ୍ଟ ର ଆରମ୍ଭ ପୂର୍ବ ରୁ ଜିଓ ଫୋନ ବ୍ୟବହାର …

Leave a Reply

Your email address will not be published. Required fields are marked *