ଏହା ପଛରେ ରହିଛି ବଡ଼ କାରଣ ଦୁନିଆରେ ଅନେକ ପ୍ରକାରର ଗାଡି ରହିଛି ସବୁ ଗାଡ଼ିରେ ଟାୟାର ଲଗାଯାଇଥାଏ କେବେଳ ଗାଡି କାହଁକି ପ୍ଲେନ ରେ ମଧ୍ୟ ଟାୟାର ଲାହାଯାଇଥାଏ ଗାଡି ଯେଉଁ ରଙ୍ଗର ହେଉ ନା କାହିଁକି ତାର ଟାୟାର ସବୁବେଳେ କଲା ରଙ୍ଗର ରହିଥାଏ କ୍ୱିନ୍ୟୁ କେବେ ଭାବିଛନ୍ତି କି ଗାଡି ଟାୟାରରଙ୍ଗ କାହିଁକି କଲା ହୋଇଥାଏ ଆସନ୍ତୁ ଜାଣିବା |
1917 ମସିହା ପୂର୍ବରୁ ସବୁ ଗାଡି ଟାୟାର ରଙ୍ଗ ଧଳା ରହୁଥିଲା ପରେ ଏହାକୁ ପରିବର୍ତନ କରି କଲା ରଙ୍ଗ କରି ଦିଆଯାଇଛି କୁହାଯାଏ 1917 ମସିହା ପୂର୍ବରୁ ସବୁ ଗାଡିର ଟାୟାରକୁ ସୁଧ ରାବରରେ ତିଆରି କରାଯାଉଥିଲା ଯେଉଁଥିପାଇଁ ଟାୟାର ଓଜନ ପୁରା ହାଲୁକା ରହୁଥିଲା ଓଜନ ବଢାଇବା ପାଇଁ ଟାୟାରବିତରେ ଜିଙ୍କି ଓ ଆକ୍ସାଇଡି ବେବହାର କାରଯୁଉଥିଲା ତଥାପି ଟାୟାର ଓଜନ ଖୁବୁ ହାଲୁକା ରହୁଥିଲା ତେଣୁ ଟାୟାର ଓଅଜନ ଏବଂ ଟାୟାର ଆହୁରି ମଜୂଭୁତ କରିବା ପାଇଁ |
ଟାୟାରକମ୍ପାନୀ ଗୁଡିକ ଏହା ବିକଳ୍ପ ଖୋଜି ଥିଲେ କାରଣ ସୁଧ ରାବରରେ ତିଆରି ହୋଇଥିବା ଟାୟାରଖରରରେ ଶୀଘ୍ର ନଷ୍ଟ ହେଉଯାଉଥିଲା ଟାୟାର ଫାଟ ସୃଷ୍ଟି ହୋଇ ଜଲଦି ଫାଟି ଯାଉଥିଲା ତେଣୁ ଟାୟାର ମଜହୁଭୁତ କରିବା ପାଇଁ ଟାୟାର ରେ କାରଵାନ ବେବହାର କରାଗଲା | କାର୍ବନ କୁ ଟାୟାର ମିଶାଇବା ଦ୍ୱାରା କାର୍ବନ ସୂର୍ଯ୍ୟର ରସୀମୀକୁ ବନ୍ଦ କରିଦିଏ |
ଟାୟାର ଫାଟ ସୃଷ୍ଟି ହେବାରୁ ରକ୍ଷା କରିଥାଏ ଯାହା ଦ୍ୱାରା ଟାୟାରଆୟୁଷ ବଢ଼ିଯାଇଥାଏ ଏହା ସହିତ ରାସ୍ତାରେ ଚାଲିଲା ବେଳେ ଟାୟାରଫାଟିଯିବାର ଭୟ କମ ହୋଇଥାଏ ସବୁଠାରୁ ବଡ଼ କଥା ହେଉଛି ଟାୟାର କାର୍ବନ ମିଶ୍ରଣ କାରଣରୁ ହିଁ ଟାୟାର ରଙ୍ଗ କଲା ହୋଇଥାଏ |
Check Also
ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !
ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …