ଦର୍ଶକବନ୍ଧୁ ତାତିରୁ ସିଜୁଛି ସାରା ଓଡିଶା ଏତିକି ବେଳେ ପାଣିପାଗ ବିଭାଗ ପକ୍ଷରୁ ଆସିଛି ଏକ ବଡ଼ ଖବର ଗୁରୁତ୍ୱ ପୂର୍ଣ୍ଣ ଖବର ଖୁସି ଖବର କଣ ସେହି ଖୁସି ଖବର ଚାଲନ୍ତୁ ଜାଣିନେବେ | ମେ 4 ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୁନି ବଳୟ 5 ତାରିଖରେ ହେବ ଲଘୁଚାପ | 5 ତାରିଖରେ ଲଘୁଚାପ ରୂପ ନେଇ ଳାଘୁଚାପ ରେ ପରିଣତ ହେବ ଏହି ଗରମ ତାତିରୁ ନିସ୍ତାର ପାଇବା ପାଇଁ ଏହା ଠାରୁ ବଳି ଖୁସି ଖବର ଆଉ କିଛି ହୋଇ ନପାରେ |
ତେବେ ତାତିରୁ ମିଳିବ ନିସ୍ତାର ଆସନ୍ତା ମେ 4 ତାରିଖରେ ଦକ୍ଷିଣ ଆଣ୍ଡମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପୂର୍ବାନୂମାନ କରିଛି ଭରତୀୟ ପାଣିପାଗ କେନ୍ଦ୍ର 5 ତାରିଖ ସୁଦ୍ଧା ଏହା ଘନିଭୁତ ହୋଇ ଲଘୁଚାପରେ ପରିଣତ ହେବ | ଯାହା ଫଳରେ ଦେଶରେ ବିଭିନ୍ନ ସ୍ଥାନରେ ବର୍ଷ ହେବାର ସମ୍ଭାବନା ରହିଛି ତେବେ ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଜାରି ରହିଥିଲା ବେଳେ ଲଘୁଚାପ ର ଅଶସ୍ତୀ ଆଣିବାର ସମ୍ଭାବନ ରହିଛି |
ମେ 4 ତାରିଖ 2022 ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ଅଖା ପାଖ ଅଞ୍ଚଳରେ ଏକ ଘୁନି ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ଯାହାର ପ୍ରଭାବହରେ ପରବର୍ତୀ 24 ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଲଘୁଚାପ ସୁଷ୍ଟି ହେବାର ସମ୍ଭାବନା ରହିଛି | ସୁଷ୍ଟି ଜିଇବାର 24 ଘଣ୍ଟା ମଧ୍ୟରେ ଘନି ଭୁତ ହେବାର ସମ୍ଭାବନା ରହିଛି ତେବେ ଦେଶର ବିଭିନ୍ନ ସ୍ଥାନରେ ଚଲତ ବର୍ଷର ତାପମାତ୍ରା ପୂର୍ବର ସବୁ ରେକଡ଼ ଭାଙ୍ଗି ଦେଇଛି ରାଜଧାନୀ ଦିଲ୍ଲୀ ତତଲା ତାୱା ରେ ଭାଜି ହେଉଥିଲା ବେଳ ଆଜି ପାରଦ 46 ଡିଗ୍ରୀ ଛୁଇଁଛି ବୋଲି ପାଣିପାଗ ବିଭାଗ ଅକାଳ କରିଛି |
ସେପଟେ ମଧ୍ୟ ପ୍ରଦେଶ ଜାମୁ କାଶ୍ମିରୀ ପଞ୍ଜାବ ହରିଆନରେ ବି ଗ୍ରୀଷ୍ମ ପ୍ରଭାବ ଯୋଗୁଁ ଘରୁ ବାହାରିବା ମୂଷିକିଲି ହୋଇପଡିଛି ଦେଶର ଅଧିକ ଅଂଶ ସ୍ଥାନରେ ତାପମାତ୍ର 45 ଡିଗ୍ରୀରୁ ଅଧିକ ରହିଛି ଆସନ୍ତା 3 ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ପଶ୍ଟିମ ଅଞ୍ଚଳରେ ତାପମାତ୍ରା ଆହୁରି 2 ଡିଗ୍ରୀ ବଢିବା ନେଇ ଭରତୀୟ ପାଇପାଗ ବିଭାଗ ସତର୍କ ସୂଚନା ଦେଇଛି ରାଜଧାନୀ ଦିଲ୍ଲୀ ସମତେ ଅନ୍ୟ କେତକ ହିଟି ୱେବ ଆଲଟ ଜାରି କରାଯାଇଛି |
ଗତକାଲି ତୁଳନାରେ ଓଡ଼ିଶାରେ ବିହାର ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ରେ ସାମାନ୍ୟ ହ୍ରସା ପାଇଛି ବୋଲି ପାଇପାଗ ବିଜ୍ଞାନ ଆକଳନ କରିଛନ୍ତି | ଆସନ୍ତା 4 ତୀଖରେ ଲଘୁଚାପ ଘନିଭୁତ ହୋଇ 5 ତୀଖରେ ଲଗୁଚାପ ରେ ପରିଣତ ହେବାର ସମ୍ଭାବନା ରାଇଛି ଏହା ସହ ତାତିରୁ ମିଳିବ ଶାନ୍ତି ବୋଲି ଆସ କାରାଯାଉଛି ଏହି ଗରମ ଋତୁରେ ଭାଜି ହେଉଥିଲା ଲୋକଙ୍କୁ ସାମାନ୍ୟ ଆଶସ୍ତୀ ଦେବାକୁ ଆସିଯାଇଛି ଲଗୁଚାପ |
Check Also
ସାବଧାନ; ଅତି ଭୀଷଣ ରୂପ ନେଲା ଲଘୁଚାପ, ବାଲେଶ୍ଵର ସହ 13 ଜିଲ୍ଲାକୁ ହାଇ ଆଲଟ ଜାରି |
ନମସ୍କାର ଦର୍ଶକବନ୍ଧୁ ଲଘୁଚାପ ପ୍ରଭାବ ରେ ରାଜ୍ୟରେ ଜାରି ରହିଛି ବର୍ଷା ଉପକୂଳ ଜିଲ୍ଲା ସମେତ ଦକ୍ଷିଣ ଓଡିଶା ରେ …