Breaking News

Tarini Akhira Tara ସିରିଏଲର ଅଭିନେତା ମାନଙ୍କର ଶିକ୍ଷାଗତ ଯୋଗ୍ୟତା ଶୁଣିଲେ ଆପଣ ବି ଚମକି ପଡିବେ, ଏହି ହିରୋ ସବୁଠୁ ପଛରେ ଦେଖନ୍ତୁ….

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ତାରିଣୀ ଆଖିର ତାରା ସିରିଏଲ ନିଶ୍ଚିତ ଦେଖିଥିବେ କିନ୍ତୁ ଆପଣ ମାନେ ଜାଣିଛନ୍ତି କି ଏଥିରେ ଅଭିନୟ କରୁଥିବା ଆକ୍ଟର ମାନେ କେଉଁ ପ୍ରଜ୍ୟାନ୍ତ ପାଠ ପଢିଛନ୍ତି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା |

ନମ୍ବର 1 ରେ ଆସୁଛନ୍ତି ସୁମନ ପଟ୍ଟନାୟକ – ଯିଏକି ଏହି ସିରିଏଲ ରେ ତାରିଣୀ ଭୂମିକାରେ ଅଭିନୟ କରୁଛନ୍ତି ସୁମନ ଭୁବନେଶ୍ୱର ର ଶ୍ରୀ ଅରୋବିନ୍ଦ ଇନଷ୍ଟିଚ୍ୟୁ ଅଫ ଇଣ୍ଟିଗ୍ରଲ ଏଜିକେଶନ ରେ ଗ୍ରାଜୁଏସନ କରିଛନ୍ତି |

ନମ୍ବର 2 ରେ ଆସୁଛନ୍ତି ମିଲି ମହାନ୍ତି – ଯିଏକି ଏହି ସିରିଏଲ ରେ କନିକା ଭୂମିକାରେ ଅଭିନୟ କରୁଛନ୍ତି ମିଲି ଭୁବନେଶ୍ୱର ର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଗ୍ରାଜୁଏସନ କରିଛନ୍ତି |

ନମ୍ବର 3 ରେ ଆସୁଛନ୍ତି ମିଥିଲେସ କୁମାର – ଯିଏକି ଏହି ସିରିଏଲ ରେ ଭିର ଭୂମିକାରେ ଅଭିନୟ କରୁଛନ୍ତି ଆଉ ତାଙ୍କର ଏଡୁକେସନାଲ କ୍ୱାଲିଫିକେସନ ହେଉଛି ଗ୍ରାଜୁଏସନ୍ |

ନମ୍ବର 4 ରେ ଆସୁଛନ୍ତି ଦେବ ମହାନ୍ତି – ଯିଏକି ଏହି ସିରିଏଲ ରେ ତରୁଣ ଭୂମିକାରେ ଅଭିନୟ କରୁଛନ୍ତି ଦେବ ସରସ୍ଵତୀ ବିଦ୍ୟା ମନ୍ଦିର ରୁ ଗ୍ରାଜୁଏସନ୍ କରିଛନ୍ତି |

ନମ୍ବର 5 ରେ ଆସୁଛନ୍ତି ସପ୍ଲିନ ମିଶ୍ର – ଯିଏକି ଏହି ସିରିଏଲ ରେ ତୁଷାର ଭୂମିକାରେ ଅଭିନୟ କରୁଛନ୍ତି ସପ୍ଲିନ୍ ଙ୍କ ଏଡୁକେସନ କ୍ୱାଳିଫିକେସନ ହେଉଛି MBA |

ନମ୍ବର 6 ରେ ଆସୁଛନ୍ତି ଅସୀମା ପତି – ଯିଏକି ଏହି ସିରିଏଲ ରେ ତାରା ଭୂମିକାରେ ଅଭିନୟ କରୁଛନ୍ତି ଅସୀମା କାନ୍ଦରପୁର କଲେଜ ରୁ ଗ୍ରାଜୁଏସନ୍ କରିଛନ୍ତି |

ନମ୍ବର 7 ରେ ଆସୁଛନ୍ତି କାଜଲ ମିଶ୍ର – ଯିଏକି ଏହି ସିରିଏଲ ରେ ମୋହିନୀ ଭୂମିକାରେ ଅଭିନୟ କରୁଛନ୍ତି କାଜଲ ଙ୍କର ଏଡିକେସନ କ୍ୱାଲିଫିକେସନ୍ ହେଉଛି ଗ୍ରାଜୁଏସନ୍ |

ନମ୍ବର 8 ରେ ଆସୁଛନ୍ତି ମାମୁନି – ଯିଏକି ଏହି ସିରିଏଲ ରେ ରୁକ୍ମଣୀ ଭୂମିକାରେ ଅଭିନୟ କରୁଛନ୍ତି ମାମୁନି ଙ୍କର ଏଡିକେସନାଲ କ୍ୱାଳିଫିକେସନ୍ ବ୍ୟାଚଲର ଅଫ ଆଡସ |

ନମ୍ବର 9 ରେ ଆସୁଛନ୍ତି ବର୍ଷା ପାତ୍ର – ଯିଏକି ଏହି ସିରିଏଲ ରେ ରୂପସୀ ଭୂମିକାରେ ଅଭିନୟ କରୁଥିଲେ ବର୍ଷା ପୁରୀର ନିଗମାନନ୍ଦ ଓମେନ୍ସ କଲେଜ ରୁ ଗ୍ରାଜୁଏସନ୍ କରିଛନ୍ତି |

ନମ୍ବର 10 ରେ ଆସୁଛନ୍ତି ରଞ୍ଜିତା ପାଣିଗ୍ରାହୀ – ଯିଏକି ଏହି ସିରିଏଲ ରେ ତନୁଜା ଭୂମିକାରେ ଅଭିନୟ କରୁଛନ୍ତି ରଞ୍ଜିତା ଭୁବନେଶ୍ୱର ର ବିର୍ଲା ଗ୍ଲୋବାଲ ୟୁନିଭର୍ସସିଟି ରୁ ମାଷ୍ଟର ଇନ୍ ମାସ କମ୍ୟୁନିକେସନ ଆଣ୍ଡ ଯୌର୍ଣାଲିଜ୍ମ କରିଛନ୍ତି|

About odisha news

Check Also

ଏହି 10 ଜଣ ଓଡ଼ିଆ ଅଭିନେତ୍ରୀଙ୍କ ସ୍ୱାମୀ କରୁଛନ୍ତି ଏପରି କାମ ଯାହାକୁ Janila ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !

ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ଓଲିଉଡର ଅଭିନେତ୍ରୀ ମାନଙ୍କର ସ୍ବାମୀମାନେ କେଉଁ ବିଜନେସ କରନ୍ତି। ବନଜା ପଣ୍ଡା-ଦର୍ଶକ ବନ୍ଧୁ …

Leave a Reply

Your email address will not be published. Required fields are marked *