Breaking News

ତାରିଣୀ ଆଖିରେ ତାରା ସିରିଏଲ ରେ ଅଭିନୟ କରୁଥିବା କାଜଲ ମିଶ୍ରଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ଓ ତାଙ୍କ ସ୍ୱାମୀ କିଏ ?

ହେଲୋ ଫ୍ରେଣ୍ଡ୍ସ ଆପଣମାନେ କାଜଲ ମିଶ୍ରଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଯିଏ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ତେବେ ଦର୍ଶକବନ୍ଧୁ ଆଜି ଆମେ ଆସନ୍ତୁ ଜାଣିବା 90ଦଶକର ଏହି ଚୁଳ ବୁଲ ଅଭିନେତ୍ରୀ କାଜଲ ମିଶ୍ରଙ୍କ ପ୍ରକୃତ ପରିବାର ବିଷୟରେ | ଦର୍ଶକବନ୍ଧୁ ଆଲବମ ର କାଜଲ ତାଙ୍କର ଅଭିନୟ ଜୀବନର ଆରମ୍ଭ କରି ପରବର୍ତ୍ତୀ ସମୟରେ ବହୁତ ସାରା ଫିଲ୍ମ ଓ ସିରିଏଲ ରେ ତାଙ୍କର ଜଲବା ଦେଖାଇସାରିଛନ୍ତି |

ସବୁ ଚରିତ୍ରରେ ନିଖୁଣ ଭାବରେ ଅଭିନୟ କରି କାଜଲ ଦିନ କୁ ଦିନ ଲୋକପ୍ରିୟତା ହାସଲ କରିପାରିଛନ୍ତି | ତେବେ ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ ଯେ କାଜଲ ତାଙ୍କ ପର୍ସୀନାଲ ଲାଇଫ କୁ ନିଜଠୁ ସର୍ବଦା ଦୁରେଇ ରଖିଥାନ୍ତି ତେବେ ଆଜି ଆମେ ଜାଣିବା କାଜଲ ମିଶ୍ର ଙ୍କ ପ୍ରକୃତ ସ୍ୱାମୀ ଓ ତାଙ୍କର ଝିଅଙ୍କ ବିଷୟରେ |

ଦର୍ଶକବନ୍ଧୁ କାଜଲ ରିଅଲ ଲାଇଫ ରେ ବିବାହ କରିଛନ୍ତି ଆଉ ତାଙ୍କର ସ୍ୱାମୀଙ୍କ ନାଁ ହେଉଛି ଦୁଷ୍ମନ୍ତ ପଣ୍ଡା ଯାହାକୁ କି ଆପଣମାନେ ବେଶ ଭଲଭାବରେ ଜାଣିଥିବେ ତେବେ ଦୁଷ୍ମନ୍ତ ହେଉଛନ୍ତି ଓଲିଉଡ଼ ୱିଣ୍ଡସରଇ ର ଜଣେ ଲୋକପ୍ରିୟ ଅଭିନେତା କାଜଲ ଏବଂ ଦୁଷ୍ମନ୍ତ 2011 ମସିହାରେ ସୁଟିଂ ସେଟ ରୁ ଭଲପାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ |

ତେବେ ଦର୍ଶକବନ୍ଧୁ କାଜଲ ଏବଂ ଦୁଷ୍ମନ୍ତଙ୍କର ଜଣେ ଛୋଟ ଝିଅ ମଧ୍ୟ ଅଛନ୍ତି ଯାହାଙ୍କ ନାଁ ହେଉଛି ଐଶ୍ଵରିୟା ପଣ୍ଡା ତେବେ ଦର୍ଶକବନ୍ଧୁ କାଜଲ ତାଙ୍କ ଝିଅ ଏବଂ ତାଙ୍କ ସ୍ୱାମୀଙ୍କ ସହିତ ଖୁବ ଖୁସିରେ ଅଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ କାଜଲଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.