Breaking News

ଭିଡିଓ ଦେଖନ୍ତୁ – ତରାତାରିଣୀ ସିରିଏଲର ରୂପମ ଓ ତାରିଣୀ (Lipi) ଙ୍କ ବାହାଘର ସରିଲା – Ollywood

ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଓଡିଆ ଲୋକ ସିରିଏଲ ଦେଖିବାକୁ ବହୁତ ଭଲ ପାଆନ୍ତି |ତେବେ ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ତାରା ତାରିଣୀ ନିଶ୍ଚୟ ଦେଖିଥିବେ |ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଥିବା ତାରିଣୀ ଙ୍କୁ ନିଶ୍ଚୟ ଜାଣିଥିବେ |

ତେବେ ବନ୍ଧୁଗଣ ତାରିଣୀ ଓ ରୂପମ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଗତ କାଲୀ ରୂପମ ଓ ତାରିଣୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି |ଏହି ବାହାଘରରେ ତାରା ତାରିଣୀ ସିରିଏଲ ର ସମସ୍ତ କଳାକାର ମାନେ ଉପସ୍ଥିତ ଥିଲେ |ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ପାଖା ପାଖି ଦୁଇବର୍ଷ ଧରି ତରଙ୍ଗ ଟିଭି ରେ ପ୍ରସାରିତ ହୋଇଆସୁଛି ଲୋକପ୍ରିୟ ସିରିଏଲ ତାରା ତାରିଣୀ |ଏହି ସିରିଏଲ ର କାହାଣୀ ଓ ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ଦର୍ଶକ ମାନେ ଖୁବ ପସନ୍ଦ କରୁଛନ୍ତି |

ଏହା ସହିତ ଏହି ସିରିଏଲ ର ମୁଖ୍ୟ ଅଭିନେତ୍ରୀ ତାରିଣୀ ଓ ଏହି ସିରିଏଲ ର ମୁଖ୍ୟ ଅଭିନେତା ରୂପମ ଙ୍କର ଲଭ ରୋମାନ୍ସ ଦେଖିବା ପାଇଁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ ମଧ୍ୟ କରୁଛନ୍ତି |ଏବେ କିଛି ଦିନ ତଳେ ରୂପମ ଓ ତାରିଣୀ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି| ଏହି ବିବାହ ରେ ତାରା ତାରିଣୀ ସିରିଏଲ ର ସମସ୍ତ କଳାକାର ମାନେ ଉପସ୍ଥିତ ଥିଲେ |

ଏହା ସହିତ ଓଡିଆ ସିରିଏଲ ଦୁନିଆର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇ ତାରିଣୀ ଓ ରୂପମ ଙ୍କୁ ବିବାହ ର ଅନେକ ଅନେକ ଶୁଭେଛ୍ୟ ଓ ଶୁଭକାମନା ଜଣାଇଥିଲେ |ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ତାରିଣୀ ଓ ରୂପମ ଏହି ସିରିଏଲ ରେ ଖୁବ ସୁନ୍ଦର ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି |

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *