Breaking News

ତରଙ୍ଗ ଟିଭି ରେ ଅଭିନୟ କରୁଥିବା ହିରୋ ମାନଙ୍କ ପ୍ରକୃତ ମା Mane ଦେଖିବାକୁ କୋଉ ଅଭିନେତ୍ରୀ ଙ୍କ ଠୁ କମ ନୁହନ୍ତି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ମାନଙ୍କୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହି ସିରିଏଲ ମାନଙ୍କରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଥିବା ହେରା ମାନଙ୍କୁ ମଧ୍ୟ ଆପଣ ବେଶେ ଭଲ ପାଇବା ଦେଇଥିବେ କିନ୍ତୁ ଫ୍ରେଣ୍ଡସେ ଆପଣ ମାନେ କଣ ଜାଣିଛନ୍ତି ଆପଣ ମାନଙ୍କର ପସନ୍ଦ ହେର ମାନଙ୍କର ପ୍ରକୃତ ମା ମାନଙ୍କ ବିଷୟରେ କଣ କେବେ ଦେଖିଛନ୍ତି କି | ଆପଣ ମାନଙ୍କର ପସନ୍ଦ ହେର ମାନଙ୍କର ପ୍ରକୃତ ମା ମାନଙ୍କୁ ଯଦି ତାଙ୍କ ବିଷୟରେ କିଛି ଜାଣିନାହାନ୍ତି ତାହାଲେ ଜଣାନ୍ତୁ |

ଏକ ନମ୍ବର ରେ ଆସୁଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ସିରିଏଲ ସିନ୍ଦୁରର ଅଧିକାର ସିରିଏଲରେ ହେରା ଆରବ ଏ ହେଉଛନ୍ତି ଆରବଙ୍କର ମା ସେ ଠିକି ଦେଖିବାକୁ ଆରବଙ୍କ ପରି ବହୁତ ସୁନ୍ଦର |

ତେବେ ଏହାପରେ ନମ୍ବର ଦୁଇରେ ଆସୁଛନ୍ତି ସିନ୍ଦୁରର ଅଧିକାର ସିରିଏଲ ରେ ଅଭିନୟ କରୁଥିବା ମିଠୁ ବାବୁ ତେବେ ଫ୍ରେଣ୍ଡସେ ଏ ହେଉଛନ୍ତି ମିଠୁ ବାବୁ ଙ୍କର ମା ଯିଏକି ଦେଖିବାକୁ ବହୁତ ସୁନ୍ଦର |

ଏହାପରେ ନମ୍ବର ତିନି ରେ ଆସୁଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ରାଜବିରି ଫ୍ରେଣ୍ଡସେ ରାଜଵିରିଙ୍କର ପ୍ରକୃତ ନାଁ ହେଉଛି ଜଗଦୀଶ | ଏ ହେଉଛନ୍ତି ତାଙ୍କର ମା ଯିଏକି ଦେଖିବାକୁ ଠିକି ରାଜବିରି ଙ୍କ ପରି ତାଙ୍କ ମା ବହୁତ ସୁନ୍ଦର ଅଟନ୍ତି |

ନମ୍ବର ଚାରିରେ ଆସୁଛନ୍ତି ଆପଣ ମାନଙ୍କର ଅତି ପ୍ରିୟ ହିରୋ ତୁଷାର ତୁଷାରଙ୍କୁ ଆପଣ ମାନେ ତାରିଣୀ ଆଖିରେ ତାରା ସିରିଏଲରେ ଅଭିନୟ କରୁଥିବାର ନିଶ୍ଚୟ ଦେଖିବାକୁ ପାଇଥିବେ ତେବେ ଇଏ ହେଉଛନ୍ତି ତୁଷାରଙ୍କର ମା ଯିଏକି ଜଣେ ଯାତ୍ରା କଳାକାର |

ତେବେ ଏହାପରେ ଆସୁଛନ୍ତି ଆପଣ ମାନଙ୍କର ଅତିପ୍ରିୟ ଗୌରୀ ସିରିଏଲର ଆଦିତିୟ ତେବେ ଇଏ ହେଉଛନ୍ତି ଆଦିତିୟ ଙ୍କର ମା ତେବେ ଫ୍ରେଣ୍ଡସେ ଆପଣ ମାନେ ଜାଣିଲେ ଆପଣ ମାନଙ୍କର ପସନ୍ଦର କଳାକାର ମାନଙ୍କର ପ୍ରକୃତ ମା ମାନଙ୍କ ବିଷୟରେ ତେବେ ଆପଣ ମାନଙ୍କୁ ଏହି ହିରୋ ମାନେ କିପରି ଲଗାନ୍ତି ଏବଂ କୋଉ ହିରୋଙ୍କ ମା ଆପଣ ମାନଙ୍କୁ ବେଶୀ ଭଲ ଲାଗିଲେ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.