Breaking News

ତରଙ୍ଗ ଚ୍ୟାନେଲରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରେ ସବୁଠାରୁ ଧନୀ ହିରୋଇନ କିଏ ?

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ ଯେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ଧାରାବାହିକ ଗୁଡିକ । ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ । ସେମାନେ ଦେଖିବାକୁ ଯେତିକି ସୁନ୍ଦର ସେତିକି ସୁନ୍ଦର ତାଙ୍କ ଅଭିନୟ । କିନ୍ତୁ ଆଜି ଆମେ ଜାଣିବା ଯେ ଏହି ତରଙ୍ଗ ଟିଭି ର ଅଭିନେତ୍ରୀ ମାନ ଙ୍କ ମଧ୍ୟ ରୁ ସବଇଠୁ ଧନୀ କିଏ ଜାଣିବା ଅମ ଏହି ପେଜ ମାଧ୍ୟମ ରେ ।


ରୁଦ୍ରୀ – ଆପଣ ମାନେ ନିଶ୍ଚୟ ଦେଖିଥିବେ ରୁଦ୍ରୀ ଙ୍କ ଜବରଦସ୍ତ ଅଭିନୟ ମୟା ଧାରାବାହିକ ରେ । ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ମାୟା ଧାରାବାହିକ ଟି ଓଡ଼ିଶା ର ନମ୍ବର 1 ଧାରାବାହିକ ହୋଇ ପାରିଛି । ଯଦି ଆମେ ରୁଦ୍ରୀ ଙ୍କ ସମ୍ପତି ବିଷୟ ରରେ କହିବା ତାହେଲେ ତାଙ୍କ ପାଖ ରେ ୫୦ କୋଟି ଟଙ୍କା ରୁ ଉର୍ଦ୍ଧ ସମ୍ପତି ଅଛି ।


ରୋଜି – ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ରୋଜି ଙ୍କୁ ସେ ସିନ୍ଦୁର ର ଅଧିକାର ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ନଜର ଆସିଛନ୍ତି । ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ଆଜି ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇ ପାରିଛନ୍ତି । ତାଙ୍କର ସମ୍ପତ୍ତି କହିଲେ ୭୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ ହବ ।


ଶ୍ରଦ୍ଧା – ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଶ୍ରଦ୍ଧା ଙ୍କ ଅଭିନୟ କୁଆଁରୀ ବୋହୁ ଧାରାବାହିକ ରେ । ସେ ଏହି ଧାରାବାହିକ ରେ ଗୋଟେ ଭଲ ଝିଅ ହବା ସହିତ ଭଲ ବୋହୁ ଚରିତ୍ର ରେ ଅଭିନୟ କରୁଥିବାର ଦେଖିବାକୁ ମିଳିଛି ॥ ତାଙ୍କର ସମ୍ପତି ଦେଢ଼ କୋଟି ଟଙ୍କା ରୁ ଉର୍ଦ୍ଧ ହେବ ।


ଲିପି ହଁ ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କ ଜବରଦସ୍ତ ଅଭିନୟ ତାରା ତାରିଣୀ ଧାରାବାହିକ ରେ । ତାଙ୍କର ସମ୍ପତି ୭ କୋଟି ଟଙ୍କା ରୁ ଉର୍ଦ୍ଧ ହବ ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଦେଖନ୍ତୁ ଓଡିଆ ସିରିଏଲ ହିରୋ ବିଶ୍ଵଭୂଷଣଙ୍କ ବାହାଘର ବରଯାତ୍ରୀରେ ନାଚିଲେ ସବୁ ହିରୋ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ବିଶ୍ଵ ଭୂଷଣ ଙ୍କୁ ବେସ …

Leave a Reply

Your email address will not be published. Required fields are marked *