Breaking News

Tarang Tv ର ସବୁ ହିରୋ ମାନଙ୍କର ପ୍ରକୃତ ଜୀବନ ସାଥି, ଆଗରୁ ଦେଖି ନଥିବେ… ସବୁଠୁ ସୁନ୍ଦର ଏହି ହିରୋଙ୍କ ପ୍ରେମିକା…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ତରଙ୍ଗ ଟିଭି ନିଶ୍ଚିତ ଦେଖୁଥିବେ ହେଲେ ଏହାର ସିରିଲ୍ ଗୁଡ଼ିକରେ ସବୁ ବେଳେ ହିରୋ ହିରୋଇନ୍ ମାନଙ୍କୁ ହିଁ ସିରିଏଲ ଜୀବନ ସାଥି ରୂପରେ ଆମେ ଦେଖି ଥାଉ କିନ୍ତୁ ଆପଣମାନେ କଣ ହାଣ୍ଡସମ ହିରୋ ମାନଙ୍କର ପ୍ରକୃତ ଜୀବନ ସାଥି ମାନଙ୍କୁ ଜାଣିଛନ୍ତି କି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା

ପ୍ରଥମେ ରେ ଜାଣିବା ସାତ୍ୱିକ ଙ୍କ ବିଷୟରେ – ସତ୍ୱିକଙ୍କ ପ୍ରକୃତ ନାମ ହୋଉଛି ଜଗଜିତ ପାଲ୍ ଯାହା ଶୁଣିବା ପାଇଁ ମିଳୁଛି ଜଗଜିତ ପାଲ୍ ଅନ ସ୍କ୍ରିନ ୱାଇଫ ରାଧିକା ଔରଫ ମିତାଲି ସରଘରିଆଙ୍କୁ ଡେଟ୍ କରୁଛନ୍ତି ଏବଂ ଖୁବ୍ ଶୀଘ୍ର ବିବାହ ବନ୍ଧନ ରେ ମଧ୍ୟ ବାନ୍ଧି ହେବାକୁ ଯାଉଛନ୍ତି

ଦ୍ଵିତୀୟ ରେ ଜାଣିବା ତରୁଣ ଙ୍କ ବିଷୟରେ – ତାରିଣୀ ଆଖିର ତାରା ସିରିଏଲ ର ତରୁଣ ଙ୍କ ପ୍ରକୃତ ନାମ ହୋଉଛି ଦେବ୍ ଯାହା ଶୁଣିବାକୁ ମିଳୁଛି ଦେବ୍ ଏବେ ସିଙ୍ଗଲ ଅଛନ୍ତି ତାଙ୍କ ଜୀବନରେ ଏପର୍ଯ୍ୟନ୍ତ କେହି ଆସୁ ନାହାନ୍ତି

ତୃତୀୟ ରେ ଜାଣିବା ସାଇ ଙ୍କ ବିଷୟରେ – କୁଆରୀ ବୋହୂ ସିରିଏଲ ର ସାଇ ଔରଫ ମିଲନ କୁମାର ବର୍ତ୍ତମାନ୍ ତାଙ୍କର ବାନ୍ଧବୀ ସାରା ରାଉତ ଙ୍କୁ ବିବାହ କରି ସାରିଛନ୍ତି

ଚତୁର୍ଥ ରେ ଜାଣିବା ନାଗେଶ ଙ୍କ ବିଷୟରେ – ମାୟା ସିରିଏଲ ର ହିରୋ ନାଗେଶ ଙ୍କ ପ୍ରକୃତ ନାମ ମାନସ ମହାପାତ୍ର ଖବର ଅନୁସାରେ ମାନସ ଙ୍କ ଜୀବନରେ କେହି ବି ଆସି ନାହାନ୍ତି ସେ ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି

ପଞ୍ଚମ ରେ ଜାଣିବା ଆରବ ଙ୍କ ବିଷୟରେ – ସିନ୍ଦୂର ର ଅଧିକାର ସିରିଏଲ ର ହିରୋ ଆରବ ଙ୍କ ପ୍ରକୃତ ନାମ ହୋଉଛି ସନୋଜ କୁମାର ତେବେ ସନୋଜ୍ ତାଙ୍କ ଅନ ସ୍କ୍ରିନ ବାନ୍ଧବୀ ଇଟିଙ୍କୁ ଭଲ ପାଉଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିଲେ ମଧ୍ୟ ସେ ଏହାକୁ ଖଣ୍ଡନ କରିଛନ୍ତି ସେ ବର୍ତ୍ତମାନ ସିଙ୍ଗଲ ଅଛନ୍ତି

ଷଷ୍ଠ ରେ ଜାଣିବା ଚରଣ ଙ୍କ ବିଷୟରେ – ମଙ୍ଗଳା ଚରଣ ର ସିରିଏଲ ମୁଖ୍ୟ ହିରୋ ଚରଣ ଙ୍କ ପ୍ରକୃତ ନାମ ହୋଉଛି ମାନବ ରାଉତରାୟ ତେବେ ମାନବ ଏବେ ମଧ୍ୟ ସିଙ୍ଗଲ ଅଛନ୍ତି ଏବଂ ତାଙ୍କ ଜୀବନରେ ଏପର୍ଯ୍ୟନ୍ତ କେହି ଆସି ନାହାନ୍ତି

ସପ୍ତମ ରେ ଜାଣିବା ତୁଷାର ଙ୍କ ବିଷୟରେ – ତାରିଣୀ ଆଖିର ତାରା ସିରିଏଲ ହିରୋ ତୁଷାର ଙ୍କ ପ୍ରକୃତ ନାମ ହୋଉଛି ସାପ୍ଲିନ୍ ମିଶ୍ର ତାଙ୍କ ବିଷୟରେ ଶୁଣା ଯାଉଛି ସେ ତାଙ୍କର ବାନ୍ଧବୀ ସୁଶ୍ରୀସବିତା ଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କୁ ଖୁବ୍ ଶୀଘ୍ର ବିବାହ ମଧ୍ୟ କରିବା ପାଇଁ ଯାଉଛନ୍ତି

ଅଷ୍ଟମ ରେ ଜାଣିବା ଶିବଙ୍କ ବିଷୟରେ – ଝିଅ ଆମର ନୁଆ ବୋହୂ ସିରିଏଲ ରେ ଅଭିନୟ କରିଥିବା ଶିବ ଙ୍କ ପ୍ରକୃତ ନାମ ହୋଉଛି ଅଭିଜିତ ଦାସ ସେ ନିଳୀମା ଦାସ ଙ୍କୁ ବିବାହ କରି ସାରିଛନ୍ତି ଏବଂ ତାଙ୍କର ଛୋଟ ପୁଅ ଟିଏ ମଧ୍ୟ ଅଛି ଯାହାର ନାଁ ହେଉଛି ଗୁଗୁ

ନବମ ରେ ଜାଣିବା ମିଠୁ ଙ୍କ ବିଷୟରେ – ସିନ୍ଦୂର ର ଅଧିକାର ସିରିଏଲ ଏ ସେକେଣ୍ଡ ଲିଡ ହିରୋ ମିଠୁ ଙ୍କ ପ୍ରକୃତ ନାମ ହୋଉଛି ଲିକୁନ୍ ଚୌଧୁରୀ ତେବେ ସେ ମଧ୍ୟ ବିବାହ କରି ସାରିଛନ୍ତି ଏବଂ ତାଙ୍କର ସ୍ତ୍ରୀ ଙ୍କ ନାମ ହେଉଛି ସ୍ୱାଗତିକା ସାହାଣୀ ଲିକୁନ ଙ୍କର ଗୋଟିଏ ଛୋଟ ପୁଅ ଅଛି ଯାହାଙ୍କର ନାଁ ହେଉଛି ଶ୍ରିହଂଶ

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.