Breaking News

ତରଙ୍ଗ ଟିଭି ର ସିନ୍ଦୁରର ଅଧିକାର ସିରିଏଲ ରେ ଅଭିନୟ କରୁଥିବା କଳାକାର ଙ୍କ ପ୍ରକୃତ ଫୋଟୋ ..


ଆରବ – ବନ୍ଧୁଗଣ ଆପଣମାନେ ଆରବ ଙ୍କୁ ଏଇ ସିରିଏଲ ରେ ମୁଖ୍ୟ ଭୂମିକାରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କ ଅଭିନୟକୁ ପସନ୍ଦ ମଧ୍ୟ କରୁଥିବେ ତେବେ ଫ୍ରେଣ୍ଡ୍ସ ଆପଣମାନେ ତାଙ୍କ ରିଅଲ ଲାଇଫ ଫୋଟୋ କୁ ଏଠାରେ ବେଶ ଭଲଭାବରେ ଦେଖିପାରୁଥିବେ |

ମିଠୁ – ବନ୍ଧୁଗଣ ଆପଣମାନେ ତ ମିଠୁ ଙ୍କୁ ଖୁବ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ଓ ତାଙ୍କର ଅଭିନୟ କୁ ପସନ୍ଦ ମଧ୍ୟ କରୁଥିବେ ତେବେ ଦର୍ଶକବନ୍ଧୁ ଆପଣମାନେ ଏ ଫୋଟୋ ରେ ସେ ରିଏଲ ରେ କେମିତି ଦେଖା ଯାନ୍ତି ଦେଖିପାରୁଥିବେ |

ପବିତ୍ରା – ଆପଣମାନେ ପବିତ୍ରା ଙ୍କୁ ଏଇ ସିରିଏଲ ରେ ଇତି ଙ୍କ ମା ଭୂମିକାରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେଓ ତାଙ୍କର ଅଭିନୟ ମଧ୍ୟ ପସନ୍ଦ କରୁଥିବେ ତେବେ ଆପଣମାନେ ଏ ଫୋଟୋ ରେ ତାଙ୍କ ରିଅଲ ଲାଇଫ କୁ ଦେଖିପାରୁଥିବେ |

ନିକି – ଦର୍ଶକବନ୍ଧୁ ଆପଣମାନେ ତ ନିକିଙ୍କୁ ସିଂଦୁରର ଅଧିକାର ସିରିଏଲ ରେ ଆରବ ଙ୍କ ଭଉଣୀ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ଦର୍ଶକବନ୍ଧୁ ଆପଣମାନେ ନିକିଙ୍କ ପ୍ରକୃତ ଫୋଟୋ ଦେଖିପାରୁଥିବେ |

ଇତି – ବନ୍ଧୁଗଣ ଇତି କୁ ଆପଣମାନେ ଏ ସିରିଏଲ ରେ ଲିଡ଼ ନାୟିକା ଭାବରେ ଖୁବ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତେବେ ଆପଣ ଏ ଫୋଟୋ ରେ ଇତିଙ୍କ ରିଅଲ ଲାଇଫ ବେଶ ଭଲଭାବରେ ଦେଖିପାରୁଥିବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.