Breaking News

ତରଙ୍ଗ ଟିଭି ରେ Acting କରୁଥିବା ସୁନ୍ଦରୀ ହିରୋଇନି ମାନଙ୍କର ପ୍ରକୃତ ବୟସ, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ବନ୍ଧୁଗଣ ଆପଣ ମାନେ ସମସ୍ତେ ତରଙ୍ଗ ଟିଭି ରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେଶେ ଭଲ ଭାବରେ ଦେଖିଥିବେ ଏଇ ଅଭିନେତ୍ରୀ ମାନେ ସୁନ୍ଦରତା ଓ ନିଜର ଲାଇଫି ଷ୍ଟାଇଲି ପାଇଁ ସବୁ ବେଳେ ଚର୍ଚିତ ରେ ରୁହନ୍ତି ହେଲେ | ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କୁ ଟିଭି ପରଦାରେ ଦେଖି ଥିବେ କିନ୍ତୁ କଣ ଆପେନ ମାନେ ଏହି ଅଭିନେତ୍ରୀ ମାନଙ୍କର ପ୍ରକୃତ ବୟସ ବିଷୟରେ କିଛି ଯାଇଛନ୍ତି |

ଆମେ ଆଜି ଆପଣ ମାନଙ୍କୁ ଏହି ଅଭିନେତ୍ରୀ ମାନଙ୍କର ରିଅଲ ବୟସ ବିଷୟରେ କହିବାକୁ ଯାଉଛୁ ଆମ ଲିଷ୍ଟରେ 1 ନମ୍ବର ରେ ଅଛନ୍ତି ଗୌରୀ | ଆପଣ ମାନେ ସମସ୍ତେ ଗୌରୀ ସିରିଏଲରେ ଗୌରୀଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ ତେବେ ଗୌରୀଙ୍କ ପ୍ରକୃତ ବୟସ ହେଉଛି 18 ବର୍ଷ |

2 ନମ୍ବର ରେ ଅଛନ୍ତି ଇତି ଓଡ଼ିଶାର ଲୋକ ପ୍ରିୟ ସିରିଏଲ ସିନ୍ଦୁରର ଅଧିକାର ସିରିଏଲରେ ଇତି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ତେବେ ଇତିଙ୍କର ପ୍ରକୃତ ବୟସ ହେଉଛି 20 ବର୍ଷ | ଇତି ବହୁତ କମ ବୟସରେ ଲୋକ ପ୍ରିୟ ହାସଲ କରିଛନ୍ତି |

3 ନମ୍ବର ରେ ଅଛନ୍ତି ତାରିଣୀ ଆପଣ ମାନେ ସମସ୍ତେ ତାରିଣୀ କୁ ତାରିଣୀ ଆଖିରେ ତାରା ସିରିଏଲ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନିଶ୍ଚୟ ଦେଖିଥିବେ ତେବେ ତାରୀଙ୍କ ପ୍ରକୃତ ବୟସ ହେଉଛି 22 ବର୍ଷ |

4 ନମ୍ବର ରେ ଆସୁଛନ୍ତି ଆଶା ଆପଣ ମାନେ ସମସ୍ତେ ଓଡ଼ିଶାର ଲୋକ ପ୍ରିୟ ଧାରାବାହିକ ଆଶାଙ୍କର ତାଙ୍କର ଜବରଦସ୍ତ ଅଭିମୟ ନିଶ୍ଚୟ ଦେଖିଥିବେ ତେବେ ଆଶଙ୍କାର ପ୍ରକୃତ ପ୍ରକୃତ ବୟସ ହେଉଛି 26 ବର୍ଷ |

5 ନମ୍ବର ରେ ଆସୁଛନ୍ତି ପୂଜା ଯିଏକି ଝିଅ ଆମର ନୂଆ ବୋହୁ ସିରିଏଲରେ ସୁନ୍ଦର ଅଭିନୟ କରୁଛନ୍ତି | ତେବେ ପୂଜାଙ୍କର ପ୍ରକୃତ ବୟସ ହେଉଛି 21 ବର୍ଷ ସେ ଲୋକ ମୁହଁରେ ବହୁତ ହସ ଦେଇଛନ୍ତି ତାଙ୍କର ମଜାଦାରେ ଆକ୍ଟିଙ୍ଗ ପାଇଁ ଦର୍ଶକ ମାନେ ବହୁତ ଭଲ ପାଇବା ଦେଇଛନ୍ତି |

6 ନମ୍ବର ରେ ଆସୁଛନ୍ତି ମଙ୍ଗଳା ଚରଣ ମୁଖ୍ୟ ଅଭିନେତ୍ରୀ ମଙ୍ଗଳା ଙ୍କର ଜବରଦସ୍ତ ଅଭିନୟ ଆପଣ ମାନେ ସିରିଏଲ ରେ ନିଶ୍ଚୟ ଭାବେ ଦେଖିଥିବେ ମଙ୍ଗଳାଙ୍କର ପ୍ରକୃତ ବୟସ ହେଉଛି 21 ବର୍ଷ |

7 ନମ୍ବର ରେ ଆସୁଛନ୍ତି ବନ୍ଧନ ଜନ୍ମ ଜନ୍ମର ସିରିଏଲ ମୁଖ୍ୟ ଅଭିନେତ୍ରୀ ସୁନ୍ଦରୀ ଅଭିନେତ୍ରୀ ନେତ୍ରାଙ୍କର ପ୍ରକୃତ ବୟସ ହେଉଛି 20 ବର୍ଷ |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.