Breaking News

ତରଙ୍ଗ TV ର ହିରୋଇନ ମାନଙ୍କୁ ମିଳୁଛି ଏତେ ଟଙ୍କା Darama…ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ସବୁଠୁ ଅଧିକ ପାଉଛନ୍ତି ଏହି ହିରୋଇନ…

ହେଲୋ ଫ୍ରେଣ୍ଡ୍ ଆପଣମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ଗୁଡ଼ିକ କି ଦେଖି ଥିବେ ତେବେ ଆପଣମାନେ ଜାଣିଛନ୍ତି ଏହି ସିରିଏଲ ରେ ହିରୋଇନ୍ ମାନଙ୍କ ମଧ୍ୟରୁ ସବୁ ଠାରୁ ଧନୀ ହିରୋଇନ୍ କିଏ ଯଦି ଜ ନାହାନ୍ତି ତେବେ ଆସନ୍ତୁ ଜାଣିବା

ନମ୍ବର 8 ରେ ଆସୁଛନ୍ତି ତାରା – ତାରିଣୀ ଆଖିର ତାରା ସିରିଏଲ ରେ ଗୋଟିଏ ଏପିଶୋଡ କରିବା ପାଇଁ ତାରା ପ୍ରାୟ 10 ରୁ 15 ହଜାର ଟଙ୍କା ନେଉଛନ୍ତି ତାଙ୍କର ଟୋଟାଲ ସମ୍ପତି ହେଉଛି 12 ରୁ 15 ଲକ୍ଷ ଟଙ୍କା

ନମ୍ବର 7 ରେ ଆସୁଛନ୍ତି ମଙ୍ଗଳା – ମଙ୍ଗଳା ଚରଣ ସିରିଏଲ ରେ ଅଭିନୟ କରିଥିବା ମଙ୍ଗଳା ଗୋଟିଏ ଏପିଶୋଡ କରିବା ପାଇଁ 10 ରୁ 15 ଯାହାର ଟଙ୍କା ନେଇଥାନ୍ତି ତାଙ୍କ ପାଖରେ ମୋଟ ସମ୍ପତି 17 ରୁ 20 ଲକ୍ଷ ଟଙ୍କା ରହିଛି

ନମ୍ବର 6 ରେ ଆସୁଛନ୍ତି ଇତି – ସିନ୍ଦୂର ଅଧିକାର ରେ ଗୋଟିଏ ଏପିଶୋଡ କରିବା ପାଇଁ ଇତି ପ୍ରାୟ 15 ରୁ 17 ହଜାର ଟଙ୍କା ନେଉଛନ୍ତି ତାଙ୍କର ଟୋଟାଲ୍ ସମ୍ପତି ପ୍ରାୟ 25 ଲକ୍ଷ ଟଙ୍କା ରହିଛି

ନମ୍ବର 5 ରେ ଆସୁଛନ୍ତି ରୁଦ୍ରି – ମାୟା ସିରିଏଲ ରେ ଗୋଟିଏ ଏପିଶୋଡ କରିବା ପାଇଁ ରୁଦ୍ରି ପ୍ରାୟ 20 ରୁ 25 ହଜାର ଟଙ୍କା ଲେଖାଏଁ ନେଉଥିଲେ ତାଙ୍କର ଟୋଟାଲ ସମ୍ପତ୍ତି 35 ରୁ 40 ଲକ୍ଷ ଟଙ୍କା ରହିଛି

ନମ୍ବର 4 ରେ ଆସୁଛନ୍ତି ତାରିଣୀ – ସେ ତାରିଣୀ ଆଖିର ତାରା ସିରିଏଲ ରେ ଗୋଟିଏ ଏପିଶୋଡ କରିବା ପାଇଁ ପ୍ରାୟ 25 ରୁ 30 ଟଙ୍କା ନେଉଛନ୍ତି ତାରିଣୀ ଙ୍କର ଟୋଟାଲ ସମ୍ପତ୍ତି ହେଉଛି 35 ରୁ 40 ଲକ୍ଷ ଟଙ୍କା

ନମ୍ବର 3 ରେ ଆସୁଛନ୍ତି ଶ୍ରଦ୍ଧା – କୁଆରୀ ବୋହୂ ସିରିଏଲ ରେ ଗୋଟିଏ ଏପିଶୋଡ କରିବା ପାଇଁ ଶ୍ରଦ୍ଧା ପ୍ରାୟ 30 ରୁ 35 ହଜାର ଟଙ୍କା ଲେଖାଏଁ ନେଉଥିଲେ ତାଙ୍କର ମୋଟ ସମ୍ପତ୍ତି ହେଉଛି ପ୍ରାୟ 50 ରୁ 60 ଲକ୍ଷ ଟଙ୍କା ରହିଛି

ନମ୍ବର 2 ରେ ଆସୁଛନ୍ତି ଐଶୋରିଆ – ଝିଅ ଆମର ନୁଆ ବୋହୂ ସିରିଏଲ ରେ ଗୋଟିଏ ଏପିଶୋଡ କରିବା ପାଇଁ ଐଶୋରିଆ ପ୍ରାଏ 30 ରୁ 32 ହଜାର ଟଙ୍କା ଲେଖାଏଁ ନେଉଥିଲେ ତାଙ୍କର ମୋଟ ସମ୍ପତ୍ତି ହେଉଛି 70 ରୁ 75 ଲକ୍ଷ ଟଙ୍କା ରହିଛି

ନମ୍ବର 1 ରେ ଆସୁଛନ୍ତି ପୂଜା – ଝିଅ ଆମର ନୁଆ ବୋହୂ ସିରିଏଲ ରେ ଗୋଟିଏ ଏପିଶୋଡ କରିବା ପାଇଁ ପୂଜା ପ୍ରାୟ 25 ରୁ 30 ହଜାର ଟଙ୍କା ଲେଖାଏଁ ନେଉଥିଲେ ତାଙ୍କ ପାଖରେ ମୋଟ ସମ୍ପତ୍ତି ହେଉଛି ଦେଢ଼ କୋଟି ଟଙ୍କା ରହିଛି

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.