Breaking News

ତରଙ୍ଗ ଟିଭି ହିରୋଇନ ମାନଙ୍କ ପ୍ରକୃତ ନାଁ ଜାଣିଲେ ଆପଣ ହସି ହସି ଗଡି ଯିବେ…

ବନ୍ଧୁଗଣ ଆପଣମାନେତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ଗୁଡିକ ତ ନିଶ୍ଚିତ ଭାବରେ ଦେଖୁଥିବେ ତେବେ ବନ୍ଧୁଗଣ କଣ ଆପଣମାନେ ଜାଣିଛନ୍ତି କି ଏହି ସବୁ ସିରିଏଲ ରେ ଅଭିନୟ କରୁଥିବା ଅଭିନେତ୍ରୀ ମାନଙ୍କର ପ୍ରକୃତ ନାମ କଣ ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା |

ଇତି
ଦର୍ଶକବନ୍ଧୁ ଆପଣମାନେ ସିନ୍ଦୂର ର ଅଧିକାର ସିରିଏଲରେ ଇତି ଙ୍କୁ ବେଶେ ଭଲ ଭାବରେ ଦେଖୁଥିବେ ବନ୍ଧୁଗଣ ଆପଣ ମାନେ ମୁଖ୍ୟ ହିରୋଇନି ଭାବରେ ଅଭିନୟ କରୁଥିବା ଇତି ଙ୍କ ପ୍ରକୃତ ନାମ ହେଲେ ନିଲାଖୀ ପାତ୍ର |

ରୁଦ୍ରି
ଦର୍ଶକବନ୍ଧୁ ଆପଣମାନେ ମାୟା ସିରିଏଲ ରେ ୠଦ୍ରୀଙ୍କ ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେ ଦେଖୁଥିବେ ତେବେ ବନ୍ଧୁଗଣ ଏହି ସିରିଏଲ ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ୠଦ୍ରୀଙ୍କ ପ୍ରକୃତ ନାମ ହେଉଛି ଜସ୍ମିନ୍ ରଥ |

ଶ୍ରଦ୍ଧା
ଦର୍ଶକବନ୍ଧୁ ଆପଣମାନେ ଶ୍ରଦ୍ଧାଙ୍କ ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେ ଦେଖୁଥିବେ ତେବେ କୁଆଁରୀ ବୋହୁ ସିରିୟବଳରେ ମୁଖ୍ୟ ହିରୋଇନ ଭୂମିକାରେ ଅଭିନୟ କରୁଥିବା ଶ୍ରଦ୍ଧାଙ୍କ ପ୍ରକୃତ ନାମ ହେଲେ ପ୍ରିୟଙ୍କା ରଥ |

ରାଧିକା
ବନ୍ଧୁଗଣ ଆପଣମାନେ ନୂଆ ବୋହୁ ସିରିଏଲରେ ମୁଖ୍ୟ ହିରୋଇନି ଭାବରେ ଅଭିନୟ କରୁଥିବା ଆପଣ ମାନେ ଦେଖିଥିବେ ରାଧିକାଙ୍କ ପ୍ରକୃତ ନାମ ପ୍ରକୃତ ନାମ ହେଉଛି ମିତାଲି ସରଗରିଆ |

ମଙ୍ଗଳା
ବନ୍ଧୁଗଣ ଆପଣମାନେ ପ୍ରତ୍ୟେକ ଦିନ ମଙ୍ଗଳା ଚରଣ ସିରିଏଲ ପ୍ରତ୍ୟେକ ଦିନ ନିଶ୍ଚିତ ଭାବରେ ଦେଖୁଥିବେ ଓ ଏହି ସିରିଏଲ କୁ ଆପଣମାନେ ପସନ୍ଦ ମଧ୍ୟ କରୁଥିବେ ତେବେ ମଙ୍ଗଳା ଚରଣ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରୁଥିବା ମଙ୍ଗଳାଙ୍କର ପ୍ରକୃତ ନାମ ହେଉଛି ସୁଶ୍ରୀ ସୁଭାସିନି |

ତାରିଣୀ
ବନ୍ଧୁଗଣ ଆପଣମାନେ ସୁମନ ପଟନାୟକ କୁ ତାରିଣୀ ଆଖିରେ ତାର ସିରିଏଲରେ ମୁଖ୍ୟ ଅଭିନେତେ ଅଭିନୟ କରୁଥିବାର ଦେଖିଥିବେ ତାରିଣୀଙ୍କ ପ୍ରକୃତ ନାମ ହେଲେ ସୁମନ ପଟ୍ଟନାୟକ |

ତାରା
ଦର୍ଶକବନ୍ଧୁ ଆପଣମାନେ ତାରାଙ୍କୁ ତାରିଣୀ ଆଖିର ତାରା ସିରିଏଲରେ ବହୁତ ସୁନ୍ଦର ଅଭିନୟ କରିଥିବାର ଦେଖିଥିବେ ବନ୍ଧୁଗଣ ତାରାଙ୍କ ପ୍ରକୃତ ନାମ ହେଉଛି ଆସିମା ପତି |

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.