Breaking News

ତରଙ୍ଗ ଟିଭି ହିରୋ ମାନଙ୍କ ରିୟଲ ଲାଇଫ ଜୀବନସାଥୀ ଆଗରୁ ଆପଣ କେବେ ଦେଖିନଥିବେ


ଚରଣ – ବନ୍ଧୁଗଣ ଚରଣଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସେ ବର୍ତ୍ତମାନ ସମୟରେ ମଙ୍ଗଳା ଚରଣ ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି। ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଚରଣ ସିଙ୍ଗଲ ଅଛନ୍ତି ସେ ବିବାହ କରି ନାହାଁନ୍ତି।

ତୁଷାର – ଦର୍ଶକବନ୍ଧୁ ତୁଷାରଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବୋହୁତ ସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ତାରିଣୀ ଆଖିର ତାରା ଧାରାବାହିକରେ ତୁଷାର ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି ତୁଷାର ଆଉ ଏହି ଧାରାବାହିକରେ ସେ ତାରିଣୀଙ୍କୁ ବିବାହ କରିଛନ୍ତି କିନ୍ତୁ ତାଙ୍କ ରିୟଲ୍ ଲାଇଫ ଜୀବନସାଥି ହେଉଛନ୍ତି ସବିତା ପଲେଇ।

ସନୋଜ୍ – ଦର୍ଶକବନ୍ଧୁ ସନୋଜ୍ ଟିଭିରେ ସନୋଜ୍ ଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବେଶ୍ ଭଲ ଭାବରେ ଦେଖିଥିବେ। ସେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ଦର୍ଶକ ବନ୍ଧୁ ସନୋଜ୍ ଏପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ଆଉ ତାଙ୍କର କେହି ଗାର୍ଲ୍ ଫ୍ରେଣ୍ଡ୍ ନାହାଁନ୍ତି।

ମାନସ୍ – ବନ୍ଧୁଗଣ ମାନସ୍ ଙ୍କୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ସେ ମାୟା ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଥିବାର ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ମାନସ୍ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ଏବଂ ସେ ବିବାହ କରିନାହାଁନ୍ତି।

ଦେବ – ଦର୍ଶକବନ୍ଧୁ ଦେବ୍ ଙ୍କୁ ଆପଣମାନେ ବୋହୁତ ସାରା ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ବନ୍ଧୁଗଣ ଦେବ୍ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ହେଲେ ସୋସିଆଲ ମିଡିଆରେ ତାଙ୍କ ନାଁରେ କିଛି ଗୁଜବ ଉଠିଥିଲା ସେ ଜଣଙ୍କୁ ଡେଟ୍ କରୁଛନ୍ତି ହେଲେ ତାଙ୍କ ନାଁ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସାଇ – ବନ୍ଧୁଗଣ କୁଆଁରୀ ବୋହୂ ଧାରାବାହିକର ମୁଖ୍ୟ ଅଭିନେତା ଭାବରେ ସାଇଙ୍କୁ ଆପଣମାନେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ସାଇଙ୍କ ଗାର୍ଲ୍ ଫ୍ରେଣ୍ଡ୍ ଆଗାମୀ ଦିନମାନଙ୍କରେ ସେ ତାଙ୍କୁ ହିଁ ବିବାହ କରିବେ।

ଲିକୁନ୍ ଚୌଧୁରୀ – ଦର୍ଶକବନ୍ଧୁ ଲିକୁନ୍ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବୋହୁତ ସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ। ବର୍ତ୍ତମାନ ଲିକୁନ୍ ସିନ୍ଦୂରର ଅଧିକାର ଧାରାବାହିକରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଲିକୁନ୍ ଙ୍କ ରିୟଲ୍ ଲାଇଫ ଜୀବନସାଥୀ।

ଶିବ୍ – ବନ୍ଧୁଗଣ ଝିଅ ଆମର ନୂଆ ବୋହୂ ଧାରାବାହିକରେ ଶିବ୍ ଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଭାବରେ ଦେଖିବାକୁ ପାଉଥିବେ। ଶିବ୍ ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଭାବରେ ଅଭିନୟ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଇଏ ହେଉଛନ୍ତି ଶିବ୍ ଙ୍କ ପ୍ରକୃତ ଜୀବନସାଥି।

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.