ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସମସ୍ତ ସିରିଏଲ ଗୁଡ଼ିକ ନିଶ୍ଚିତ ଦେଖୁଥିବେ ଏବଂ ଆପଣମାନେ ଏହି ସିରିଏଲ ଗୁଡ଼ିକ ଦେଖିବା ସହିତ ଏହି ସିରିଏଲ ଗୁଡ଼ିକ ରେ ଅଭିନୟ କରିଥିବା ମୁଖ୍ୟ ଅଭିନେତା ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ କଣ ଆପଣମାନେ ଜାଣିଛନ୍ତି କି ଏହି ହିରୋ ମାନଙ୍କର ପ୍ରକୃତ ଲାଇଫ ପାଟନର୍ ମାନଙ୍କ ବିଷୟରେ କଣ ଜାଣିଛନ୍ତି କି ଲାଇଫ ପାଟନର୍ ଦେଖିବା ପାଇଁ କେମିତି ଯଦି ଆପଣ ସେମାନଙ୍କର ଲାଇଫ ପାଟନର୍ ଙ୍କ ବିଷୟରେ କିଛି ଜାଣି ନାହିଁ ତେବେ ଆସନ୍ତୁ ଜାଣିବା
ନମ୍ବର 1 ରେ ଆସୁଛନ୍ତି ପଲକ୍ – ଗୋରୀ ସିରିଏଲ ର ହିରୋ ପଲକ୍ ଙ୍କ ର ପ୍ରକୃତ ନାମ ହୋଉଛି ବିନୟ ବର୍ତ୍ତମାନ୍ ବିନୟ ନିଜର ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି
ନମ୍ବର 2 ରେ ଆସୁଛନ୍ତି ମିଠୁ ବାବୁ – ସିନ୍ଦୂର ର ଅଧିକାର ସିରିଏଲ ର ସେକେଣ୍ଡ ହିରୋ ମିଠୁ ଯିଏକି ଆପଣ ମାନଙ୍କୁ ବୋହୁତ ଏଣ୍ଟରମେଣ୍ଟ ଯୋଗାଉଛନ୍ତି ଏହି ସିରିଏଲ ମଧ୍ୟ ମାରେ ତେବେ ମିଠୁ ଙ୍କ ର ପ୍ରକୃତ ନାମ ହୋଉଛି ଲିଙ୍କୁନ ଚୌଧୁରୀ ସେ ନିଜ ରିଅଲ ଲାଇଫ ରେ ବିବାହ କରି ସାରିଛନ୍ତି ଇଏ ହେଉଛନ୍ତି ତାଙ୍କର ଧର୍ମ ପତ୍ନୀ
ନମ୍ବର 3 ରେ ଆସୁଛନ୍ତି ଆରୀୟନ୍ – ଯିଏ ଭାଗ୍ୟ ହାତେ ଡୋରି ସିରିଏଲ ମୁଖ୍ୟ ଅଭିନେତା ଭାବେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ଆରୀୟନ ଙ୍କ ପ୍ରକୃତ ନା ହେଉଛି ନୀଲ ପଣ୍ଡା ଏବଂ ବର୍ତ୍ତମାନ୍ ପର୍ଯ୍ୟନ୍ତ ନୀଲ ନିଜ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ସେ କାହାରିକୁ ବି ଡେଟ୍ କରୁନାହାନ୍ତି
ନମ୍ବର 4 ରେ ଆସୁଛନ୍ତି ତୁଷାର – ସିନ୍ଦୂର ଅଧିକାର ସିରିଏଲ ର ମୁଖ୍ୟ ଅଭିନେତା ତୁଷାର ଙ୍କୁ ତ ଆପଣ ମାନେ ଭଲ ଭାବରେ ଜାଣିଥିବେ ତେବେ ତୁଷାର ଙ୍କ ପ୍ରକୃତ ନାମ ହୋଉଛି ଶାପ୍ଲିନ ମିଶ୍ର ବର୍ତ୍ତମାନ ସମୟରେ ଯାହା ଖବର ଆସୁଛି ଶାପ୍ଲିନ ଡେଟ୍ କରୁଛନ୍ତି ତାରିଣୀ ଓରଫ ସୁମନ ପଟ୍ଟନାୟକ ଙ୍କୁ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ
ନମ୍ବର 5 ରେ ଆସୁଛନ୍ତି ତରୁଣ – ଯିଏକି ତାରିଣୀ ଆଖିର ତାରା ସିରିଏଲ ରେ ସେକେଣ୍ଡ ହିରୋ ଭାବରେ ଖୁବ୍ ସୁନ୍ଦର ଅଭିନୟ କରୁଛନ୍ତି ତରୁଣ ଙ୍କ ର ପ୍ରକୃତ ନା ହେଉଛି ଦେବ ମହାନ୍ତି ସେ ନିଜ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି
ନମ୍ବର 6 ରେ ଆସୁଛନ୍ତି ଆରବ – ଯିଏ ସିନ୍ଦୂର ର ଅଧିକାର ସିରିଏଲ ର ମୁଖ୍ୟ ଅଭିନେତା ଆରବ ଙ୍କ ପ୍ରକୃତ ନା ହେଉଛି ସାନୋଜ କୁମାର ସେ ନିଜ ରିଅଲ ଲାଇଫ ରେ ଇତିଶ୍ରୀ ଙ୍କୁ ଡେଟ୍ କରୁଥିବାର ଶୁଣିବା ପାଇଁ ମିଳୁଛି କିନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଏପର୍ଯ୍ୟନ୍ତ ମିଲି ନାହିଁ
ନମ୍ବର 7 ରେ ଆସୁଛନ୍ତି ଶିବ – ଝିଅ ଆମର ନୁଆ ବୋହୂ ସିରିଏଲ ର ମୁଖ୍ୟ ଅଭିନେତା ଶିବ ଙ୍କର ପ୍ରକୃତ ନାମ ସୁଦର୍ଶନ ସାହୁ ସେ ନିଜ ରିଅଲ ଲାଇଫ ରେ ସିଙ୍ଗଲ ଅଛନ୍ତି ଓ ନିଜର ସମସ୍ତ ସମୟ ନିଜର ଆକ୍ଟଙ୍ଗି କୁ ଦେଉଛନ୍ତି
ଆପଣମାନଙ୍କୁ ଏହି ହିରୋ ମାନଙ୍କ ମଧ୍ୟରୁ କିଏ ଅଧିକ ପସନ୍ଦ ଆମକୁ କମେଣ୍ଟ ରେ ଜଣାନ୍ତୁ
Check Also
ଏହି 10 ଜଣ ଓଡ଼ିଆ ଅଭିନେତ୍ରୀଙ୍କ ସ୍ୱାମୀ କରୁଛନ୍ତି ଏପରି କାମ ଯାହାକୁ Janila ପରେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ !
ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ଓଲିଉଡର ଅଭିନେତ୍ରୀ ମାନଙ୍କର ସ୍ବାମୀମାନେ କେଉଁ ବିଜନେସ କରନ୍ତି। ବନଜା ପଣ୍ଡା-ଦର୍ଶକ ବନ୍ଧୁ …