Breaking News

ତରଙ୍ଗ ସିରିଏଲ ରେ ଅଭିନୟ କରୁଥିବା Actor ମାନଙ୍କ ପ୍ରକୃତ ନାମ କଣ…


ଚରଣ – ବନ୍ଧୁଗଣ ପ୍ରଥମେ ଆସୁଛନ୍ତି ଚରଣ ଯିଏକି ମଙ୍ଗଳା ଚରଣ ସିରିଏଲରେ ମୁଖ୍ୟ ହେରା ଭିମିକାରେ ଅଭିନୟ କରୁଛନ୍ତି ଚରଣଙ୍କ ପ୍ରକୃତ ନାମ ହେଲା ମାନବ ରାଉତରାୟ |

ନାଗେଶ – ଦର୍ଶକବନ୍ଧୁ ଯିଏକି ମାୟା ସିରିଏଲରେ ମୁଖ୍ୟ ହେରା ଭିମିକାରେ ଅଭିନୟ କରୁଥିବାର ଆପଣାମାନେ ଦେଖିଥିବେ ନାଗେଶଙ୍କ ପ୍ରକୃତ ନାମ ହେଲା ମାନସ ମହାପାତ୍ର |

ସାଇ – ବନ୍ଧୁଗଣ ସାଇ ଯିଏକି କୁଆଁରୀ ବିହୁ ସିରିଏଲରେ ମୁଖ୍ୟ ହେରା ଭିମିକାରେ ଅଭିନୟ କରୁଛନ୍ତି ସାଇଙ୍କ ପ୍ରକୃତ ନାମ ହେଲା ସୁମନକୁମାର |

ଶିବ – ଦର୍ଶକବନ୍ଧୁ ଯାହାକୁ ଆପଣମାନେ ନୂଆ ସିରିଏଲ ଝିଆମର ନୂଆବୋହୁ ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ ଶିବଙ୍କ ପ୍ରକୃତ ନାମ ହେଲା ଅଭିଜିତ ଦାସ |

ଆରବ – ବନ୍ଧୁଗଣ ଆରବ ଯିଏକି ସିନ୍ଦୁରର ଅଧିକାର ସିରିଏଲରେ ମୁଖ୍ୟ ହେରା ଭିମିକାରେ ଅଭିନୟ କରୁଛନ୍ତି ଆରବଙ୍କ ପ୍ରକୃତ ନାମ ହେଲା ସନଜ କୁମାର |

ତୃଷାର – ଯାହାକି ଆପଣମାନେ ତାରିଣୀ ଆଖିରେ ତାର ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ ତୃଷାରଙ୍କ ପ୍ରକୃତ ନାମ ହେଲା ସପ୍ଲିନ ମିଶ୍ର |

ତରୁଣ – ବନ୍ଧୁଗଣ ତରୁଣ ଯିଏକି ତାରିଣୀ ଆଖିର ତାର ସିରିଏଲରେ ଅଭିନୟ କରୁଛନ୍ତି ତରୁଣ ପ୍ରକୃତ ନାମ ହେଲା ଦେବ ମହାନ୍ତି |

About odisha news

Check Also

ରାସ୍ତାରେ ବୁଲୁଛି ଭୟଙ୍କର ରାକ୍ଷସ, ଦେଖନ୍ତୁ କେଉଁଠି ଆସିଲା ଏହି ରାକ୍ଷସ….ଏହି ରାକ୍ଷସକୁ ଦେଖିଲେ ଆପଣ ଡରି ଯିବେ !

ରାସ୍ତରେ ବୁଲୁଚି ଦାନଵ ୬ବର୍ଷ ହେଲା ରାସ୍ତାରେ ଦାନଵ ବୁଲୁଥିବାର କଥାଟା ଅଜବ ଲାଗୁଛି ଏମିତି ଏକ ଘଟଣା ଘଟିଛି …

Leave a Reply

Your email address will not be published.