Breaking News

ତାରା ତାରିଣୀ ସିରିଏଲ ଛାଡିଲା ପରେ ଏହି ସିରିଏଲ ରେ ଅଭିନୟ କରିବେ କୁନି ତାରିଣୀ

ଯଦି ଆପଣମାନେ ଓଡିଆ ସିରିଏଲ ଦେଖିବାକୁ ପସନ୍ଦ କରୁଥିବେ ତେବେ ଆପଣମାନେ ତରଙ୍ଗ ରେ ପ୍ରସାରିତ ହେଉଥିବା ଧାରାବାହିକ ତାରାତାରେଣୀ ବିଷୟରେ ନିଶ୍ଚୟ ଭାବେ ଜାଣିଥିବେ | ତେବେ ଏହା ମଧ୍ୟ ପ୍ରାୟ ଓଡିଶାର ଘରେ ଘରେ ବହୁତ ଲୋକପ୍ରିୟତା ହାସଲ କରିଥିଲା | ଏବଂ ଏଥିରେ ଅଭିନୟ କରୁଥିବା ପ୍ରାୟ ସବୁ ଅଭିନେତା ଏବଂ ଅଭନେତ୍ରୀ ମାନେ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ | ତେବେ ଏଥିରେ ମଧ୍ୟ ଅଭିନୟ କରୁଥିଲେ କୁନି ତରେଣୀ | ତେବେ ଏହି ସିରିଏଲ ଟିରେ ବର୍ତ୍ତମାନ କୁନି ତାରିଣୀ ବଡ ହୋଇଯାଇଛନ୍ତି ଏବଂ ଏହି ସିରିଏଲ ଟିର ନାମ ବଦଳିକି ହୋଇଯାଇଛି “ ତାରିଣୀ ଆଖିରେ ତାରା ” |

ତେବେ ବର୍ତ୍ତମାନ ଏହି ସିରିଏଲ ଟିକୁ କୁନି ତାରିଣୀ ଛାଡିଦେଇଛନ୍ତି | ତେବେ ବର୍ତ୍ତମାନ ତାଙ୍କ ଜାଗାରେ ସୁମନ ପଟ୍ଟନାୟକ ଙ୍କୁ ବଡ ବେଳର ତାରିଣୀ ଭାବେ ଆକ୍ଟିଂ କରୁଥିବାର ଦେଖିବାକୁ ପାଇବେ | ତେବେ ବର୍ତ୍ତମାନ କୁନି ତାରିଣୀ କଣ କରୁଛନ୍ତି | ତେବେ ଆଗାମୀ ଦିନ ରେ ତାଙ୍କର କେଉଁ ସିରିଏଲ ଆସିବାକୁ ଯାଉଛି ?? | ତେବେ ସେ ଏହି ସିରିଏଲ ଟି ରେ କାମ କରିସାରିବା ପରେ ବର୍ତ୍ତମାନ ଘରେ ଅଛନ୍ତି | ତେବେ ସେ ବର୍ତ୍ତମାନ ଷଷ୍ଠ ଶ୍ରେଣୀ ରେ ପାଠ ପଢୁଛନ୍ତି | ସେ ମାତ୍ର ପାଞ୍ଚ ବର୍ଷ ବୟସ ରୁ ତାଙ୍କ ଆକ୍ଟିଂ କ୍ଯାରିୟର ଆରମ୍ଭ କରିଥିଲେ |

ସେ ପ୍ରଥମେ ଗୋଟିଏ ଆଲବମ ରେ ନିଜ ର କ୍ଯାରିୟର ଆରମ୍ଭ କରିଥିଲେ | ଏବଂ ତାପରେ ସେ ତାରା ତାରେଣୀ ସିରିଏଲ ରେ ଅଭିନୟ କରିଥିଲେ | ଏଥିରେ ତାଙ୍କର ଜବରଦସ୍ତ ଆକ୍ଟିଂ ଦ୍ଵାରା ଦର୍ଶକ ମାନଙ୍କୁ ନିଜ ଆଡକୁ ଅକୃଷ୍ଠ କରିବା ପାଇଁ ସଫଳ ହୋଇପାରିଥିଲେ | ତେବେ ଆଗାମୀ ଦିନ ମାନଙ୍କ ରେ ସେ ହିରୋଇନ ହେବାର ଆଶା ମଧ୍ୟ ରଖିଛନ୍ତି |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବହାଘରପରେ ପ୍ରଥମଥର ଅର୍ଚ୍ଚିତାଙ୍କୁ ଛାଡି ବିଦେଶ ଗଲେ ସବ୍ୟସାଚୀ, ଦୁଃଖରେ କାନ୍ଦିଲେ ଅର୍ଚ୍ଚିତା! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା …

Leave a Reply

Your email address will not be published. Required fields are marked *