Breaking News

ତାରା ତାରିଣୀ ସିରିଏଲ ବନ୍ଦ ହେବା ପରେ ତନୁଜା (Ranjita) ଏବେ କେଉଁ ସିରିଏଲ କରୁଛନ୍ତି

ଆଜି ଆମେ ଜାଣିବା ଯେ ତାରା ତାରିଣୀ ର ତନୁଜା ଖୁଡି ଧାରାବାହିକ ଟି ଛାଡ଼ିବା ପରେ ବର୍ତ୍ତମାନ କିପରି ସମୟ ବିତାଉଛନ୍ତି ତାଙ୍କ ପରିବାର ଲୋକ ସହ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରେଣୀ ରେ । ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରେଣୀ ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇ ପାରିଥିଲା ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।

ତନୁଜା ଖୁଡି ଙ୍କ ପ୍ରକୃତ ନାମ ହେଉଛି ରଞ୍ଜିତା ପାଣିଗ୍ରାହୀ । ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି ଜାଣିଥିବେ ଯେ ଏହି ତାରା ତାରିଣୀ ଟି ଚେଞ୍ଜ ହୋଇ ତାରିଣୀ ଆଖିରେ ତାରା ରଖାଯାଇଛି ଓ ଏଥିରେ ଛୋଟ ତାରା ତାରିଣୀ ବର୍ତ୍ତମାନ ବଡ଼ ହୋଇ ଯାଇଛନ୍ତି । ଏହି ଧାରାବାହିକ ଟି କୁ ଆପଣ ମାନେ ନିଶ୍ଚୟ ଦେଖୁଥିବେ ଏଥିରେ ଆପଣ ତାରା ତାରିଣୀ ଙ୍କୁ ସୁମନ ପଟ୍ଟନାୟକ ଓ ଅସୀମା ପାତ୍ର ଙ୍କୁ ଦେଖିବାକୁ ମିଳିବ ।

ତାରା ତାରିଣୀ ର କିଛି ଅଭିନେତା ଙ୍କୁ ବାହାର କରି କିଛି ନୂଆ ଅଭିନେତା ମାନ ଙ୍କୁ ସୁଯୋଗ ମିଳିଛି । ବର୍ତ୍ତମାନ ସମୟ ରେ ତନୁଜା ଖୁଡି ଧାରାବାହିକ ଟି ଛାଡ଼ିବା ପରେ ସେ ତାଙ୍କ ପରିବାର ଲୋକ ଙ୍କ ସହ ଭୁବନେଶ୍ୱର କିଛି ସ୍ଥାନ ବୁଲୁଛନ୍ତି ଓ ବହୁ ମଜା ମସ୍ତି ମଧ୍ୟ କରିଛନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ …

Leave a Reply

Your email address will not be published. Required fields are marked *