ଯଦି ଆପଣ ମାନେ ସିରିୟଲ ଦେଖୁଥିବେ ତେବେ ଆପଣମାନେ ଜି ସାର୍ଥକ ର ମାନିନୀ ଧାରାବାହିକ ର ମାନିନୀ ଙ୍କୁ ନିଶ୍ଚିନ୍ତ ଜାଣିଥିବେ | ତେବେ ସେ ମାନିନୀ ଧାରାବାହିକରେ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟ କୁ ଜିତି ପାରିଥିଲେ |
ତେବେ ଏହି ମାନିନୀ ଏବେ ପୁଣି ଆସିବାକୁ ଯାଉଛନ୍ତି ତାରାତରେଣୀ ଧାରାବାହିକ ରେ ତେବେ ସେ ତାରାତରେଣୀ ଧାରାବାହିକରେ କେବେ ଆସିବେ ତେବେ ଏହା ଜାଣି ପାଇଁ ଆମର ଏହି ଆର୍ଟିକ୍ଲ କୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ |
ତେବେ ଆଶା କରୁଛୁ ଯେ ଆପଣ ମାନେ ସମସ୍ତେ ମାନିନୀ ଙ୍କୁ ନିଶ୍ଚୟ ଜାଣିଥିବେ ତେବେ ସେ ଏହି ଧାରାବାହିକ କରେ ଅଭିନୟ କରିସାରିବା ପରେ ଆଉ କୌଣସି ଧାରାବାହିକ ରେ ଅଭିନୟ କରିନଥିଲେ |
ଅବଶ୍ୟ ଏଇ ନିକଟ ଅତୀତ ରେ ସେ ଏକ ଆଲବମ “ଓମାଗା ଟୁରୁ ଲଭ” ରେ ଦେଖିବାକୁ ମିଳିଥିଲେ ଏବଂ ସେ ଏଥିରେ କଣ୍ଠ ମଧ୍ୟ ଦାନ କରିଥିଲେ |
ତେବେ ହଁ ପୁଣିଥରେ ତରଙ୍ଗ ରେ ପ୍ରସାରିତ ହେଉଥିବା ତାରା ତରେଣୀ ଧାରାବାହିକରେ ରୂପମ ଙ୍କ ସହ ତାଙ୍କର ଏକ ଫୋଟୋ ସୋଶିଆଲ ମିଡିଆ ରେ ଖୁବ ଭାଇରାଲ ହେବାର ଦେଖିବାକୁ ମିଳିଛି |
ତେବେ ଖୁବ ଶୀଘ୍ର ସେ ତରଙ୍ଗ ରେ ପ୍ରସାରିତ ହେଉଥିବା ତାରା ତରେଣୀ ଧାରାବାହିକରେ ଦେଖିବାକୁ ମିଳିବେ କିନ୍ତୁ କାହା କାରେକ୍ଟରରେ ଦେଖିବାକୁ ମିଳିବେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହଁ |