Breaking News

ତାରା ତରେଣୀ ରେ ଖୁବ ଶୀଘ୍ର ନଜର ଆସିବେ ଓଡିଆ ଅଭିନେତ୍ରୀ ମାନିନୀ !

ଯଦି ଆପଣ ମାନେ ସିରିୟଲ ଦେଖୁଥିବେ ତେବେ ଆପଣମାନେ ଜି ସାର୍ଥକ ର ମାନିନୀ ଧାରାବାହିକ ର ମାନିନୀ ଙ୍କୁ ନିଶ୍ଚିନ୍ତ ଜାଣିଥିବେ | ତେବେ ସେ ମାନିନୀ ଧାରାବାହିକରେ ଅଭିନୟ କରି ଦର୍ଶକ ମାନଙ୍କର ହୃଦୟ କୁ ଜିତି ପାରିଥିଲେ |


ତେବେ ଏହି ମାନିନୀ ଏବେ ପୁଣି ଆସିବାକୁ ଯାଉଛନ୍ତି ତାରାତରେଣୀ ଧାରାବାହିକ ରେ ତେବେ ସେ ତାରାତରେଣୀ ଧାରାବାହିକରେ କେବେ ଆସିବେ ତେବେ ଏହା ଜାଣି ପାଇଁ ଆମର ଏହି ଆର୍ଟିକ୍ଲ କୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ |


ତେବେ ଆଶା କରୁଛୁ ଯେ ଆପଣ ମାନେ ସମସ୍ତେ ମାନିନୀ ଙ୍କୁ ନିଶ୍ଚୟ ଜାଣିଥିବେ ତେବେ ସେ ଏହି ଧାରାବାହିକ କରେ ଅଭିନୟ କରିସାରିବା ପରେ ଆଉ କୌଣସି ଧାରାବାହିକ ରେ ଅଭିନୟ କରିନଥିଲେ |


ଅବଶ୍ୟ ଏଇ ନିକଟ ଅତୀତ ରେ ସେ ଏକ ଆଲବମ “ଓମାଗା ଟୁରୁ ଲଭ” ରେ ଦେଖିବାକୁ ମିଳିଥିଲେ ଏବଂ ସେ ଏଥିରେ କଣ୍ଠ ମଧ୍ୟ ଦାନ କରିଥିଲେ |
ତେବେ ହଁ ପୁଣିଥରେ ତରଙ୍ଗ ରେ ପ୍ରସାରିତ ହେଉଥିବା ତାରା ତରେଣୀ ଧାରାବାହିକରେ ରୂପମ ଙ୍କ ସହ ତାଙ୍କର ଏକ ଫୋଟୋ ସୋଶିଆଲ ମିଡିଆ ରେ ଖୁବ ଭାଇରାଲ ହେବାର ଦେଖିବାକୁ ମିଳିଛି |


ତେବେ ଖୁବ ଶୀଘ୍ର ସେ ତରଙ୍ଗ ରେ ପ୍ରସାରିତ ହେଉଥିବା ତାରା ତରେଣୀ ଧାରାବାହିକରେ ଦେଖିବାକୁ ମିଳିବେ କିନ୍ତୁ କାହା କାରେକ୍ଟରରେ ଦେଖିବାକୁ ମିଳିବେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହଁ |

About admin

Check Also

ଜଣେ ଗରିବ ଝିଅ କେମିତି ହେଲା ନଡ଼ିଆ ରାଣୀ ମା ତାରିଣୀ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଦର୍ଶକବନ୍ଧୁ ତାରିଣୀ ମନ୍ଦିର କେନ୍ଦୁଝର ଜିଲ୍ଲା ଘଟ ଗାଁ ରେ ଥିବା ଏକ ଠାକୁରାଣୀ ମନ୍ଦିର ଏଠାରେ ଅଧିଷ୍ଟାତି ଦେବୀ …

Leave a Reply

Your email address will not be published.