ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ଓଲିଉଡ ଜଗତରେ ଅଭିନୟ କରୁଥିବା କଳାକାର ମାନେ ବହୁତ ପରିଶ୍ରମ କରି ଆଜି ଓଲିଉଡ ଜଗତରେ ପାଦ ଦେଇଛନ୍ତି।ଆଉ ଏମିତି କିଛି କଳାକାର ଅଛନ୍ତି ଯେ କି ଖୁବ କମ ସମୟ ଭିତରେ ବହୁତ ବଡ଼ ସଫଳତା ପାଇଛନ୍ତି।ତେବେ ଏମିତି କିଛି କଳାକାର ଅଛନ୍ତି ଯିଏ ତାଙ୍କର ସୁନ୍ଦର1 ଅଭିନୟ ପାଇଁ ଖୁବ ଶୀଘ୍ର ଫେମସ ହୋଇପାରିଛନ୍ତି।
ଅଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଅଭିନେତ୍ରୀ ଙ୍କର ବିଷୟରେ କହିବାକୁ ଯାଉଛୁ।ଯିଏ କି ତାଙ୍କର ସୁନ୍ଦର ଅଭିନୟ ପାଇଁ ଖୁବ କମ ସମୟରେ ବହୁତ ସଫଳତା ହାସଲ କରି ପାରିଛନ୍ତି।ତେବେ ଏହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ସିରିଏଲ ତାରା ତାରିଣୀ ରେ ଅଭିନୟ କରୁଥିବା ତନୁଯା।ତେବେ ତନୁଯା ଜି ସାର୍ଥକ ଟିଭି ର ଏକ ରିଆଲିଟି ସୋ ରୁ ସେ ଅଭିନୟ ଦୁନିଆରେ ପାଦ ଦେଇଥିଲେ ଓ ତାରା ତାରିଣୀ ସିରିଏଲ ତାଙ୍କୁ ବହୁତ ସଫଳତା ଦେବା ସହ ବହୁତ ଫେମସ ମଧ୍ୟ କରି ପାରିଛି।ତେବେ ତାଙ୍କର ପ୍ରକୃତ ନାମ ହେଉଛି ରଞ୍ଜିତା ତାଙ୍କ ଘର ହେଉଛି ଭଦ୍ରକ ଜିଲ୍ଲା ରେ।
ତେବେ ଆମେ ଯଦି ତାଙ୍କ ପରିବାର ବିଷୟରେ କହିବା ତାହେଲେ ତାଙ୍କ ପରିବାର ରେ ତାଙ୍କ ବାପା ମା ଓ ଚାରି ଭଉଣୀ ଅଛନ୍ତି।ତେବେ ତନୁଯା 2016 ରେ ସାର୍ଥକ ଟିଭି ରେ ପ୍ରସାରିତ ହେଉଥିବା ସୋ ରାଜା କୁଇନ ରେ ଭାଗ ନେଇଥିଲେ।ଆଉ ସେ ନିଜର କଠିନ ପରିଶ୍ରମ ପାଇଁ ସେ ପ୍ରଥମ ସ୍ଥାନ ରେ ରହିଥିଲେ।ତେବେ ସେ ବହୁତ ଗୁଡିଏ ଗୀତ ମଧ୍ୟ କରିଛନ୍ତି ଓ ପ୍ରାୟ ବର୍ଷେ ହେବ ସେ ତାରା ତାରିଣୀ ସିରିଏଲ ରେ ଅଭିନୟ କରୁଛନ୍ତି ଯାହା କି ତାଙ୍କୁ ଖୁବ ସଫଳତା ଦେଇଛି।
ତନୁଯା ତାଙ୍କ ମାଆ ଙ୍କର ଜନ୍ମ ଦିନ ର ଫୋଟୋ ଏବଂ ଭିଡିଓ ସେୟାର କରିଛନ୍ତି ସୋସିଆଲ ମିଡିଆରେ।ଏବଂ ଏହି ଭିଡ଼ିଓ ବହୁତ ମାତ୍ରାରେ ଭାଇରଲ ହେବାରେ ଲାଗିଛି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ